Browsing Category

Featured

୩ ରଥରେ ସାମାନ୍ୟ ଫାଟ, ନନ୍ଦିଘୋଷର ପ୍ରଭାରେ…

ପୁରୀ, (ଓଡିଶା ଭାସ୍କର):ଗୁଣ୍ଡିଚା ମନ୍ଦିରରେ ବିରାଜମାନ ଅଛନ୍ତି ଶ୍ରୀଜିଉ । ଏହାରି ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ୩ଟି ରଥରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତାଜଧ୍ୱଜ ଓ ଦେବଦଳନ ରଥର ଗୋଟିଏ…

ଭୁବନେଶ୍ୱର ଏମ୍ସରେ ଇକମୋ ମେସିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ଭାବରେ ଏମ୍ସରେ ଇକମୋ ଆଜି ଉଦଘାଟକି ହୋଇଯାଇଛି । ଆଜି ଭୁବନେଶ୍ୱର ଏମ୍ସରେ ଉଦଘାଟନ ହୋଇଛି ଇକମୋ ମେସିନ୍ । ନବମ ପ୍ରତିଷ୍ଠା ଦିବସରେ ନିର୍ଦ୍ଦେଶିକା…

ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ମୁତାବକ, ଋଷଭ କିଛି ଦିନ ପୂର୍ବରୁ ୟୁରୋ କପରେ ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ ମ୍ୟାଚ…

ଆପଣଙ୍କ ଆଧାର କାର୍ଡରେ ଥିବା ଫଟୋ ପସନ୍ଦ ଆସୁନି କି, ତେବେ ଜାଣନ୍ତୁ ଫଟୋ ବଦଳାଇବାର ସବୁଠୁ ସହଜ ଉପାୟ

ନୂଆଦିଲ୍ଲୀ: ଦେଶରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଧାର କାର୍ଡ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଆଧାର ବିନା, ପିଲାଙ୍କ ସ୍କୁଲ ଆଡମିଶନରୁ ଆରମ୍ଭ କରି ଚାକିରି ପାଇବା ପର୍ଯ୍ୟନ୍ତ ସବୁକିଛି…

୩୧ ବର୍ଷ ପୂର୍ବେ ଚୋରି କରିଥିଲା ୩୦ ଟଙ୍କା, ଏବେ ପୁଲିସ୍ ଧରି କୋର୍ଟରେ ହାଜର କରିବାରୁ ଜଜ୍ କହିଲେ…

ନୂଆଦିଲ୍ଲୀ: ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତ ୩୧ ବର୍ଷ ପରେ କୋର୍ଟରେ ହାଜର ହୋଇଛି । ୧୯୯୦ ରେ ସେ ଜଣେ ଚାଷୀଙ୍କ ପକେଟରୁ ୩୦ ଟଙ୍କା ଚୋରି କରିବାର ୩୧ ବର୍ଷ ପରେ, ପୁଲିସ୍ ତାକୁ ଗିରଫ କରିବାରେ ସଫଳ ହୋଇଛି । ଚାଷୀଙ୍କ…

ଜାମିନ୍ ପରେ ଆଣ୍ଟିଗୁଆ ଫେରିଲା ପଳାତକ ମେହୁଲ ଚୋକସି, ଜେଲରେ ବିତାଇଛି ୫୧ ଦିନ

ନୂଆଦିଲ୍ଲୀ: ପଳାତକ ମେହୁଲ ଚୋକସି(୬୨) ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିବାବେଳେ ତାଙ୍କ ଓକିଲ ଦାବି କରି କହିଛନ୍ତି ଯେ, ଏହା ତାଙ୍କୁ ଅପହରଣ କରିବା ନେଇ ଏକ ଷଡଯନ୍ତ୍ର ଥିଲା । ଡୋମିନିକା…

ଓଡ଼ିଶାରେ ପୁଣି ଲାଗିବ କି ଲକଡାଉନ୍! ୨ଟା ୩୦ରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଲାଗୁହୋଇଥିବା ଆଂଶିକ ଲକଡାଉନର ଅବଧି କାଲି ସକାଳ ପର୍ଯ୍ୟନ୍ତ ରହିଛି…

ଘର ଭିତରୁ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର (ଓଡିଶା ଭାସ୍କର): ଦମ୍ପତ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ବନ୍ଦ ଘରୁ ମିଳିଛି ଉଭୟଙ୍କ ମୃତଦେହ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ପ୍ରୀତିପୁର ପଞ୍ଚାୟତ ସୁନ୍ଦରପୁର…

୨୪ ଘଣ୍ଟାରେ ବାହାରିଲେ ୪୧ ହଜାରରୁ ଅଧିକ ପଜିଟିଭ, ୫୮୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

ଇଂଲଣ୍ଡ ସିରିଜ ପୂର୍ବରୁ ବଢ଼ିଲା ଚିନ୍ତା, ଟିମ୍ ଇଣ୍ଡିଆର ୨ ଖେଳାଳି କରୋନା ପଜିଟିଭ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଚିନ୍ତା ବଢ଼ିଛି । ଟିମ ଇଣ୍ଡିଆର ୨ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ମିଳିବା ପରେ…