Browsing Category

Featured

ଗୁରୁତର ସୈନିକଙ୍କୁ ଏହି ଦେଶରେ ଦିଆଯାଏ ସେକ୍ସ ଥେରାପି, ଏହାର ଖର୍ଚ୍ଚ ବହନ କରନ୍ତି ସରକାର; ପଢ଼ୁନ୍ତୁ ପୁରା ଖବର

ଇସ୍ରାଏଲ୍ , ୧୮ା୪ (ଓଡିଶା ଭାସ୍କର): ବିଶ୍ୱର ଅନେକ ଦେଶରେ ସେକ୍ସ ଥେରାପିକୁ ନେଇ ବିବାଦ ରହିଆସିଛି । ହେଲେ କିଛି ଏପରି ଦେଶ ରହିଛି ଯେଉଁଠାରେ ଏହି ଥେରାପି ପାଇଁ ସରକାର ନିଜେ ଅନୁମତି ଦିଅନ୍ତି ଏବଂ ତାର ଖର୍ଚ୍ଚ ବହନ…

କରୋନା କାଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଚାପକୁ ଏଡ଼ାଇବେ କିପରି, ଜାଣନ୍ତୁ

ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ନେଇ ସର୍ବଦା ଚାପରେ ରହିଥାନ୍ତି । ବର୍ତ୍ତମାନ କରୋନା ସମୟରେ ତ ଛାତ୍ରଛାତ୍ରୀ ଚାପରେ ରହିବା ସ୍ୱାଭାବିକ । କାରଣ ସରକାର କେତେବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ତାରିଖ ସ୍ଥିର କରୁଛନ୍ତି ତ…

ଦେଶରେ ଆଜି ୧୫୦୧ ଜଣଙ୍କ ମୃତ୍ୟୁ, ୨.୬୧ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୮ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୫୦୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୦୦କୁ…

ଆଜି ଶ୍ରୀମନ୍ଦିର ଦର୍ଶନ ବନ୍ଦ: ଆସନ୍ତାକାଲିଠାରୁ ଲାଗୁ ହେବ ନୂଆ SOP

ପୁରୀ, ୧୮ା୪ (ଓଡିଶା ଭାସ୍କର): ଆଜି ଭକ୍ତମାନଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିଛି । ଆସନ୍ତାକାଲିଠାରୁ ଭକ୍ତମାନଙ୍କ ପାଇଁ ନୂଆ ଏସଓପି ଲାଗୁ କରାଯିବ । ଆସନ୍ତା ୨୪ ତାରିଖରୁ ସପ୍ତାହରେ ଉଭୟ…

ସ୍ଥଗିତ ହେଲା JEE ମେନ୍ ପରୀକ୍ଷା

ଭୁବନେଶ୍ୱର ୧୮ ।୪ (ଓଡିଶା ଭାସ୍କର) : ସ୍ଥଗିତ ହେଲା JEE ମେନ୍ ପରୀକ୍ଷା । ଆସନ୍ତା ଏପ୍ରିଲରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା JEE ମେନ୍ ସ୍ଥଗିତ କରାଯାଇଛି । ଚଳିତ ମାସ ୨୭,୨୮ ଏବଂ ୩୦ ତାରିଖରେ ହେବାକୁ…

ରାଜ୍ୟରେ କରୋନାରେ ପୁଣି ୨ଟି ମୁଣ୍ଡ ଗଡ଼ିଲା: ଆଜି ଚିହ୍ନଟ ହେଲେ ୩୬୬୪ ପଜିଟିଭ୍

ଭୁବନେଶ୍ୱର, ୧୮ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…

କରୋନା ଲକ୍ଷଣ ଥାଇ ବି ରିପୋର୍ଟ ନେଗେଟିଭ୍ ଆସୁଛି କି? ଜାଣନ୍ତୁ ଟେଷ୍ଟ ବେଳେ କ’ଣ କରିବେ

କରୋନାର ଦ୍ୱିତୀୟ ଲହର ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବକଙ୍କୁ ମଧ୍ୟ ଆକ୍ରାନ୍ତ କରିବାରେ ଲାଗିଛି । ତେବେ ଅନେକଙ୍କ ଠାରେ କୋଭିଡ୍ ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ଟେଷ୍ଟ କରିବା ପରେ ରିପୋର୍ଟ ନେଗେଟିଭ୍ ଆସୁଛି । ତେବେ…

ମାଡ଼ି ଆସୁଛି ତାତି: ପାରଦ ଛୁଇଁବ ୪୪ ଡିଗ୍ରୀ

ଭୁବନେଶ୍ୱର, ୧୮ା୪ (ଓଡିଶା ଭାସ୍କର): ରାଜ୍ୟବାସୀ ଗରମରେ ଛଟପଟ ହେବେ । ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ପ୍ରବଳ ତାତିର ପ୍ରକୋପ ରହିବ । ତେବେ ରାଜଧାନୀ ସମେତ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବେଶି ଗରମ ଅନୁଭୂତ ହେବ…

ଆଇସିୟୁରେ ଅଗ୍ନିକାଣ୍ଡ: ୫ କରୋନା ରୋଗୀଙ୍କ ମୃତ୍ୟୁ

ରାୟପୁର, ୧୮ା୪: ରାୟପୁରର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହସ୍ପିଟାଲରେ ପାଖାପାଖି ୫୦ ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି…

ଜୟପୁର ସବଜେଲରେ ପୋଲିସର ରେଡ୍‌

ଜୟପୁର,୧୮ ।୪(ଓଡିଶା ଭାସ୍କର): ଜୟପୁର ସବଜେଲରେ ଚଢାଉ କରିଛି ପୋଲିସ । କୋରାପୁଟ ଏପସିଙ୍କ ନେତୃତ୍ୱରେ ଚଢାଉ ଜାରି ରହିଛି । ଆଜି ଭୋର ୪ଟାରୁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉ ଚାଲିଛି । ଚଢାଉ ସମୟରେ ଜୟପୁର ଓ…