Browsing Category

Featured

ରାଜ୍ୟରେ ୧୨ ଘଣ୍ଟା ପଯ୍ୟନ୍ତ ବନ୍ଦ ରହିବ ଏହି ସହର, ଜାଣନ୍ତୁ କେଉଁଠି

ସୁବର୍ଣ୍ଣପୁର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁରରେ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ପାଳନ ହୋଇଛି । ୪ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ ହୋଇଛି । ତେବେ ବୀରମହାରାଜପୁରକୁ ଏନଏସି ଘୋଷଣା ଦାବିରେ…

BOYFRIEND କହିଲା ତୁ ତୋ ସ୍ବାମୀ ପରି ଅସୁନ୍ଦରୀ; ଦେଢ ବର୍ଷର ପୁଅକୁ ମାଡ ମାରି ରାଗ ଶାନ୍ତ କରୁଥିଲା ମା’

ନୂଆଦିଲ୍ଲୀ: ଦେଢ ବର୍ଷର ଶିଶୁ ପୁତ୍ରକୁ ମାଡ ମାରି ଏହାର ଭିଡିଓକୁ ଶୁଟ କରୁଥିଲା ଆନ୍ଧ୍ର ପ୍ରଦେଶର ମହିଳା । ଏହି ଭିଡିଓ ଭାଇରାଲ ହେବା ପରେ ମହିଳା ଜଣଙ୍କୁ ପୋଲିସ ଗିରଫ କରି ନେଇଛି । ଗିରଫ ପରେ ମହିଳା ଜଣଙ୍କ ଶିଶୁ…

ଲଜ୍ଜା: ବର୍ଷେ ପର୍ଯ୍ୟନ୍ତ ଦୁଇ ଝିଅଙ୍କୁ ବଳାତ୍କାର କରୁଥିଲା ହୋମ୍ ଗାର୍ଡ, ସ୍ତ୍ରୀ ଡ୍ୟୁଟିକୁ ଯିବା ପରେ ସାନ ଝିଅ ସହିତ…

ନୂଆଦିଲ୍ଲୀ: ସମାଜରେ ଦିନକୁ ଦିନ ବଳାତ୍କାର ମାମଲା ବଢ଼ିବାରେ ଲାଗିଛି । କେଉଁଠି ଭାଇ ଭଉଣୀକୁ ତ ଆଉ କେଉଁଠି ବାପ ଝିଅକୁ ଧର୍ଷଣ କରୁଛି । ଏହିପରି ଏକ ମାମଲା ଉନ୍ନାଓରୁ ସାମ୍ନାୁକ ଆସିଛି, ଯେଉଁଠାରେ ଜଣେ ହୋମଗାର୍ଡ ନିଜ…

୨୦ ବର୍ଷ ପରେ ବି ହାତ ଖାଲି; ଆମେରିକାରପୁତିନଙ୍କ କଟାକ୍ଷ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଆମେରିକାକୁ କଟାକ୍ଷ କରିଛନ୍ତି । ପୁତିନ କହିଛନ୍ତି ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନକୁ କବଜାରେ ରଖିବା ପରେ…

AXIS BANKକୁ ୨୫ ଲକ୍ଷର ଫାଇନ୍ କଲା RBI ; KYC ନିୟମରେ କରିଥିଲା ଉଲ୍ଲଂଘନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆକ୍ସିସ ବ୍ୟାଙ୍କ ଉପରେ ୨୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି । ଆରବିଆଇର ନୋ ୟୋର କଷ୍ଟମର(କେୱାଇସି) ନିୟମରେ ଉଲ୍ଲଂଘନ କାରଣରୁ ଆରବିଆଇ ପକ୍ଷରୁ ଏହି ଫାଇନ…

Aadhaar କାର୍ଡ ଅପଡେଟ୍ କରିବା ପାଇଁ ଏହି ଡକ୍ୟୁମେଣ୍ଟ ଆବଶ୍ୟକ, UIDAI ଜାରି କଲା ଲିଷ୍ଟ୍

ନୂଆଦିଲ୍ଲୀ : ଆଧାର କାର୍ଡଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି UIDAI । ଯଦି ଆପଣ ଆଧାର କାର୍ଡରେ କିଛି ଅପଡେଟ୍ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ଆକାଉଣ୍ଟଠୁ…

ସତର୍କ କରାଇଲେ ବିଶେଷଜ୍ଞ: ‘ତୃତୀୟ ଲହରରେ ବାପା-ମା’ଙ୍କ ମାଧ୍ୟମରେ ସଂକ୍ରମିତ ହେବେ ପିଲା’

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ତୃତୀୟ ଲହରରେ ସଂକ୍ରମଣ ବାପା ମାଆଙ୍କ ମାଧ୍ୟମରେ ପିଲାମାନଙ୍କ ପାଖକୁ ଆସିବ । ତେଣୁ ବାପା-ମାଆ ସଚେତନ ନହେଲେ ପିଲାମାନଙ୍କୁ ଏହା ସଂକ୍ରମିତ କରିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ବିଛିନ୍ନତାବାଦୀ ନେତା ସୟଦ ଅଲୀ ଶାହ ଗିଲାନୀଙ୍କ ପରଲୋକ; ଶୋକ ପ୍ରକାଶ କଲେ ମୁଫତି

ନୂଆଦିଲ୍ଲୀ: ବୁଧବାର ଜମ୍ମୁ କଶ୍ମୀରର ବିଛିନ୍ନତାବାଦୀ ନେତା ସୟଦ ଅଲୀ ଶାହ ଗିଲାନୀଙ୍କ ପରଲୋକ ଘଟିଛି । ଶ୍ରୀନଗରରେ ୯୧ ବର୍ଷ ବୟସରେ ହୁରିୟାତ ନେତା ଗିଲାନୀଙ୍କ ପରଲୋକ ହୋଇଛି । ତେହରିକ୍ ଏ ହୁରିୟାତର ପ୍ରତିଷ୍ଠାତା…

ଇ-ଭେଇକିଲ ନୀତି ୨୦୨୧କୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଇ-ଭେଇକିଲ ନୀତି ୨୦୨୧କୁ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ରାଜ୍ୟ ପରିବହନ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ସପ୍ତାହରେ ଇ-ଭେଇକିଲ ନୀତିକୁ…

ବହୁରୂପୀ କରୋନାର ନୂଆ ଭାରିଏଣ୍ଟ ‘ମୁ’ ; ରହିଛି ଟିକାକୁ ମାତ୍‌ ଦେବାର କ୍ଷମତା

ଜେନେଭା : ବହୁରୂପୀ ମହାମାରୀ କରୋନା ପୁଣିଥରେ ରୂପ ବଦଳାଇଛି । ଏବେ କରୋନାର ନୂଆ ଭାରିଏଣ୍ଟ ‘ମୁ’ ସାମ୍ନାକୁ ଆସିଛି । ଏହାର ବିଜ୍ଞାନ ଭିତ୍ତିକ ନାମ ହେଉଛି ଈ.୧.୬୨୧ । ଏହି ନୂଆ ଭାରିଏଣ୍ଟ ‘ମୁ’କୁ ନେଇ ବିଶ୍ୱ…