fbpx
Browsing Category

Featured

ଆଜି ଜନ୍ମବେଦିକୁ ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ, ସ୍ୱତନ୍ତ୍ର ଷ୍ଟଲରେ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା

ପୁରୀ (ଓଡ଼ିଶା ଭାସ୍କର) : ଶ୍ରୀଜିଉଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସୋମବାର ଅନୁଷ୍ଠିତ ହୋଇଛି  । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଷାଢ ମାସ ଶୁକ୍ଳକ୍ଷ…

ଭାରତୀୟ ଏଜେନ୍ସି ଗୁଡିକୁ ଝଟକା, ପଳାତକ ମେହୁଲ୍‌ ଚୋକ୍ସିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍‌

ରୋସେଉ, (ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଋଣ ଜାଲିଆତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଭାରତରୁ ପଳାତକ ମେହୁଲ ଚୋକ୍ସିଙ୍କୁ ସୋମବାର ଡୋମିନିକାର ଏକ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି…

ଆଜି ୮ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ, କରୋନା ସଂକ୍ରମଣର ସ୍ଥତି ଓ ସାମ୍ଭାବ୍ୟ ତୃତୀୟ ଲହର ମୁକାବିଲା ନେଇ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସ୍ଥିତି ପ୍ରସଙ୍ଗରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଉତ୍ତର-ପୂର୍ବାଞ୍ଚଳର ୮ରାଜ୍ୟ ଯଥା ଆସାମ, ନାଗାଲାଣ୍ଡ, ତ୍ରିୁରା,ସିକିମ୍‌, ମଣିୁର,…

ରାଶିଫଳ (ମଙ୍ଗଳବାର,୧୩ ଜୁଲାଇ ୨୦୨୧)

ମେଷ: ପରିବାର ମଧ୍ୟରେ ହସଖୁସିରେ ଦିନ କଟିବ କିନ୍ତୁ ଅର୍ଥ ଚିନ୍ତା ରହିବ । କର୍ମକ୍ଷେତ୍ରରେ ସୁଧାର ଆସିବ । ସରକାରୀ ସହାୟତା ମିଳିବ । ପାରିବାରିକ ସମ୍ପର୍କରେ ବୁଝାମଣା ଅଭାବ ରହିବ । ବୃଷ: ଚାକିରି ବା ରୋଜଗାର…

ଆପଣଙ୍କ ନଖ କହିଦେବ ଆପଣଙ୍କୁ ହେବ କେଉଁ ରୋଗ

ଓଡ଼ିଶା ଭାସ୍କର: ଶରୀର ସୁସ୍ଥ ରହିଥବା ସମୟରେ ଆମର ପାଦ ଆଙ୍ଗୁଠି ସୁନ୍ଦର ଏବଂ ସୁସ୍ଥ ରହିଥାଏ । ବୟସବୃଦ୍ଧି ସହିତ ବିଭିନ୍ନ ଶାରୀରିକ ସମସ୍ୟା ଦେଖା ଦେବା ସହିତ ଆଙ୍ଗୁଠି ଉପରେ ଏହାର ପ୍ରଭାବ ପଡିଥାଏ । ସମୟାନୁକ୍ରମେ…

ଜାଣନ୍ତୁ କିଏ ଏହି ଶେର ବାହାଦୂର ଦେବୁଆ;୫ମ ଥର ପାଇଁ ହେବେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଶେର ବାହାଦୂର ଦେବୁଆ । ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେବୁଆଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା…

ମହିଳା ଚେସ୍ ବିଶ୍ୱକପ୍: ବିଜୟରୁ ପଦ୍ମିନୀଙ୍କ ଅଭିଯାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶାର ଚେସ ଖେଳାଳି ପଦ୍ମିନୀ ରାଉତ ବିଜୟରୁ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛନ୍ତି । ଆଇଏମ୍ ପଦ୍ମିନୀ ପ୍ରଥମ ରାଉଣ୍ଡରେ ଆଜରବୈଜାନର ଡବ୍ଲ୍ୟୁଜିଏମ୍ ଉଲଭିୟା ଫାଟାଲିୟେଭାଙ୍କୁ…

୨ ସନ୍ତାନ ନିୟମକୁ ନେଇ ଏମିତି କହିଲେ ନୀତିଶ

ପାଟଣା: ଉତ୍ତର ପ୍ରଦେଶ ଏବଂ ଆସାମ ଭଳି ବିଜେପି ଶାସିତ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣକୁ ଆଣିବାକୁ ଆଇନ ଲାଗୁକରାଯିବା ପାଇଁ ଯୋଜନା କରୁଥିବାବେଳେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାକୁ ନେଇ ସାଧାରଣରେ ତାଙ୍କର…

ଶ୍ରୀମନ୍ଦିର ଦ୍ୱାର ରୂପାଛାଉଣୀକୁ ASIର ଅନୁମତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ଦ୍ୱାରକୁ ରୂପା ଛାଉଣୀ କରିବାକୁ ଅନୁମତି ମିଳିଛି । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସୋମବାର ଏହି ଅନୁମତି ପ୍ରଦାନ କରାଯାଇଛି । ଏହା ସହିତ ଆସନ୍ତା ୧୪ ତାରିଖରେ…

ହୁସିଆର; ହିନ୍ଦୁ ଅଞ୍ଚଳରେ ଗୋ ମାଂସ ବିକିଲେ ଅବସ୍ଥା ସିଭିଅର ହେବ

ଗୌହାଟି: ହିନ୍ଦୁ ଅଞ୍ଚଳରେ ଗୋମାଂସ ବେପାର ହୋଇ ପାରିବ ନାହିଁ ବୋଲି ନିୟମ ଆଣିଛନ୍ତି ଆସାମ ସରକାର । ସୋମବାର ଆସାମ ସରକାରଙ୍କ ପକ୍ଷରୁ ଏହାର ପଶୁ ସୁରକ୍ଷା ଆଇନକୁ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଲାଗୁ କରାଯାଉଥିବା…