fbpx
Browsing Category

Featured

ସିଏଚସି ଓ ପିଏଚସିରେ ସପ୍ତାହକୁ ୩ ଦିନ ଟିକା

ଭୁବନେଶ୍ୱର, ୨୨ା୧(ଓଡିଶା ଭାସ୍କର) : ସପ୍ତାହକ ଭିତରେ କୋଭାକ୍ସିନର ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ ରାଜ୍ୟକୁ ଆସିବ । କେବଳ ଭୁବନେଶ୍ୱରରେ କୋଭାକ୍ସିନ୍ ଟିକା ଦିଆଯିବ । ସିଏଚସି ଓ ପିଏଚସି ଗୁଡିକରେ ୩ ଦିନ ଟିକା ଦିଆଯିବ…

ଆଇପିଏଲରେ ଚମକିବେ ଓଡ଼ିଆ: ୬ ଜଣ ଖେଳାଳିଙ୍କ ନାମ ସୁପାରିଶ

ଭୁବନେଶ୍ୱର, ୨୨ା୧ (ଓଡିଶା ଭାସ୍କର): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଏଣିକି ଓଡ଼ିଆ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିବ । ଆଇପିଏଲ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିଶ କରାଯାଇଛି । ଓଡ଼ିଶା କ୍ରିକେଟ…

୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍

ନବରଙ୍ଗପୁର, ୨୨ା୧ (ଓଡିଶା ଭାସ୍କର): ପୁଣି ସୁନାଗହଣା ଲୁଟ୍ ହୋଇଛି । କିଛିଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଘରୁ ଡକାୟତମାନେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରିଥିଲେ । ଆଜି ନବରଙ୍ଗପୁରରୁ ୧୧ ଲକ୍ଷ ଟଙ୍କାର…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଚଳିତ ବର୍ଷ ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ୍ ପରୀକ୍ଷାର୍ଥୀ

ଭୁବନେଶ୍ୱର, ୨୨ା୧ (ଓଡିଶା ଭାସ୍କର): ସମସ୍ତ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ ନିଜ ସ୍କୁଲରେ ପରୀକ୍ଷା ଦେବେ । ଅନ୍ୟ ସ୍କୁଲକୁ ଯାଇ ପରୀକ୍ଷା ଦେବାକୁ ଆଉ ପଡ଼ିବ ନାହିଁ…

ଦେଶରେ ଦିନକରେ ୧୬୩ ମୃତ, ୧୪ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୨ା୧: ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୬୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୩୨କୁ ବୃଦ୍ଧି…

ରାଶିଫଳ (ଶୁକ୍ରବାର, ୨୨ ଜାନୁଆରୀ ୨୦୨୧)

ମେଷ -ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି ।ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚିତ୍ । ବୃଷ -ଆଜି ଆପଣ ସବୁ ଚିନ୍ତା…

ମାଲକାନଗିରିରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ।

ମାଲକାନଗିରି, 21/1: କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରୁ ସନ୍ଦେହଜନକ ମୃତଦେହ ଉଦ୍ଧାର ହେଉଥିବା ବେଳେ ମାଲକାନଗିରିରୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା…