Browsing Category

Featured

ମହଙ୍ଗା ହେଲା ଅନଲାଇନ୍ ଫୁଡ୍ ଡେଲିଭରେୀ, ଦେବାକୁ ପଡ଼ିବ ୫ପ୍ରତିଶତ ଟ୍ୟାକ୍ସ

ନୂଆଦିଲ୍ଲୀ: ମହଙ୍ଗା ହେବ ଅନଲାଇନ୍ ଫୁଡ୍ ଡେଲିଭରେୀ । ଏବେ ଆପଣଙ୍କୁ ସ୍ୱିଗି, ଜମାଟୋ ଭଳି ଅନଲାଇନ୍ ଫୁଡ୍ ଡେଲିଭେରୀ ସଂସ୍ଥାକୁ ଦେବାକୁ ପଡ଼ିବ ୫ ପ୍ରତିଶତ ଟ୍ୟାକ୍ସ । ଜିଏସ୍ଟି ପରିଷଦର ବୈଠକ ପରେ ଅର୍ଥମନ୍ତ୍ରୀ…

ହୀରାକୁଦର ଆଉ ୬ଟି ଗେଟ୍ ବନ୍ଦ

ସମ୍ବଲପୁର(ଓଡ଼ିଶା ଭାସ୍କର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମୁଥିବାରୁ ଧିରେ ଧିରେ ଡ୍ୟାମର ଗେଟ୍ କରାଯାଉଛି । ଖୋଲାଥିବା ୨୪ଟି ଗେଟରୁ ପୁଣି ୬ଟି ଗେଟକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ୧୮ଟି ଗେଟ୍ ଦେଇ ଜଳ…

ଭାରତର ସରଳ ନିରୀହ ଯୁବପୀଢ଼ିଙ୍କୁ ଇଣ୍ଟରନେଟ୍ ମାଧ୍ୟମରେ ବିପଥଗାମୀ କରୁଛି ଆତଙ୍କୀ ସଂଗଠନ ଆଇଏସ୍: NIA

ନୂଆଦିଲ୍ଲୀ: ଭାରତର ଯୁବପୀଢ଼ିଙ୍କୁ ଇଣ୍ଟରନେଟ୍ ମାଧ୍ୟମରେ ବିପଥଗାମୀ କରୁଛି ଇସଲାମିକ୍ ଷ୍ଟେଟ (ଆଇଏସ୍) । ଦେଶର ସରଳ ନିରୀହ ଯୁବକଙ୍କୁ ଏହି ଆତଙ୍କୀ ସଂଗଠନ ନିଜର ମାୟା ଜାଲରେ ଫସାଉଛି ବୋଲି ରାଷ୍ଟ୍ରୀୟ ତଦନ୍ତକାରୀ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆସନ୍ତା ୧୨ ଘଣ୍ଟାରେ ଉତ୍ତର ଓଡ଼ିଶା ଛୁଇଁବା ସମ୍ଭାବନା: ୧୯ ଓ ୨୦ ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଚିଠି…

ଭୁବନେଶ୍ୱର,(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ଓ ଏହାର ସଂଲଗ୍ନ ଉତ୍ତର ପୂର୍ବାଞ୍ଚଳରେ ରହିଛି । ସମୁଦ୍ର ପତନଠାରୁ ଏହାର ୫.୮ କିଲୋମିଟର ଉପରେ ରହିଛି । ଏହି…

ଏଣିକି ଚୋରି ହୋଇଥିବା ମୋବାଇଲ୍ ସଙ୍ଗେସଙ୍ଗେ ମିଳିଯିବ: Googleର ଏହି ଆପ୍ କରିବ ସହାୟତା, ଜାଣନ୍ତୁ ଷ୍ଟେପ୍ ବାଏ ଷ୍ଟେପ୍

ନୂଆଦିଲ୍ଲୀ: ଆଜିକାଲି ମୋବାଇଲର ବ୍ୟବହାର ବଢ଼ୁଥିବା ବେଳେ ଏହା ବହୁମାତ୍ରାରେ ଚୋରି ମଧ୍ୟ ହେଉଛି । ଫୋନ୍ ଚୋରି ହେବା ଫଳରେ ଅନେକ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥା ବ୍ୟକ୍ତିଗତ ଡାଟା ଲିକ୍ ହୋଇଯିବାର ଆଶଙ୍କା ରହିଥାଏ ।…

ବାହାଘର ପରେ କାହିଁକି ବଢ଼ିଥାଏ ପାର୍ଟନରର ଓଜନ, ଜାଣନ୍ତୁ କାରଣ!

ବାହାଘର ପରେ ସାଧାରଣତଃ ଲୋକଙ୍କ ଶାରୀରିକ ରୂପରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ । ପ୍ରାୟତଃ ୧୦ ଜଣଙ୍କ ମଧ୍ୟରୁ ୭ ଦମ୍ପତିଙ୍କଠାରେ ଏପରି ସମସ୍ୟା ଦେଖାଦେଇଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ବାହାଘରରୁ ପ୍ରଥମ…

ରାଜ୍ୟରେ ପୁଣି ୬୯୫ ପଜିଟିଭ, ୮୩ ଶିଶୁ ସଂକ୍ରମିତ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ଶାସ୍ତ୍ରୀଙ୍କ ପରେ କିଏ ହେବ ଟିମ୍ ଇଣ୍ଡିଆର ପରବର୍ତ୍ତୀ ହେଡ୍ କୋଚ…? ଏହି ଭେଟେରାନଙ୍କ ସମ୍ପର୍କରେ ରହିଛି BCCI

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ର କାର୍ଯ୍ୟପ୍ରଣାଳୀକୁ ନେଇ ଚର୍ଚ୍ଚା ଚାଲିଛି । ନିକଟରେ ତିନୋଟି ଫର୍ମାଟର ଅଧିନାୟକ ବିରାଟ କୋହଲି ଟି-୨୦ରୁ ଅବ୍ୟାହତି ଘୋଷଣା କରିସାରିଛନ୍ତି ।…

ସତରେ କ’ଣ ବଦଳିଯିବ ନ୍ୟୁଜିଲାଣ୍ଡର ନାମ, ଜାଣନ୍ତୁ ଏହି ଚର୍ଚ୍ଚା ପଛର ସତ୍ୟତା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ନ୍ୟୁଜିଲାଣ୍ଡର ନାମ ପରିବର୍ତ୍ତନ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଯଦି ଏହା ସଫଳ ହୁଏ ତେବେ ନାମ ବଦଳିବା ଥୟ । ପ୍ରକୃତ…

ସ୍କିନ୍ ସମସ୍ୟା ପାଇଁ ‘ଫିଟିକିରି’ ହେଉଛି ରାମବାଣ ସଦୃଶ୍ୟ, ଜାଣନ୍ତୁ ଏହାର ଫାଇଦା

ପ୍ରାୟତଃ ପ୍ରତ୍ୟେକ ଘରେ ଫିଟକରୀ ବ୍ୟବହୃତ ହୋଇଥାଏ । ଫିଟିକିରିର ୨ଟି ରଙ୍ଗ ରହିଛି, ଗୋଟିଏ ଲାଲ ତ ଅନ୍ୟ ଟି ଧଳା । ଏହାକୁ ଏକ ପ୍ରକାର ଆଣ୍ଟି-ବ୍ୟାକ୍ଟେରିଆଲ୍ କୁହାଯାଏ । ଏହାକୁ ଅନେକ ପ୍ରକାରର ସମସ୍ୟାର ସମାଧାନ…