
Browsing Category
Featured
ହକିକୁ ବାଏ ବାଏ କହିଲେ ଭାରତୀୟ ଦଳର ଷ୍ଟାର ଫରୱାର୍ଡର ଏସଭି ସୁନିଲ, ତାଙ୍କ ନାଁରେ ରହିଛି ଅନେକ ରେକର୍ଡ
ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ପୁରୁଷ ହକି ଦଳର ଦୁଇ ପ୍ରମୁଖ ଖେଳାଳି ରୁପିନ୍ଦର ପାଲ ସିଂ ଓ ବିରେନ୍ଦ୍ର ଲାକ୍ରା ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଥିବା ବେଳେ ଶୁକ୍ରବାର ଦିନ ଏସ ଭି ସୁନିଲ ମଧ୍ୟ ଅନୁରୂପ…
କଣ ମହାତ୍ମା ଗାନ୍ଧୀ ନିଜ ଜନ୍ମଦିନ ପାଳନ କରୁଥିଲେ? ଜନ୍ମଦିନରେ କଣ କଣ କରୁଥିଲେ? ଚାଲନ୍ତୁ ଏହି ଅହିଂସାର ପ୍ରତିମୂର୍ତ୍ତିଙ୍କ ସମ୍ପର୍କରେ
ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତିବର୍ଷ ଅକ୍ଟୋବର ୨ ତାରିଖକୁ ଗାନ୍ଧୀ ଜୟନ୍ତୀ ଭାବରେ ପାଳନ କରାଯାଏ । ତେବେ ଚଳିତ ବର୍ଷ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜୟନ୍ତୀ ଦେଶବ୍ୟାପୀ ଧୁମଧାମରେ ପାଳନ କରାଯାଉଛି । କେବଳ…
ନୂଆ ଦଳ ଗଢିବେ ଅମରିନ୍ଦର ସିଂ ! ପଞ୍ଜାବରେ ଜୋର ଧରିଲା ଚର୍ଚ୍ଚା
ଚଣ୍ଡିଗଡ: ପଞ୍ଜାବ ରାଜନୈତିକ ଅସ୍ଥିରତା ମଧ୍ୟରେ ଚର୍ଚ୍ଚା ଏବେ ଅମିରିନ୍ଦର ସିଂଙ୍କ ନୂଆ ପାର୍ଟିକୁ ନେଇ । ଆଗାମୀ କିଛିଦିନ ମଧ୍ୟରେ ଅମରିନ୍ଦର ରାଜ୍ୟରେ ଆଉ ଏକ ନୂଆ ଦଳ ଯାହାର ନାଁ ‘ପଞ୍ଜାବ ବିକାଶ ପାର୍ଟି’ଗଠନ…
ଆଜି ରେଢ଼ାଖୋଲ ଗସ୍ତ କରିବେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢ଼ାଖୋଲ ଗସ୍ତ କରିବେ । ସନ୍ଥ କବି ଭୀମ ଭୋଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହି ପରିପ୍ରେକ୍ଷୀରେ ରେଢ଼ାଖୋଲ ଜନସାଧାରଣଙ୍କ ପକ୍ଷରୁ…
ଯୁକ୍ତ ୩ ପାଇଁ ସ୍ପଟ ନାମଲେଖା ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର(ଓଡିଶା ଭାସ୍କର): ଯୁକ୍ତ ୩ ଦ୍ଵିତୀୟ ପର୍ୟ୍ୟାୟ ନାମଲେଖା ସରିବା ପରେ ଖାଲିଥିବା ଆସନ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି…
ସିମିନଇ ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ
ଢେଙ୍କାନାଳ,(ଭାସ୍କର ନ୍ୟୁଜ୍ ): ଏନଏଚ୍ ୫୫ ର ଢେଙ୍କାନାଳ ସିମିନଇ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଫସିଲା ଯାତ୍ରୀବାହୀ ବସ । ୪୦ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରା ଅନୁଗୁଳରୁ ଢେଙ୍କାନାଳ ଆଡକୁ…
ଅକ୍ଟୋବର ୪ରୁ ମିଳିବ ମାଟ୍ରିକ୍ ସାର୍ଟିଫକେଟ୍, ୩୦ଟି ଜିଲ୍ଲା ପାଇଁ ୩୦ଟି କେନ୍ଦ୍ରର ବ୍ୟବସ୍ଥା
କଟକ (ଭାସ୍କର ନ୍ୟୁଜ୍): ଓଡିଶା ମାଧ୍ୟମିକ ଶିକ୍ଷାପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ଅକ୍ଟୋବର ୪ ତାରିଖଠାରୁ ଚଳିତବର୍ଷ ମାଟ୍ରିକ ସାର୍ଟିଫିକେଟ ପ୍ରଦାନ କରାଯିବ । ରାଜ୍ୟରେ ବୋର୍ଡ ପକ୍ଷରୁ ୩୦ଟି କେନ୍ଦ୍ର ନିର୍ଦ୍ଧାରଣ…
ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଭେରିସିବିୟର ସାଇକ୍ଲୋନିକ ଷ୍ଟର୍ମରେ ରୂପ ନେବ ‘ଶାହିନ୍’, ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡ଼ି ଆସୁଛି….
ମୁମ୍ବାଇ : ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଶୁକ୍ରବାର ଘୂର୍ଣ୍ଣିବାତ୍ୟା ‘ଶାହିନ୍’ରେ ପରିଣତ ହୋଇଥିଲା। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆହୁରୀ ଘନିଭୂତ ହୋଇ ଭେରିସିବିୟର ସାଇକ୍ଲୋନିକ ସର୍କଲରେ ପରିଣତ ହେବ…
ରାଶିଫଳ(ଶନିବାର,୦୨ ଅକ୍ଟୋବର,୨୦୨୧)
ମେଷ - ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ, କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆଥିକ ପରିସ୍ଥିତି ଭଳ ରହିବ, ଶିକ୍ଷାର୍ଥି ନୂତନ ଜ୍ଞାନକୌଶଳ…