fbpx
Browsing Category

Featured

ବୀଭତ୍ସ ହତ୍ୟାକାଣ୍ଡ: ପ୍ରେମିକ ସହ ମିଶି ସ୍ୱାମୀଙ୍କ ଗଳା କାଟି ହତ୍ୟାକଲେ ପତ୍ନୀ

ନୂଆଦିଲ୍ଲୀ, ୬ା୨: ଉତ୍ତରପ୍ରଦେଶରେ ଏକ ଲଜ୍ଜାଜନକ ହତ୍ୟା ଘଟଣା ଘଟିଯାଇଛି । ଜଣେ ପତ୍ନୀ ନିଜର ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି । ଏହି ଘଟଣାଟି…

ଅସାଧାରଣ ପ୍ରତିଭା: ୧୨ ବର୍ଷର ବାଳିକା ପାସ୍ କଲେ ଯୁକ୍ତଦୁଇ

ନୂଆଦିଲ୍ଲୀ, ୬ା୨: ସଫଳତା ପାଇଁ ବୟସ କେବେ ବି ବାଧକ ସାଜିନଥାଏ । ମଧ୍ୟପ୍ରଦେଶର ଜଣେ ୧୩ ବର୍ଷର ଝିଅ ତନିସ୍କା ଏହା ପ୍ରମାଣ କରି ଦେଖାଇଛନ୍ତି । ତନିସ୍କା ଆୱସ୍ଥି ୧୧ ବର୍ଷରେ ଦଶମ, ୧୨ ବର୍ଷରେ ଦ୍ୱାଦଶ ପାସ୍ କରି ଏସିଆ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରତ୍ୟେକ ମଣିଷ ନିଜର ରୋଗପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ଦରକାର । ଯେଉଁମାନଙ୍କର ରୋଗପ୍ରତିରୋଧକ କ୍ଷମତା ଯେତେ ଅଧିକ ସେମାନଙ୍କୁ କୌଣସି ରୋଗ କିମ୍ବା ମୌସମର ପ୍ରଭାବ ସାମାନ୍ୟ ସ୍ପର୍ଶ କରେ ନାହିଁ । ଏହି ଶକ୍ତି…

ରାଜ୍ୟରେ ଖୋଲିପାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ!

ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ରାଜ୍ୟରେ ଦଶମ, ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଥିବା ବେଳେ ଏକାଦଶ ଓ ନବମ ଶ୍ରେଣୀ ପାଠପଢା ଆଉ ଦିନ କେଇଟା ପରେ ଖୋଲିବାକୁ ଯାଉଛି । ଏହାରି ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ…

ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ କଏଦୀ: ୧୪ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ

କଟକ, ୬ା୨ (ଓଡିଶା ଭାସ୍କର): ନିମ୍ନ ଅଦାଲତଙ୍କ ଦ୍ୱାରା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଜଣେ ଆସାମୀକୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ନିମ୍ନ ଅଦାଲତଙ୍କ ଆଦେଶକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି ।…

ମାହାଙ୍ଗା ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ମୃତ

ମାହାଙ୍ଗା,୬ ।୨(ଓଡିଶା ଭାସ୍କର): ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ଟାଙ୍ଗୀ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତର ମୃତଦେହ ଉଦ୍ଧାର ହୋଇଛି । ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳର ମୃତଦେହ ଉଦ୍ଧାର କରିଛି ପୋଲିସ ।…

ଟିକା ନେଲେ ପୋଲିସ ଡିଜିପି ଅଭୟ

କଟକ,୬ ।୨(ଓଡିଶା ଭାସ୍କର): କଟକରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଇଣ୍ଡୋର ଷ୍ଟାଡିୟମରେ ଟିକା ନେଇଛନ୍ତି ପୋଲିସ ଡିଜିପି ଅଭୟ । ତାଙ୍କ ସହ ଅଗ୍ନିଶମ ଡିଜି ମଧ୍ୟ ଟିକା ନେଇଛନ୍ତି । ଜିଲ୍ଲାପାଳଙ୍କ…

ଭୋଜି ଖାଇ ଶତାଧିକ ଅସୁସ୍ଥ

ପିପିଲି,୬ ।୨(ଓଡିଶା ଭାସ୍କର): ପିପିଲିର କଣାସ ବ୍ଲକ ସହନା ଗାଁରେ ଭୋଜି ଖାଇ ଶତାଧିକ ଅସୁସ୍ଥ ହୋଇପଡିଛନ୍ତି । ବିବାହ ଭୋଜି ଖାଇବା ପରେ ଲୋକେ ଝାଡାବାନ୍ତି ହେଉଥିବାର ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ…

ଓଡିଶାରେ ‘ଚକାଜାମ୍’ କରିବ ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ନୂଆ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ ‘ଚକାଜାମ’ କରିବାକୁ ଯାଉଛନ୍ତି କୃଷକ । ଆଜି ସାରା ଦେଶ ସହ ଓଡିଶାରେ ବି ଚକାଜାମ୍ କରିବେ ଚାଷୀ । ଓଡିଶାରେ ଚକାଜାମ୍ କରିବ…