fbpx
Browsing Category

Featured

ପତ୍ନୀର ଚରିତ୍ର ଉପରେ ସନ୍ଦେହ କରି ଗୋଡ଼ରେ ୩୦ କିଲୋର ଶିକୁଳି ବାନ୍ଧି ରଖିଲା ସ୍ୱାମୀ

ପ୍ରତାପଗଡ: ଚରିତ୍ର ଉପରେ ସନ୍ଦେହ କରି ସ୍ୱାମୀ ଓ ପୁଅ ମିଶି ମହିଳାଙ୍କୁ ୩୦ କିଲୋର ଶିକୁଳିରେ ବାନ୍ଧି ରଖିଥିଲେ । ଯେପରି ସେ କୁଆଡେ ଫରାର୍ ନ ହୋଇପାରେ । ତେବେ ଏହିଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି…

ମ୍ୟାଚରେ ଡିଭିଲିୟର୍ସଙ୍କ ବେଇମାନି ଦେଖି ବିଶ୍ୱାସ କରି ପାରିନଥିଲେ ସଚିନ, ଗାଙ୍ଗୁଲି ଓ ଧୋନୀ, ପରେ ଏମିତି ମିଳିଲା ସଜା

ନୂଆଦିଲ୍ଲୀ : ଏବି ଡିଭିଲିୟର୍ସ ଏମିତି ଜଣେ କ୍ରିକେଟର ଯାହାଙ୍କର ପ୍ରଶଂସକ ପୂରା ଦୁନିଆରେ ରହିଛି । ଏବିଡି ନିଜ ଖେଳ ସହିତ ଖେଳୁଆଡ ମନୋଭାବ ପାଇଁ ମଧ୍ୟ ପରିଚିତ । ମାତ୍ର କ୍ୟାରିୟର ଆରମ୍ଭରେ ସେ ଭାରତ ବିପକ୍ଷ ଏକ…

ଡିଜିଟାଲ ଇଣ୍ଡିଆର ୬ ବର୍ଷ ପୂର୍ତ୍ତି ଅବସରରେ ଉପଲବ୍ଧି ବଖାଣିଲେ ପ୍ରଧାନମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆକୁ ପୂରିଛି ୬ ବର୍ଷ । ଠିକ୍ ଆଜିର ଦିନରେ ୨୦୧୫ରେ ଏହା ଲଞ୍ଚ ହୋଇଥିଲା । ଡିଜିଟାଲ ଇଣ୍ଡିଆ ଦ୍ୱାରା ସରକାରୀ ସେବାଗୁଡ଼ିକ ଜନତାଙ୍କ ପାଖରେ ଡିଜିଟାଲ ମାଧ୍ୟମରେ ପହଞ୍ଚାଇବା ଏହାର ଉଦ୍ଦେଶ୍ୟ…

Doctors’ Day: ଫୋନରେ ଯୁକ୍ତିତର୍କ ପରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଡାକ୍ତର ଦମ୍ପତି

ପୁଣେ: ସାରାଦେଶ ଜାତୀୟ ଡାକ୍ତର ଦିବସ ପାଳନ କରୁଥିବା ବେଳେ ଡାକ୍ତର ଦମ୍ପତି ଆତ୍ମହତ୍ୟା କରିଛନ୍ତି । ଏହି ଖବର ଆସିଛି ମହାରାଷ୍ଟ୍ରର ପୁଣେରୁ ସୂଚନା ଯେ, ୱାନବାଡୀ ଆଜାଦ୍ ନଗର ଅଞ୍ଚଳରେ ରହୁଥିବା ଏକ ଡାକ୍ତର ଦମ୍ପତି…

ପ୍ରତିଷ୍ଠା ଦିବସରେ ପିଏମ୍ କେୟାର୍ସକୁ ୬୨ କୋଟି ଦେଲା ଏସବିଆଇ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ୬୬ତମ ପ୍ରତିଷ୍ଠା ଦିବସରେ ବ୍ୟାଙ୍କ ପକ୍ଷରୁ ପିଏମ୍ କେୟାର୍ସ ଫଣ୍ଡ ଉଦ୍ଦେଶ୍ୟରେ ୬୨.୬୨ କୋଟି…

ଇତିହାସ ରଚିଲେ ଅଭିମନ୍ୟୁ ମିଶ୍ର, ୧୨ ବର୍ଷ ବୟସରେ ଭାଙ୍ଗିଲେ ୧୯ ବର୍ଷର ପୁରୁଣା ରେକର୍ଡ

ନୂଆଦିଲ୍ଲୀ: ୧୨ ବର୍ଷ ବୟସରେ ଚେସରେ ବିଶ୍ୱର ସବୁଠୁ କନିଷ୍ଠ ଗ୍ରାଣ୍ଡ ମାଷ୍ଟର ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଅଭିମନ୍ୟୁ ମିଶ୍ର । ଏହା ପୂର୍ବରୁ ଏହି ରେକର୍ଡ ଋଷର ସର୍ଜେଇ କର୍ଜାକିନଙ୍କ ନାମରେ ଥିଲା । ସର୍ଜେଇ…

ଗଙ୍ଗାଜଳରୁ କରୋନା ଟିକା, ମୂଲ୍ୟ ମାତ୍ର ୩୦ ଟଙ୍କା: କ୍ଲିନିକାଲ ଟ୍ରାଏଲ୍ ପାଇଁ ଯାଚିକା

ଆହ୍ଲାବାଦ: ଗଙ୍ଗାଜଳରୁ ପ୍ରସ୍ତୁତ ହୋଇଛି କରୋନା ଟିକା । ଏହି ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି । ଆଇସିଏମଆର ଏବଂ ଭାରତ ସରକାରଙ୍କ ପକ୍ଷରୁ ଏହି ନାଜାଲ ସ୍ପ୍ରେ…

‘କପି’ ପ୍ରସଙ୍ଗ: ସୌମ୍ୟ କହିଲେ କୋଭିଡ୍ ତଥ୍ୟ ଲୁଚାଯାଉଛି, ସତ କହିଲେ କ୍ଷତି ହୋଇନଥାନ୍ତା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ଜନତା ଦଳର ବରିଷ୍ଠ ନେତା, ଦଳର ଉପ ସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତେର୍ଚ୍ଛା ବାଣ । ଏହି ବାଣ କୌଣସି ବିରୋଧୀ ଦଳର ନେତାଙ୍କ ପ୍ରତି ନୁହେଁ ବରଂ ରହିଛି ନବୀନ…

ପୁଣି ନିଜର ଅତରଙ୍ଗୀ ଲୁକକୁ ନେଇ ଟ୍ରୋଲ ହେଲେ ରଣବୀର ସିଂ, ଭାଇରାଲ୍ ହେଉଛି ଫଟୋ

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂ ନିଜର ଅଜବ ଗଜବ ଲୁକ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । କିଛି ଲୁକ୍ ପାଇଁ ସେ ଜବରଦସ୍ତ ଟ୍ରୋଲ୍ ର ଶିକାର ହୁଅନ୍ତି । ସେହିଭଳି କିଛି ଅତରଙ୍ଗୀ ଲୁକ୍ କୁ ନେଇ ଏବେ…

ଏଣିକି ୧୨-୧୮ ବର୍ଷର ପିଲାଙ୍କୁ ମିଳିବ କରୋନା ଟିକା!; ପଢନ୍ତୁ ପୂରା ଖବର

ନୂଆଦିଲ୍ଲୀ: ୧୮ରୁ ଅଧିକ ବର୍ଷର ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ କରାଯାଇଥିବା ବେଳେ ଏଥିରେ ପରିବର୍ତ୍ତନ ଆସିବାକୁ ଯାଉଛି । ଏଣିକି ୧୨-୧୮ ବର୍ଷର ପିଲାଙ୍କ ପାଇଁ ଏକ କରୋନା ଟିକା ବାହାରିଛି । ଏହି ଟିକାଟି ବିନା…