fbpx
Browsing Category

Featured

ଜଳ ଜୀବନ ମିଶନ: ଓଡ଼ିଶାକୁ ୩,୩୨୩ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ, ଆର୍ଥିକ ଆବଣ୍ଟନ ପରିମାଣ ଚାରିଗୁଣା ବୃଦ୍ଧି

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ଦେଶର ପ୍ରତ୍ୟେକ ପରିବାରକୁ ଟ୍ୟାପ ଜରିଆରେ ସ୍ୱଚ୍ଛ ଜଳ ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଙ୍କଳ୍ପ ଅନୁରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଜୀବନ ମିଶନରେ ଓଡ଼ିଶାକୁ…

ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ ମହାବାହୁ, ରଥ-ପଥ ସବୁ ପ୍ରସ୍ତୁତ

ପୁରୀ, (ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସବୁଠାରୁ ବଡ ଯାତ୍ରା ତଥା ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଭାଇ, ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ମା’ ଘରକୁ ଯିବେ କାଳିଆ ଠାକୁର ।…

ରାଶିଫଳ( ସୋମବାର,୧୨ ଜୁଲାଇ ୨୦୨୧)

ମେଷ: କୌଣସି ପ୍ରକାର ସହଯୋଗ ଆବଶ୍ୟକ ହେଲେ ଆପଣଙ୍କର ମିତ୍ର ଏବଂ ସମ୍ପର୍କିୟ ସାହାଯ୍ୟ କରିବେ । ନିଜ ଲୋକଙ୍କର ସାହାଯ୍ୟରେ ଆପଣ ସମସ୍ୟାର ସମାଧାନ କରିପାରିବେ । ବୃଷ: ଆପଣଙ୍କୁ ନିଜର କେହି ଆଶ୍ଚର୍ଯ୍ୟ କରିବ ।…

ବିହାରରେ ଆଉ ଏକ ମହାମେଣ୍ଟ!: ଚିରାଗଙ୍କୁ ଭେଟିଲେ ଏହି ଆରଜେଡି ନେତା

ପାଟନା : ବିହାର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଲୋକ ଜନଶକ୍ତି ପାର୍ଟିର ପୂର୍ବତନ ମୁଖ୍ୟ ଚିରାଗ ପାଶ୍ୱାନ ବର୍ତ୍ତମାନ ବିହାର ରାଜନୀତି ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ପୂର୍ବରୁ ରାଜ୍ୟରେ…

ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡ ସଫଳତା: ସିରିଜକୁ ଫେରିଲେ ଭାରତୀୟ ମହିଳା

ଲଣ୍ଡନ: ପ୍ରଥମ ଟି-୨୦ ମୁକାବିଲାରେ ପରାଜିତ ହେବା ପରେ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରିଛି ଭାରତୀୟ ମହିଳା ଦଳ । ଦ୍ୱିତୀୟ ଟି-୨୦ ମୁକାବିଲାକୁ ୮ ରନରେ ଜିତିବା ସହିତ ଭାରତୀୟ ଦଳ ଚମକ୍ରାର ପ୍ରତ୍ୟାବର୍ତ୍ତନ କରିଛି ।…

ଜୋକୋଭିଚଙ୍କୁ  ଷଷ୍ଠ ୱିମ୍ବଲଡନ୍ ଟାଇଟଲ୍: ନାଡାଲ ଓ ଫେଡେରରଙ୍କ ସମକକ୍ଷ

ଲଣ୍ଡନ: ବିଶ୍ୱ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ସର୍ବିଆର ନୋଭାକ୍ ଜୋକୋଭିଚ୍ ଷଷ୍ଠ ୱିମ୍ବଲଡନ୍ ଟାଇଟଲ ହାସଲ କରିଛନ୍ତି । ଏହା ସହିତ କ୍ୟାରିୟରର ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଳ କରିବା ସହିତ ରୋଜର ଫେଡେରର…

କ୍ରିକେଟ ଇତିହାସର ସବୁଠୁ ମହଙ୍ଗା ବ୍ୟାଟ, ଦାମ ଶୁଣିଲେ ଉଡ଼ିଯିବ ହୋସ୍, ମହେନ୍ଦ୍ର ସିଂହ ଧୋନୀ ଏହାର ମାଲିକ

ନୂଆଦିଲ୍ଲୀ: ମେହନ୍ଦ୍ର ସିଂହ ଧୋନୀ ନିଜର ଇଣ୍ଟରନ୍ୟାସନାଲ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି । କ୍ରିକେଟ ଇତିହାସରେ ନିଜ ନାମରେ ସେ ଅନେକ ରେକର୍ଡ କରିଛନ୍ତି । ନିଜର ଚମକ୍ରାର ବ୍ୟାଟିଂ ଜରିଆରେ ସେ ଅନେକ…

୨୪ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ; ଜାଣନ୍ତୁ କାହିଁକି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା କାଲି ରାଜ୍ୟର ୨୪ଟି ଜିଲ୍ଲାରେ ବନ୍ଦ ରହିବ ଟିକକରଣ । ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଗଭୀର ଭାବରେ ପ୍ରଭାବିତ ହୋଇଛି । ସୋମବାର ରାଜ୍ୟର ୨୪ଟି ଜିଲ୍ଲାରେ ଟିକାକରଣ ବନ୍ଦ…

ସିଂହଦ୍ୱାରେ ବିଜେ ତିନି ରଥ; ଭାଇ-ଭଉଣୀ ସହ ଆସିବେ ଜଗତର ନାଥ

ପୁରୀ(ଓଡ଼ିଶା ଭାସ୍କର): ସୋମବାର ସକାଳ ହସିବ ନୂତନ ସୂର୍ଯ୍ୟୋଦୟ। ମହାପ୍ରଭୁଙ୍କ କରୁଣାରୁ ଶ୍ରୀକ୍ଷେତ୍ରେ ପଡ଼ିବ ସୁନେଲି କିରଣ ଛିଟା। ସ୍ୱାଗତ କରିବ ମହୋଦଧୀ। ଉଲ୍ଲସିତ ଶ୍ରଦ୍ଧାଳୁ ଆଉ ଭାବବିହ୍ୱଳ ଭକ୍ତପ୍ରାଣ। ସେପଟେ…

ଏହି ଉପାୟ ନ କଲେ ପ୍ରେମିକା ଜମା ପଟିବନି

ଓଡ଼ିଶା ଭାସ୍କର: ବ୍ୟକ୍ତିଗତ ଜୀବନରେ ସମସ୍ତେ କାହାକୁ ନା କାହାକୁ ପସନ୍ଦ କରିଥାନ୍ତି । ତେବେ ପସନ୍ଦ କରୁଥିବା ଲୋକଙ୍କୁ ଇମ୍ପ୍ରେସ କରିବାରେ ସମସ୍ତେ ପ୍ରଭାବିତ ହୋଇନଥାନ୍ତି । ଏଥିପାଇଁ ବହୁତ ପରିଶ୍ରମ କରିବାକୁ…