fbpx
Browsing Category

Featured

ନୁଆ ଆଇସିୟୁ ୱାର୍ଡ ଛାତରୁ ଗଳୁଛି ପାଣି, ଭିଡିଓ ଭାଇରାଲ୍

ମଧ୍ୟପ୍ରଦେଶ : ବିଭିନ୍ନ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହାର ମୁକାବିଲା କରିବାକୁ ଯାଇ କେନ୍ଦ୍ର ତଥା ରାଜ୍ୟ ସରକାର ଚିକିତ୍ସା ଭିତ୍ତିଭୂମି ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ହେଲେ କିଛି ସ୍ଥାନରେ…

ସାହାଯ୍ୟ କରିଥିବା ପ୍ରମାଣ ଦେଲେ ସୋନୁ, ପ୍ରଶଂସା କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ମହାମାରୀ କରୋନା ଆରମ୍ଭ କାଳରୁ ଲୋକଙ୍କୁ ସହାୟତାର ହାତ ବଢ଼ାଇ ସବୁରି ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଏପରିକି ସୋଶାଲ୍ ସାଇଟ୍ ଜରିଆରେ ଲୋକେ ସହାୟତା…

ବାତ୍ୟା ତଉକ୍ତେ ପ୍ରଭାବ: ବୁଡିଗଲା ଜାହାଜ, ୧୭୧ ନିଖୋଜ

ମୁମ୍ବାଇ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତଉକ୍ତେର ତାଣ୍ଡବ ଜାରି ରହିଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ୫ଟି ରାଜ୍ୟରେ ଏବେ ଅନେକ କ୍ଷୟକ୍ଷତି ହୋଇଛି । ଖାଲି ସେତିକି ନୁହେଁ ମୁମ୍ବାଇରେ ବାତ୍ୟା ଯୋଗୁଁ…

୧୧ ଦିନରେ ତୈଳ ଦର ବଢିଲାଣି ୨.୫୦ ଟଙ୍କା, ଜାଣନ୍ତୁ ଆଜି କେତେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ ୧୮ ।୦୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ ଓ ଡିଜେଲ୍ ଦର ବଢିବାରେ ଲାଗିଛି । ଏହା ସାଧାରଣ ଜନତାଙ୍କ ମୁସ୍କିଲକୁ ଆହୁରି ବଢାଇ ଦେଇଛି । ମଙ୍ଗଳବାର ପୁଣି ଥରେ ବୃଦ୍ଧି ଘଟିଛି ତୈଳ…

ଐଶ୍ୱର୍ଯ୍ୟା ରାୟଙ୍କ ସୁନ୍ଦରତାରେ ପାଗଳ ଥିଲେ ଅକ୍ଷୟ ଖନ୍ନା

ମୁମ୍ବାଇ : ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜ ସୁନ୍ଦରତା କାରଣରୁ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କ ଲୁକ୍ ରେ ଲକ୍ଷ ଲକ୍ଷ ଫ୍ୟାନ୍ସ ପାଗଳ ହୋଇଛନ୍ତି । ତେବେ ଆପଣ…

ସାଥୀ ହୋଇ ଆସିଥିଲେ ସାଥୀ ହୋଇ ଚାଲିଗଲେ: କରୋନା ନେଲା ଯାଆଁଳା ଭାଇଙ୍କ ଜୀବନ

ନୂଆଦିଲ୍ଲୀ, ୧୮ା୫: ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ଏହି ମହାମାରୀ ପାଇଁ ଅନେକ ପରିବାର ସର୍ବସ୍ୱାନ୍ତ ହୋଇଯାଉଛନ୍ତି । ଉତ୍ତରପ୍ରଦେଶର ମେରଟରେ କରୋନାର ହିଂସାତ୍ମକ ରୂପ ଦେଖିବାକୁ…

ବାଂଲାଦେଶ ଗସ୍ତରେ ଯିବ ଭାରତୀୟ ଦଳ, ଖେଳିବ ଟେଷ୍ଟ ଓ ଦିନିକିଆ ସିରିଜ୍

ନୂଆଦିଲ୍ଲୀ ୧୮ ।୦୫: କରୋନା ଭାଇରସ୍ କାରଣରୁ କ୍ରିକେଟ୍ ଜଗତ ବହୁତ ପ୍ରଭାବିତ ହୋଇଛି । ମହାମାରୀର ପ୍ରକୋପ ଯୋଗୁଁ ଅନେକ କ୍ରିକେଟ୍ ଟୁର୍ଣ୍ଣାମେଂଟକୁ ସ୍ଥଗିତ ରଖାଯାଇଛି କିମ୍ବା ବାତିଲ୍ କରିବାକୁ ପଡିଛି । ମାତ୍ର…

ଦେଶରେ ବଢ଼ିଲା ମୃତ୍ୟୁସଂଖ୍ୟା, କମିଲା ସଂକ୍ରମଣ

ନୂଆଦିଲ୍ଲୀ, ୧୮ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୩୨୯ ଜଣଙ୍କ…

ଆସନ୍ତା ଜୁନ୍ ୫ରୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା? ଜାଣନ୍ତୁ ଗୁଜବ ନା ସତ

ନୂଆଦିଲ୍ଲୀ, ୧୮ା୫: କରୋନାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ସରକାର ନିଜ ରାଜ୍ୟ ବୋର୍ଡ ପରୀକ୍ଷା ସହ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି । ତେବେ ଆସନ୍ତା ଜୁନ ୫ରୁ ପରୀକ୍ଷା ହେବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ…