Browsing Category

Featured

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ, ୭ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ୪% ଅପରିବର୍ତ୍ତିତ ରଖିଛି । ଆରବିଆଇର ଏହି ଘୋଷଣା ପରେ ବିଭିନ୍ନ ଋଣ ଉପରେ ସୁଧ କମିବ ନାହିଁ । ତେଣୁ ଗ୍ରାହକମାନେ ଏଥିରୁ କୌଣସି ଲାଭ ପାଇବାର…

କରୋନା ଠାରୁ ଅଧିକ ମାରାତ୍ମକ ବାର୍ଡ ଫ୍ଲୁ , ମଲେଣି ହଜାର ହଜାର ବିଦେଶୀ ପକ୍ଷୀ

ନୁଆଦିଲ୍ଲୀ,  ୭ା୪ (ଓଡିଶା ଭାସ୍କର) : ଗୋଟେ ପଟେ କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଅନ୍ୟପଟେ ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ପକ୍ଷୀ ମାନଙ୍କୁ ହନ୍ତସନ୍ତ କରିବାରେ ଲାଗିଛି । ବାର୍ଡ ଫ୍ଲୁର…

ଦେଶରେ ୬୩୦ ଜଣଙ୍କ ମୃତ୍ୟୁ, ୧ ଲକ୍ଷ ୧୫ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୭ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୬୩୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬ ହଜାର ୧୭୭କୁ ବୃଦ୍ଧି…

ଭାରତରେ ନିର୍ମାଣ ଚାଲିଛି ବିଶ୍ୱର ଉଚ୍ଚତମ ରେଳ ବ୍ରିଜ୍, ଜାଣନ୍ତୁ କ’ଣ ରହିଛି ଏହାର ସ୍ୱତନ୍ତ୍ରତା

ନୂଆଦିଲ୍ଲୀ, ୭ା୪: ଭାରତୀୟ ରେଳବାଇ ଜାମ୍ମୁକାଶ୍ମୀରରେ ନିର୍ମାଣ କରୁଛି ବିଶ୍ୱର ଉଚ୍ଚତମ ରେଳ ବ୍ରିଜ୍ । ପ୍ୟାରିସର ଏଫେଲ ଟାୱାରଠାରୁ ମଧ୍ୟ ଏହି ବ୍ରିଜର ଉଚ୍ଚତା ୩୫ ମିଟର ଅଧିକ । ୨୮ ହଜାର ୬୬୦ ମେଟିକ ଟନ ଇସ୍ପାତ ଏହି…

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା: ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା, ଆଠ ସହ ନିକଟତର

ଭୁବନେଶ୍ୱର, ୭ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…

ବିନା ଡିଗ୍ରୀରେ ବି କମ୍ପାନୀ ଦେଉଛି ଭଲ ଚାକିରି, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ, ୭ା୪: ଭାରତରେ ବିନା ଡିଗ୍ରୀରେ ଚାକିରି ପାଇବା ସମ୍ଭବ ନୁହେଁ । ମାତ୍ର କାର କମ୍ପାନୀ ଟେସଲା ଯୁବପୀଢ଼ିଙ୍କ ପାଇଁ ଏକ ସୁଯୋଗ ଆଣି ଦେଇଛି । କେବଳ ସ୍କୁଲ ପଢ଼ା ଶେଷ କରିଥିବା ପିଲାଙ୍କୁ ନିଯୁକ୍ତି ଦେଉଛି…

ଭାରତ ସହ ଶତ୍ରୁତା ମହଙ୍ଗା ପଡ଼ିଲା, ପାକିସ୍ତାନରେ ଚିନି କିଲୋ ୧୦୦ ଛୁଇଁଲା

ନୂଆଦିଲ୍ଲୀ, ୭ା୪ (ଓଡିଶା ଭାସ୍କର): ଭାରତର ସହ ଶତ୍ରୁତା କରିବା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ପାକିସ୍ତାନରେ ଖୁଚୁରା ବଜାରରେ ଚିନି ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ଛୁଇଁଛି । ପାକିସ୍ତାନ…

ଥାନା ଭିତରେ ୧୫୦ ଦୁର୍ବୃତ୍ତଙ୍କ ରକ୍ତାକ୍ତ ଆକ୍ରମଣ: ଅଭିଯୋଗକାରୀଙ୍କୁ ହାଣିଲେ, ଦୁଇ ଗୁରୁତର

ବାଲେଶ୍ୱର, ୭ା୪ (ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ରେମୁଣା ଥାନାରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ପ୍ରାୟ ୧୫୦ ଦୁର୍ବୃତ୍ତ ଥାନାରେ ପଶି ଦୁଇଜଣଙ୍କୁ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ବ୍ୟାପକ…