Browsing Category
Featured
କରୋନା ରୋଗୀଙ୍କ ପାଇଁ କ୍ଷତିକାରକ ହେଉଛି ‘ବ୍ଲାକ୍ ଫଙ୍ଗସ୍’, ଜାଣନ୍ତୁ କଣ ଏହି ସଂକ୍ରମଣ ଏବଂ ଉପଚାର
ନୂଆଦିଲ୍ଲୀ ୧୦/୫(ଓଡିଶା ଭାସ୍କର) : କରୋନା ରୋଗୀଙ୍କ ପାଇଁ ସାଂଘାତିକ ସାବ୍ୟସ୍ତ ହେଉଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ । ଏହିଭଳି ସଂକ୍ରମଣ ଏବେ କିଛି ରାଜ୍ୟରେ ଚିହ୍ନଟ ହୋଇଛି । ଯାହାକି କରୋନା ହେବାରପର ପର୍ଯ୍ୟାୟରେ…
୬ ଘଣ୍ଟା ପଡ଼ି ରହିଲା ବୃଦ୍ଧାଙ୍କ ଶବ: କରୋନା ଭାବି ଛୁଇଁଲେନି ପରିବାର, ଗ୍ରାମବାସୀ
ବାଲିଅନ୍ତା, ୧୦/୦୫: କରୋନାରେ ହଜିଯାଉଛି ମାନବିକତା । ଏହି କରୋନା ମଣିଷ ମନରେ ସୃଷ୍ଟି କରିଛି ଏଭଳି ଭୟ ଯେ ମାନବିକତା ମଧ୍ୟ ହାର ମାନିଯାଉଛି ତା’ଆଗରେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଳକାଟି…
ଅଲମ୍ପିକ୍ ଯୋଗ୍ୟତା ହାସଲ କଲେ ପ୍ରଥମ କିନ୍ନର, ପୁରୁଷରୁ ହୋଇଥିଲେ ମହିଳା
ହାମିଲଟନ, ୧୦ା୫: ପ୍ରଥମ ଥର ପାଇଁ ଜଣେ କିନ୍ନର ଅଲମ୍ପିକରେ ଅଂଶଗ୍ରହଣ କରିବେ । ୪୩ ବର୍ଷୀୟା ଲୌରେଲ ହବାର୍ଡ ବୟୋଜ୍ୟେଷ୍ଠ ଭାରୋତ୍ତୋଳିକା ଭାବେ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେ ଜଣେ ପୁରୁଷ ହୋଇ ଜନ୍ମ…
କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ପୀୟୁଷ ଚାୱାଲଙ୍କ ବାପା
ନୂଆଦିଲ୍ଲୀ, ୧୦/୦୫(ଓଡିଶା ଭାସ୍କର) : କରୋନା ମହାମାରୀ ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି । ଆଜି କରୋନାରେ ଆଖି ବୁଜିଛନ୍ତି କ୍ରିକେଟର୍ ପୀୟୁଷ ଚାୱାଲଙ୍କ ବାପା । ଆଜି ସକାଳୁ ପୀୟୁଷଙ୍କ ବାପା ପ୍ରମୋଦ…
ବଦଳିଲା ୧ ନମ୍ବର ମାର୍କେଟ ନିୟମ, ରାତି ୩ଟାରୁ କିଣିବେ ହୋଲସେଲ୍ ବେପାରୀ
ଭୁବନେଶ୍ୱର, ୧୦ା୫ (ଓଡିଶା ଭାସ୍କର): ରାଜ୍ୟ ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ମାର୍କେଟର ହୋଲସେଲ ନିୟମ ପରିବର୍ତ୍ତନ କରାଯାଇଛି । ଏଣିକି ହୋଲସେଲ୍ ବେପାରୀମାନେ ରାତି ୩ଟାରୁ ସକାଳ ୬ଟା ୩୦ ପର୍ଯ୍ୟନ୍ତ ପରିବା କିଣିବେ ।…
ଅଲମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କଲା ଦିଲ୍ଲୀ ପୋଲିସ୍
ନୂଆଦିଲ୍ଲୀ, ୧୦/୦୫(ଓଡିଶା ଭାସ୍କର) : ହତ୍ୟା ଅଭିଯୋଗରେ ଛନ୍ଦି ହୋଇଥିବା ଆନ୍ତର୍ଜାତୀୟ ରେସଲର୍ ସୁଶୀଲ କୁମାରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ଦିଲ୍ଲୀ ପୋଲିସ୍ । ନିକଟରେ ଛତ୍ରସାଲ୍ ଷ୍ଟାଡିୟମ୍ ରେ ଦୁଇ…
ହଜିଯାଇନି ମାନବିକତା: ରାମ ନାମ ସତ୍ୟ ହୈ ଗାଇ ହିନ୍ଦୁଙ୍କ ଶବ ସତ୍କାର କଲେ ମୁସଲିମ୍
ସୁନ୍ଦରଗଡ, ୧୦/୦୫(ଓଡିଶା ଭାସ୍କର) : ହିନ୍ଦୁ-ମୁସଲିମ୍ ମଧ୍ୟରେ ବିବାଦ ଆମେ ଅନେକ ସମୟରେ ଆମ ସମାଜରେ ଦେଖିବାକୁ ପାଇଥାଉ । ହେଲେ ବିବାଦ ସମତେ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ସୁନ୍ଦର ସମ୍ପର୍କ ପରିପୂରକ ଭାବରେ ଗଢ଼ି…
ଆସନ୍ତା ଜୁନ୍ ୨୩ରେ ହେବ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ
ନୂଆଦିଲ୍ଲୀ, ୧୦ା୫: ଆସନ୍ତା ଜୁନ୍ ମାସ ୨୩ ତାରିଖରେ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଏନେଇ ତାରିଖ ଘୋଷଣା ହୋଇଛି । ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ…
୧୦୦ ଟପିଲା ପେଟ୍ରୋଲ: ମହାରାଷ୍ଟ୍ରରେ ରେକର୍ଡ ବୃଦ୍ଧି
ମୁମ୍ବାଇ, ୧୦ା୫: ପୁଣି ତୈଳ ଦର ବୃଦ୍ଧି ହେବା ଜନସାଧାରଣଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଗୋଟିଏ ପଟେ କରୋନା ଦାଉ ସାଧୁଥିବା ବେଳେ ଅନ୍ୟପଟେ ମହଙ୍ଗା ଦାଉ ସାଧୁଛି । ମହାରାଷ୍ଟ୍ରରେ ଆଜି ପେଟ୍ରୋଲ ଲିଟର…
ଭୁଲ୍ ରାସ୍ତାରେ ଚାଲିଗଲା ଅକ୍ସିଜେନ୍ ଆସୁଥିବା ଟ୍ୟାଙ୍କର, ଚାଲିଗଲା ୭ଜଣ ରୋଗୀଙ୍କ ପ୍ରାଣ
ହାଇଦ୍ରାବାଦ, ୧୦/୦୫(ଓଡିଶା ଭାସ୍କର): ଅକ୍ସିଜେନ୍ ସଙ୍କଟରେ ସାରା ଭାରତ ହନ୍ତସନ୍ତ ହେଉଥିବା ବେଳେ ଆଜି ଆଉ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ଆଜି ପୁଣି ଥରେ ହାଇଦ୍ରାବାଦର ଏକ ସରକାରୀ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରେ…