fbpx
Browsing Category

Featured

ଓଡିଶା ପାଲା ଜଗତର ବରିଷ୍ଠ ଗାୟକ ବଳଭଦ୍ର ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର,୭ ।୫(ଓଡିଶା ଭାସ୍କର):ଓଡିଶା ପାଲା ଜଗତର ବରିଷ୍ଠ ଗାୟକ ଚିନ୍ମୟ,ଭାଗବତ ଭୂଷଣ ବଳଭଦ୍ର ପଣ୍ଡା ମହୋଦୟଙ୍କର ପରଲୋକ ହୋଇଛି । ଗତ କାଲି ରାତ୍ର 3 ଘଟିକା ସମୟରେ କଳାକାର,ବନ୍ଧୁ ,ପରିବାର ବର୍ଗକୁ ଶୋକ ସାଗରରେ…

୧୬ ବର୍ଷରୁ କମ୍ କିଶୋରଙ୍କୁ କରୋନା ଟିକା ପାଇଁ ଫାଇଜରର ଆବେଦନ

ନୂଆଦିଲ୍ଲୀ, ୦୭/୦୫: ଆମେରିକାର ଫାର୍ମା କମ୍ପାନୀ ଫାଇଜର ୧୬ ବର୍ଷରୁ କମ ବୟସରୁ କମ ବର୍ଗଙ୍କୁ ଟିକା ଦେବା ନେଇ ଆବେଦନ କରିଛି । ଏହି ଟିକା Pfizer ଏବଂ BioNTech ଦ୍ୱାରା ପ୍ରସ୍ତୁତ  । ୧୬ ବର୍ଷ ଏବଂ ତଦୁର୍ଦ୍ଧ୍ୱ…

କାଲିଠୁ ଏସପ୍ଲାନେଡ ମଲରେ ଟିକାକରଣ, ଜାଣନ୍ତୁ କେଉଁମାନେ ନେବେ ଟିକା ?

ଭୁବନେଶ୍ୱର,୭ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ କାଲିଠାରୁ ଏସପ୍ଲାନେଡ ମଲରେ ହେବ ଟିକାକରଣ । ୪୫ରୁ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ୨ୟ ଡୋଜ ପାଇଁ ଡ୍ରାଇଭ୍ ଇନ୍ ବ୍ୟବସ୍ଥା ଆରମ୍ଭ…

ବିନା ଭକ୍ତରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ଭୁବନେଶ୍ୱର, ୦୭/୦୫: ରାଜ୍ୟରେ କରୋନାକୁ ରୋକିବା ପାଇଁ ଜାରି ହୋଇଛି ଲକଡାଉନ । ସେପଟେ ଆସନ୍ତା ୧୫ ତାରିଖରେ ଆରମ୍ଭ ହେବାକୁ ଥିବା ପ୍ରଭୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାକୁ ନେଇ ଦ୍ୱନ୍ଦ ଲାଗିରହିଥିଲା ।…

ଗୋଆରେ ୧୫ ଦିନ ପାଇଁ ଲାଗିଲା କରୋନା କର୍ଫ୍ୟୁ

ଗୋଆରେ ଦ୍ରୁତ ଗତିରେ ବଢିଚାଲିଛି କରୋନା ମହାମାରୀ । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଗୋଆରେ କରୋନା କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମେ’୯ ରୁ ୨୩ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିବ । ଏହି ସମୟ…

ଦୃଢ ପଦକ୍ଷେପ ନେଲେ ରୋକା ଯାଇପାରିବ କରୋନାର ତୃତୀୟ ଲହର: କେ. ବିଜୟ ରାଘବନ

ନୂଆଦିଲ୍ଲୀ, ୦୭/୦୫: ଭାରତ ସରକାରଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା ପ୍ରଫେସର କେ. ବିଜୟ ରାଘବନ କହିଛନ୍ତି ଯେ ଯଦି କଡା ନିୟମ ପାଳନ କରାଯାଏ, ତେବେ ହୁଏତ କରୋନାଭାଇରସର ତୃତୀୟ ଳହର ଦେଶକୁ ଆସିବ ନାହିଁ । ଆବଶ୍ୟକ…

ଶରୀରରେ ଅକ୍ସିଜେନ୍ ଲେବଲ ବଢାଇବା ପାଇଁ କରନ୍ତୁ ଏହି ବ୍ୟାୟାମ

କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ଅକ୍ସିଜେନ୍ ରାମବାଣ ପରି କାମ କରୁଛି । କିନ୍ତୁ  ଅକ୍ସିଜେନର ଅଭାବ ଯୋଗୁଁ ପ୍ରତ୍ୟେକ ଦିନ ଅନେକ ଜୀବନ ଚାଲିଯାଉଛି । ଯଦି ଆପଣ ବି ଏଭଳି ସମସ୍ୟାର…

କର୍ଣ୍ଣାଟକ ହେଲା ସମ୍ପୂର୍ଣ୍ଣ ଲକଡାଉନ୍‌, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବେଙ୍ଗାଲୁରୁ,୭ ।୫: କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶରେ ଦିନକୁ ୪ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଅନେକ କଟକଣା ଲଗାଯାଉଛି । ଏହାରି ମଧ୍ୟରେ କର୍ଣ୍ଣାଟକ ହୋଇଛି…

ଝାରସୁଗୁଡାରେ ମହିଳାଙ୍କୁ ଗଣଦୁଷ୍କର୍ମ: ଭିଡିଓ ଭାଇରାଲ୍

ଝାରସୁଗୁଡା, ୦୭,୦୫: ଗୁରୁବାର ଝାରସୁଗୁଡା ଜିଲ୍ଲାର ବସଷ୍ଟାଣ୍ଡ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ । ଯାହାର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଖବର ଅନୁଯାୟୀ…

ଭୁବନେଶ୍ୱରରେ ଆଜି ବି ହଜାରେ ଟପିଲା ସଂକ୍ରମଣ: ୧୦୪୮ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୭ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୦୪୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…