Browsing Category
Featured
ରାଶିଫଳ(ଗୁରୁବାର,୧୮ ନଭେମ୍ବର,୨୦୨୧)
ମେଷ - ଅଶୁଭ ଗ୍ରହ ପ୍ରଭାବ ରହିବ ଫଳରେ କୌଣସି ପ୍ରକାରର ଧୋକା ମିଳିବ, ଆଜି ଲାଲ ମନ୍ଦାର ମଙ୍ଗଳା ମନ୍ଦିରରେ ଦିଅନ୍ତୁ, ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ,…
ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ; ସର୍ବଦା ରହିବେ ସତେଜ
ଆମ ଶରୀର ପାଇଁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶରୀରରୁ ପାଣି ଅଂଶ କମ୍ ହେଲେ ନାନା ରୋଗ ସୃଷ୍ଟି ହୋଇପାରେ। ଗ୍ୟାସ୍ରୁ ନେଇ, ବିଭିନ୍ନ ଧରଣର ପେଟ ସମସ୍ୟାର ମୁଖ୍ୟ କାରଣ ହୋଇଥାଏ କମ୍ ପରିମାଣର ପାଣି ପିଇବା। କେବଳ…
ସୂର୍ଯ୍ୟ ଓ ରୋହିତଙ୍କ ଧମାକାଦାର ବ୍ୟାଟିଂ; ଶେଷ ଓଭରରେ ବିଜୟ ସହ ଭାରତ ୧-୦ରେ ଆଗୁଆ
ନୂଆଦିଲ୍ଲୀ: ଜୟପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆକୁ ଜିତି ନେଇଛି ଭାରତ । ଶେଷ ଓଭର ଥ୍ରିଲରକୁ ଜିତିବା ସହିତ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି । ୧୬୫ରନର ପିଛା କରୁଥିବା ଭାରତ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ଚମକ୍ରାର…
ଭାରତରେ ଗୁଗଲର ବଡ଼ ଇଭେଣ୍ଟ, ହେବ ବଡ଼ ଘୋଷଣା
ନୂଆଦିଲ୍ଲୀ: ପ୍ରତିବର୍ଷ ଗୁଗଲ ଭାରତରେ ‘ଗୁଗଲ ଫର ଇଣ୍ଡିଆ’ର ଆୟୋଜନ କରିଥାଏ । ଏହି ସମୟରେ କମ୍ପାନୀ ଭାରତକୁ ନେଇ ଏହାର ଯୋଜନା ବିଷୟରେ କହିଥାଏ । ଭାରତୀୟ ୟୁଜର୍ସଙ୍କ ଅନୁଯାୟୀ ନୂଆ ଫିଚର୍ସ ମଧ୍ୟ ଲଞ୍ଚ କରିଥାଏ ।…
ଆଇନ ଅନୁସାରେ ବୈଧ ନୁହେଁ ନୁସରତ-ନିଖିଲଙ୍କ ବିବାହ: କୋର୍ଟ
କୋଲକାତା ୧୭।୧୧: ଅଭିନେତାରୁ ରାଜନେତା ପାଲଟିଥିବା ନୁସରତ ଜହାଁ ଏବଂ ନିଖିଲ ଜୈନଙ୍କ ବିବାହ ଆଇନତଃ ବୈଧ୍ୟ ନୁହେଁ। ଏମିତି ଟିପ୍ପଣୀ କରିଛନ୍ତି କୋଲକାତାର ଏକ ଅଦାଲତ। କିଛି ଦିନ ପୂର୍ବେ ତୃଣମୂଳ କଂଗ୍ରେସ(ଟିଏମସି)ର…
ଭାରତୀୟ ରେଳବାଇର ବଡ ଘୋଷଣା: ଏତିକି ଟଙ୍କା ଶସ୍ତା ହେବ ରେଳଯାତ୍ରା!
ନୂଆଦିଲ୍ଳୀ: ଦେଶରେ ଖୁବଶୀଘ୍ର ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବାକୁ ଯାଉଛି । ମହାମାରୀ ପୂର୍ବ ସମୟ ଭଳି ଟ୍ରେନ୍ ଚାଲିବ । କୋଭିଡ୍ ସ୍ୱତନ୍ତ୍ର ମେଲ ଓ ଏକ୍ସପ୍ରେସ୍ ଟ୍ରେନର ଚଳାଚଳ ବନ୍ଦ କରିବାକୁ ଗତ ସପ୍ତାହରେ ରେଳବାଇ…
ପ୍ଲାନ ପରିବର୍ତ୍ତନ କଲା BSNL, ଗ୍ରାହକଙ୍କୁ ମିଳିବ ୮ ଜିବି ଡାଟାର ଫାଇଦା
ଭାରତ ସଂଞ୍ଚାର ନିଗମ ଲିମେଟେଡ BSNL ଏହାର ୧୮୭ ଟଙ୍କା ପ୍ଲାନରେ କରିଛି ପରିବର୍ତ୍ତନ । ଏହି ପ୍ଲାନରେ ଏବେ ଗ୍ରାହକଙ୍କୁ ୨୪ ଦିନ ପରିବର୍ତ୍ତେ ୨୮ ଦିନର ବୈଧତା ମିଳିବାକୁ ଯାଉଛି । ଏହା ସହ କମ୍ପାନୀରେ ଏହି ପ୍ଳାନରେ…
ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିବସକୁ ଛୁଟିଦନ ଘୋଷଣା
ଭୁବନେଶ୍ୱର: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିବସକୁ ଛୁଟିଦିନ ଘୋଷଣା କଲେ ରାଜ୍ୟ ସରକାର । ମେ’ ୧୬ ଜନ୍ମ ଦିବସକୁ ଛୁଟିଦିନ ଭାବେ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ମେ’୧୬ ବୈଶାଖ ପୂର୍ଣ୍ଣିମା ଦିନ ପଡ଼ିଥାଏ ପଣ୍ଡିତ…
ଗପ୍ଟିଲ୍ ଓ ଚାପମ୍ୟାନଙ୍କ ଅର୍ଦ୍ଧଶତକ: ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ
ନୂଆଦିଲ୍ଳୀ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟି-୨୦ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୧୬୪ ରନ ସଂଗ୍ରହ କରିଛି ନ୍ୟୁଜିଲାଣ୍ଡ । ନିର୍ଦ୍ଧାରିତ ଓଭରରେ ନ୍ୟୁଜିଲାଣ୍ଡ ୬ ୱିକେଟ ହରାଇ ୧୬୪ ରନ…
କୂଳଭୂଷଣଙ୍କୁ ଅପିଲ କରିବାର ସୁଯୋଗ ଦେଲା ପାକିସ୍ତାନ
ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୂଳଭୂଷଣ ଯାଦବଙ୍କୁ ଆଶ୍ୱସ୍ତି । ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ ଅନ୍ତରାଷ୍ଟ୍ରୀୟ କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଅପିଲ କରିବାକୁ ଅଧିକାର ଦେବାକୁ ସଂସଦର…