fbpx
Browsing Category

Featured

ଆଜି ହେଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ, ପଢ଼ନ୍ତୁ କଣ ରହିଛି ଚଳିତ ବର୍ଷର ସଚେତନ ବାର୍ତ୍ତା

ଓଡିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ । ୨୦୦୬ରୁ ପ୍ରତିବର୍ଷ ମେ ୧୭ ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ରୁପେ ପାଳନ କରାଯାଏ । ବର୍ତ୍ତମାନ ସମୟରେ କୋଭିଡ୍ ଭୁତାଣୁର ପ୍ରଭାବ ଦେଶବ୍ୟାପୀ…

ଆଉ ଏକ ଭାରତୀୟ କମ୍ପାନି ପ୍ରସ୍ତୁତ କରିବ ‘ସ୍ପୁଟନିକ୍-ଭି’

ନୂଆଦିଲ୍ଲୀ,୧୭।୫(ଓଡ଼ିଶା ଭାସ୍କର): ମହାମାରୀ କରୋନା କବଳରେ କଲବଲ ହେଉଛି ସାରା ଦେଶ । ସବୁଠି ଶୁଭୁଛି କରୁଣ ସ୍ୱର । କେବେ ହଟିବ ଏ ମହାମାରୀ? ଏହି ଚିନ୍ତାରେ ସାରା ଦେଶବାସୀ । ମହାମାରୀର ଦ୍ୱିତୀୟ ଲହରରେ କୋଟିକୋଟି…

ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କଲେ ପଡିପାରନ୍ତି ମୃତ୍ୟୁ ମୁଖରେ, ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନେଭା ୧୭ ।୦୫: ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କରିବାର ଅଭ୍ୟାସ୍ କାରଣରୁ ପ୍ରତି ବର୍ଷ ହଜାର ସଂଖ୍ୟକ ଲୋକଙ୍କ ପ୍ରାଣହାନୀ ଘଟୁଛି । ଏହାର ଖୁଲାସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) । ହୁ ଅନୁଯାୟୀ,…

ଯୋଗୀ ସରକାରଙ୍କ ନିଷ୍ପତିରେ ବଢିଲା ବିଜେପି ନେତାଙ୍କ ଟେନସନ ! ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଲେ ଗୁହାରି, ଜାଣନ୍ତୁ ପୁରା ମାମଲା

ପାଟନା ୧୭ ।୦୫: କରୋନା ଭାଇରସ୍ ସଂକ୍ରମଣ କାରଣରୁ ଗଙ୍ଗାରେ ବହୁଥିବା ମୃତଦେହକୁ ନେଇ ଯୋଗୀ ସରକାର ଓ ବିହାରର ନୀତିଶ ସରକାର ପୂର୍ବରୁ ମୁହାଁମୁହିଁ ହୋଇ ସାରିଛନ୍ତି । ଏହି ଘଟଣାରେ ଦୁଇ ରାଜ୍ୟ ସରକାରର ପ୍ରଶାସନ ପରସ୍ପର…

କୋଭିଡ୍ ଭୟ: ଇଚ୍ଛାପତ୍ର ଲେଖିବାକୁ ଓକିଲଙ୍କ ପାଖରେ ଡେରା ପକାଉଛନ୍ତି ଧନୀ

ନୂଆଦିଲ୍ଲୀ, ୧୭/୦୫(ଓଡିଶା ଭାସ୍କର) : କୋଭିଡର ଦ୍ୱିତୀୟ ଲହରରେ ଅନେକ ଲୋକ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି । ଯାହାର ପରିଣାମସ୍ୱରୁପ ଅନେକ ଲୋକମାନଙ୍କ ମନରେ ଏବେ ଭୟ ବସା ବାନ୍ଧି ସାରିଲାଣି । ତେଣୁ ଅନେକ ଲୋକ…

ଶେଷରେ ଅଷ୍ଟ୍ରେଲିଆ ପହଂଚିଲେ ଆଇପିଏଲ୍ ଖେଳିଥିବା କଙ୍ଗାରୁ ଖେଳାଳି, ଏହି କାରଣରୁ ଫେରି ପାରିନଥିଲେ ସ୍ୱଦେଶ

ସିଡନୀ ୧୭ ।୦୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ସ୍ଥଗିତ ହେବା ପରେ ବିଦେଶୀ ଖେଳାଳି ନିଜ ଘର ଅଭିମୁଖେ ବାହୁଡିଥିଲେ। ତେବେ ଅଷ୍ଟ୍ରେଲିଆ ସରକାରଙ୍କ କଠୋର କଟକଣା ନୀତି କାରଣରୁ ଅଷ୍ଟ୍ରେଲିଆ କ୍ରିକେଟ୍ ଖେଳାଳି…

ନିର୍ବାଚନ ପରେ ଚେଇଁ ଉଠିଲା ସିବିଆଇ: ନାରଦା କେସରେ ଟିଏମସିର ଦୁଇ ମନ୍ତ୍ରୀ ସମେତ ୪ ନେତା ଗିରଫ, ମମତା କ୍ଷୁବ୍ଧ

କୋଲକାତା ୧୭ ।୦୫: ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବାର କିଛି ଦିନ ପରେ ପଶ୍ଚିମବଙ୍ଗ ରାଜନୀତିରେ ନାଟକୀୟ ମୋଡ ଆସିଛି। ବିଧାନସଭା ନିର୍ବାଚନ ଶେଷ ହେବା ମାତ୍ରେ କେନ୍ଦ୍ରୀୟ ତଦନ୍ତ…

ମିସ୍ ମେକ୍ସିକୋ ଏଣ୍ଡ୍ରିଆ ମେଜା ହେଲେ ମିସ୍ ୟୁନିଭର୍ସ -୨୦୨୦, ୪ର୍ଥ ନମ୍ବରରେ ରହିଛନ୍ତି ଭାରତୀୟ ମଡେଲ୍ ଏଡଲିନ୍ କାଷ୍ଟେଲିନ୍

ନୂଆଦିଲ୍ଲୀ, ୧୭/୦୫(ଓଡିଶା ଭାସ୍କର): ମିସ୍ ମେକ୍ସିକୋ ଏଣ୍ଡ୍ରିଆ ମେଜା ୬୯ ତମ ଅନ୍ତର୍ଜାତୀୟ ପ୍ରତିଯୋଗିତା ମିସ୍ ୟୁନିଭର୍ସ -୨୦୨୦ର ବିଜେତା ହୋଇଛନ୍ତି । ବ୍ରାଜିଲର ଜୁଲିୟା ଗାମାଙ୍କୁ ପଛରେ ପକାଇ ସେ ଏହି ମୁକୁଟ କୁ…

ଲଞ୍ଚ ହେଲା ଡିଆରଡିଓ ଦ୍ୱାରା ପ୍ରସ୍ତୁତ କୋଭିଡ୍ ସଞ୍ଜୀବନୀ 2-DG

ନୂଆଦିଲ୍ଲୀ, ୧୭/୦୫(ଓଡିଶା ଭାସ୍କର) : କରୋନା ମହାମାରୀର ମୁକାବିଲା କରିବା ପାଇଁ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତି ଲଗାତର ଭାବରେ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଟିକା ସମତେ କୋଭିଡ୍ ମେଡିସିନ୍ ଉପରେ ଗୁରୁତ୍ୱ…

ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ତଉକ୍ତେ’

ନୂଆଦିଲ୍ଲୀ, ୧୭ା୫: ଆଜି ଲ୍ୟାଣ୍ଡଫଲ୍ କରିବ ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’ । ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ଭିତରେ ଏହା ଉପକୂଳ ଛୁଇଁବ । ଏହି ଭୟଙ୍କର ତୋଫାନ୍ ଆଜି ଗୁଜରାଟ ଉପକୂଳ ସ୍ପର୍ଶ କରିବ । ସନ୍ଧ୍ୟା ୬ଟା…