Browsing Category
Featured
ଥମୁନି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ପୁଣି ନେଲା ୬୮ ମୁଣ୍ଡ
ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…
ରାଜ୍ୟରେ ପୁଣି ୭୬୧ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି…
ଅଶରଫ ଘନିଙ୍କୁ ତାଲିବାନୀଙ୍କ ଆଶ୍ୱସ୍ତି ବାଣୀ, ଚାହିଁଲେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିପାରିବେ
କାବୁଲ : ତାଲିବାନ କାବୁଲ ହାତେଇବା ପରେ ନାଗରିକ ଦେଶଛାଡି ପଳାୟନ କରୁଛନ୍ତି । ଏବେବି ସ୍ୱଭାବିକ ହୋଇନି ରାଜଧାନୀ କାବୁଲ । ତାଲିବାନମାନେ କାବୁଲରେ ପ୍ରବେଶ କରିବା ପରେ ରାଷ୍ଟ୍ରତି ଅଶରଫ ଘନି ସପରିବାରେ ଦେଶଛାଡି…
ଟୋକିଓ ପାରା ଅଲିମ୍ପିକ୍ସ : ଉଦଘାଟନୀ ଉତ୍ସବରେ ଯୋଗ ଦେବେ ଭାରତର ୫ ଆଥ୍ଲେଟ୍ ଓ ୬ ଅଫିସିଆଲ୍
ଟୋକିଓ: ଆଉ ଦୁଇ ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ପାରା ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ଯୋଗ ଦେବେ ଖୁବ୍ କମ୍ ସଂଖ୍ୟକ ଆଥଲେଟ୍ ଓ କର୍ମକର୍ତ୍ତା । କାରଣ ଜାପାନରେ କରୋନା ସଂକ୍ରମଣ ଆତଙ୍କ ଜାରି ରହିଥିବା…
ବୁଧବାର ଠାରୁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ, କୋହଲି ବାହିନୀର ଅଭ୍ୟାସ ଆରମ୍ଭ
ଲିଡ୍ସ: ବୁଧବାର ଠାରୁ ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ କ୍ରିକେଟ ମ୍ୟାଚ । ଭାରତୀୟ ଦଳ ରବିବାର ଦିନ ଅଭ୍ୟାସ ଆରମ୍ଭ କରିଛନ୍ତି । ଟ୍ରେଣ୍ଟ ବ୍ରିଜରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ବିନା ଫଇସଲାରେ ସମାପ୍ତ…
ପୂର୍ବତନ ଫୁଟବଲ୍ ଷ୍ଟାର ହକିମଙ୍କ ପରଲୋକ
ନୂଆଦିଲ୍ଲୀ: ଭାରତର ପୂର୍ବତନ ଫୁଟବଲ ତାରକା ସୟଦ ଶହୀଦ ହକିମଙ୍କର ରବିବାର ଦିନ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ୧୯୬୦ ରୋମ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ…
ରାଜ୍ୟର ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ, ମରୁଡି ଆଶଙ୍କା ନେଇ ଚିନ୍ତାରେ ଚାଷୀ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ସାରା ରାଜ୍ୟରେ ସ୍ୱାଭାବିକଠାରୁ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଜୁଲାଇ ୧ରୁ ଅଗଷ୍ଟ ୨୨ ତାରିଖ ମଧ୍ୟରେ ସ୍ୱାଭାବିକ ବର୍ଷା ଠାରୁ ୩୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଥିବା…
ଆଜିଠୁ ସମସ୍ତ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଦ୍ୱାର, ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାଳିଆ ସାଆନ୍ତଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ
ପୁରୀ (ଭାସ୍କର ନ୍ୟୁଜ୍): ସବୁ ପ୍ରତିକ୍ଷାର ଅନ୍ତ ଘଟିଛି, ଦୀର୍ଘ ୪ ମାସ ପରେ ଆଜିଠୁ କାଳିଆ ସାଆନ୍ତଙ୍କ ଦର୍ଶନ କରିବେ ସମସ୍ତ ସାଧାରଣ ଭକ୍ତ। ଖୋଲିବ ଶ୍ରୀମନ୍ଦିର। ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଭକ୍ତଙ୍କ…
ରାଶିଫଳ (ସୋମବାର ,୨୩ ଅଗଷ୍ଟ ,୨୦୨୧)
ମେଷ - କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ସମାଧାନର ଚିନ୍ତା ମନକୁ ସାମୟିକ ବିବ୍ରତ କରିପାରେ।ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ। ତରବରିଆ ଯାତ୍ରାକରନ୍ତୁ ନାହିଁ , ସତର୍କ ନ ରହିଲେ ସାଧାରଣ ଆଘାତ…
ଚୀନକୁ ୫୦୦୦ କୋଟିର ଝଟକା; କମାଲ କଲା ସ୍ୱଦେଶୀ ରାଖୀ
ନୂଆଦିଲ୍ଲୀ: ସ୍ୱଦେଶୀ ମନୋଭାବ ଯୋଗୁ ଆଜି ରାଖୀ ପୂର୍ଣ୍ଣିମାରେ ଭାରତୀୟ ବ୍ୟବସାୟୀମାନେ ଚୀନକୁ ଶକ୍ତ ଧକ୍କା ଦେଇଛନ୍ତି । ସ୍ୱଦେଶୀ ରାଖୀ ଯୋଗୁ ଚୀନ ୫୦୦୦ କୋଟି ଟଙ୍କାର କ୍ଷତି ସହିଛି । କନଫେଡେରେସନ ଅଫ ଅଲ ଇଣ୍ଡିଆ…