fbpx
Browsing Category

Featured

କଣ ଅମିତାଭଙ୍କ ବଦଳରେ ଶାହରୁଖଙ୍କୁ ନେବାରୁ କେବିସି ହୋଇଥିଲା ଫେଲ୍? ପ୍ରଡ୍ୟୁସର୍ କହିଲେ ଏହାର କାରଣ

ମୁମ୍ବାଇ: "କୌନ୍ ବାନେଗା କରୋଡପତି"କୁ ୨୧ ବର୍ଷ ପୂରିଛି । ଏହାର ପ୍ରଥମ ଏପିସୋଡ ୨୦୦୦ ମସିହାରେ ଜୁଲାଇ ୩ ତାରିଖରେ ଟେଲିଭିଜନ୍ ରେ ପ୍ରସାରିତ ହୋଇଥିଲା । ଆଉ ଏହି ଶୋ ମାଧ୍ୟମରେ ଅମିତାଭ ବଚ୍ଚନ ଛୋଟ ପରଦାରେ ଡେବ୍ୟୁ…

ସାବଧାନ୍! ଏହି ଲୋକମାନେ ଭୁଲରେ ଖାଆନ୍ତୁ ନାହିଁ ଜାମୁକୋଳି, ନଚେତ୍…

ଆୟୁର୍ବେଦ ଅନୁସାରେ କୌଣସି ଜିନିଷ ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଯଦି ଆପଣ ଅସନ୍ତୁଳିତ ପରିମାଣରେ କୌଣସି ଫଳ ବା ଖାଦ୍ୟ ଖାଆନ୍ତି, ତେବେ ତାହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ । ଏହାରି ମଧ୍ୟରେ…

ମହିଳାମାନେ ବାହାରକୁ ଏକା ଯିବେ ନାହିଁ, ପୁରୁଷ ଦାଢ଼ି ରଖିବାକୁ ବାଧ୍ୟ; ତାଲିବାନର ନୂଆ ନିୟମ

କାବୁଲ: ଆଫଗାନିସ୍ତାନରୁ ଆମେରିକୀ ସେନାର ପ୍ରତ୍ୟାହାର ପରେ ପୁଣିଥରେ ସେଠାରେ ବିଭିନ୍ନ ଅଞ୍ଚଳରେ ତାଲିବାନ୍ ମାନଙ୍କ କବଜା କରିବା ଆରମ୍ଭ କରିଦେଇଛନ୍ତି । ତାଲିବାନ୍ ମାନେ ଆଫଗାନିସ୍ତାନର କିଛି ଇଲାକାରେ ନିଜର ନିୟମ…

୫ ବର୍ଷର ପିଲା ପେଟରେ ହେଉଥିଲା ଯନ୍ତ୍ରଣା, ଅପେରସନ୍ ପରେ ବାହାରିଲା ଦେଢ଼ କିଲୋର ଚୁଟି

ପଞ୍ଚକୁଲା: ୫ ବର୍ଷର ଏକ ପିଲା ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା । ତେଣୁ ଅପରେସନ୍ କରାଇବାରୁ ପେଟରୁ ବାହାରିଲା ଦେଢ଼ କିଲୋର ଚୁଟିର ଗୁଚ୍ଛ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ପଞ୍ଚକୁଲାରେ ଥିବା ସିଭିଲ୍…

ଦେଶରେ କମୁଛି କରୋନା ସଂକ୍ରମଣ, ଆଜି ୭୨୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

୭ ତାରିଖରୁ ରାଜ୍ୟବ୍ୟାପି ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତୈଳଦର ବୃଦ୍ଧିକୁ ନେଇ ରାଜ୍ୟବ୍ୟାପି ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ କରିବ କଂଗ୍ରେସ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା…

ରାଜ୍ୟରେ କରୋନାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ, ଆଜି ୨୮୦୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…

ହାଇହିଲ୍ ପିନ୍ଧି ମହିଳା ସୈନ୍ୟ କରୁଛନ୍ତି ପରେଡ୍, ଫଟୋ ଦେଖି ପ୍ରତିରକ୍ଷା ମନ୍ତ୍ରାଳୟ ଉପରେ ବର୍ଷିଲେ ସାଧାରଣ ଜନତା

ୟୁକ୍ରେନ୍: ହାଇହିଲ୍ ପିନ୍ଧି ୟୁକ୍ରେନ୍ ର ମହିଳା ମାନେ କଲେ ପରେଡ୍ । ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏଥିରେ ମହିଳା ସୈନ୍ୟ ମାନେ ହାଇହିଲ୍ ପିନ୍ଧି ମାର୍ଚ କରୁଥିବା ନଜର ଆସିଛନ୍ତି । ଏହି ଫଟୋ…

ବ୍ଲାକ୍ ଫଙ୍ଗସ୍ ପରେ କରୋନାର ନୂଆ ରୂପ ‘ବୋନ୍ ଡେଥ୍’: ୩ ଜଣଙ୍କଠାରେ ଚିହ୍ନଟ ପରେ ଭୟଭୀତ ହେଲେଣି ଡାକ୍ତର

ନୂଆଦିଲ୍ଲୀ: ଦେଶରେ ବ୍ଲାକ ଫଙ୍ଗସକୁ ନେଇ ଆଶଙ୍କା କମି ନଥିବା ବେଳେ ଏନେଇ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ସାମନାକୁ ଆସିଛି । ମୁମ୍ବାଇର ଏକ ହସ୍ପିଟାଲରେ ଆଭାସ୍କୁଲାର ନେକ୍ରୋସିସ୍ (ଏଭିଏନ) ବା ବୋନ୍ ଡେଥରେ ୩ ଜଣ…

ଭୁବନେଶ୍ୱରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍, କୋଭିଡ୍ ସ୍ଥିତିର କରିବେ ସମୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ପହଞ୍ଚିଲା କୋଭିଡ୍ କେନ୍ଦ୍ରୀୟ ଟିମ୍ । ଏଠାରେ ଟିମ୍ କୋଭିଡ୍ ସ୍ଥିତି ସମୀକ୍ଷା କରିବେ । ଏଥିସହ ଯେଉଁ ଜିଲ୍ଲାରେ ସଂକ୍ରମଣର ମାତ୍ରା ଅଧିକ ରହିଛି ସେହି ସବୁରେ କୋଭିଡ୍ ସ୍ଥିତି…