Browsing Category

Featured

ମମତା ସରକାରଙ୍କୁ ହାଇକୋର୍ଟର ଶକ୍ତ ଝଟକା, ଶୁଭେନ୍ଦୁ ଅଧିକାରୀଙ୍କ ସହଯୋଗୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ

କୋଲକାତା : ପଶ୍ଚିମବଙ୍ଗର ମମତା ସରକାରଙ୍କୁ ହାଇକୋର୍ଟରୁ ଲାଗିଲା ଜୋରଦାର ଝଟକା। ସରକାରୀ ଚାକିରିରେ ଦୁର୍ନୀତି ଅଭିଯୋଗରେ ଗିରଫ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ନିକଟତର ସହଯୋଗୀ ରାଖଲ ବେରାଙ୍କୁ ତତ୍କାଳ…

୫୦ ଗାଁକୁ ମାଡ଼ିଗଲା ସୁବର୍ଣ୍ଣରେଖା ନଦୀ ଜଳ, ପ୍ରବଳ ବର୍ଷା ପ୍ରଭାବ

ବାଲେଶ୍ୱର(ଓଡ଼ିଶା ଭାସ୍କର): ଉପର ମୁଣ୍ଡରେ ବର୍ଷା, ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି । ଏଭଳି ସ୍ଥିତି ଉପୁଜିଛି ବାଲେଶ୍ୱର ଜିଲ୍ଲାରେ । ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଉପର…

ଦୁର୍ନୀତକୁ ନେଇ କେନ୍ଦ୍ର ସରକାର କଠୋର, ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ

ନୂଆଦିଲ୍ଲୀ : କେନ୍ଦ୍ରର ମୋଦୀ ସରକାର ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମନ ସ୍ଥିର କରି ସାରିଛି। କାର୍ମିକ ବିଭାଗ ଓ ଗୃହ ମନ୍ତ୍ରଣାଳୟ ଉଭୟ ସିବିଆଇର ପୂର୍ବତନ…

ବଳାତ୍କାର ଅଭିଯୁକ୍ତ ପାଦ୍ରୀଙ୍କୁ ବିବାହ କରିବାକୁ ଚାହାନ୍ତି ପୀଡ଼ିତା, ଏମିତି ଆଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୌନ ନିର୍ୟାତନା ଦେଇଥିବା ଅଭିଯୁକ୍ତ ପୂର୍ବ ପାଦରୀଙ୍କୁ ବିବାହ କରିବା ପାଇଁ କେରଳ ବଳାତ୍କାର ପୀଡିତାଙ୍କ ଆବେଦନକୁ ଖାରଜ କରିଛି ସୁପ୍ରିମକୋର୍ଟ। ସୋମବାର ଏହି ମାମଲାର ଶୁଣାଣି କରି ବଳାତ୍କାର ପୀଡିତାଙ୍କୁ…

ଆସାମୀକୁ ଧରିବା ପାଇଁ ଲେଡି ଇନ୍ସପେକ୍ଟର ସୋସିଆଲ ମିଡିଆର ନେଲେ ସାହାରା, ବାନ୍ଧବୀ ସାଜି ଦୁଷ୍କର୍ମକାରୀକୁ କଲେ ଗିରଫ

ନୂଆଦିଲ୍ଲୀ: ଜଣେ ଦୁଷ୍କର୍ମକାରୀକୁ ଗିରଫ କରିବା ପରେ ଜଣେ ଲେଡି ଇନ୍ସପେକ୍ଟର ବେଶ ପ୍ରଶଂସା ପାଇଛନ୍ତି । ଲେଡି ଇନ୍ସପେକ୍ଟର ଆସାମୀକୁ ଧରିବା ପାଇଁ ତା’ ସହ ସୋସିଆଲ ମିଡିଆରେ ବନ୍ଧୁତା ସ୍ଥାପନ କରିଥିଲେ । ପରବର୍ତ୍ତୀ…

ହିନ୍ଦୁ-ମୁସଲମାନ ଭାଇଚାରାର ବାର୍ତ୍ତା ଦିଏ ଏହି ପୀଠ, ଜାଣନ୍ତୁ…

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ପୀଠଟିଏ କିନ୍ତୁ ବାର୍ତ୍ତା ଦିଏ । ହିନ୍ଦୁ ଏବଂ ମୁସଲମାନଙ୍କ ପାଇଁ ଭାଇଚାରାର ଅପୂର୍ବ ନିଦର୍ଶନ ପାଲଟିଛି । ଭାତୃତ୍ୱର ବାର୍ତ୍ତା ବହନ କରୁଥିବା ଏହି ପୀଠକୁ ଦୈନିକ ଶହଶହ ଶ୍ରଦ୍ଧାଳୁ ଦର୍ଶନ…

ଏହି କାରଣ ଯୋଗୁଁ ବାଥରୁମରେ ହୋଇଥାଏ ଅଧିକ ହାର୍ଟ ଆଟାକ୍

ଆଜିକାଲି ହାର୍ଟ ଆଟାକ୍ ଘଟଣା ବଢ଼ିବାରେ ଲାଗିଛି । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି କି, ଅଧିକ ହାର୍ଟ ଆଟାକ୍ ବାଥରୁମରେ ଘଟୁଛି । କିଛି ଲୋକେ ଏହାକୁ ପୋଷ୍ଟ ଇଫେକ୍ଟ ବୋଲି କହୁଛନ୍ତି । କିନ୍ତୁ ବାଥରୁମରେ ଅଧିକ ହାର୍ଟ…

ପିପିଲି ଉପନିର୍ବାଚନ: ଖୁବଶୀଘ୍ର ଦିନ ଧାର୍ଯ୍ୟ କରିବେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୨୫ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ । ତେବେ ଭାରତୀୟ ନିର୍ବାଚନ ଆୟୋଗ ଏନେଇ ତାରିଖ ଧାର୍ଯ୍ୟ କରିନଥିବା ବେଳେ ଖୁବଶୀଘ୍ର ବୈଠକ…

ଟୋକିଓ ଅଲିମ୍ପିକ: ଦର୍ଶକଙ୍କ ଗହଣରେ ବସି ସୁଇଟର ବୁଣିଲେ ସ୍ଵର୍ଣ୍ଣ ପଦକ ବିଜେତା, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଗ୍ରେଟ୍ ବ୍ରିିଟେନ୍ ପାଇଁ ଗୋଲ୍ଡ ମେଡାଲ୍ ଜିତିଥିବା ଟମ୍ ଡେଲେଙ୍କ ଗୋଟିଏ ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଏହି ଫଟୋକୁ ଟୋକିଓ ଅଲିମ୍ପିକ୍ ର ଅଫିସିଆଲ୍ ଟୁଇଟର୍…

ଚକଦେ ଇଣ୍ଡିଆ: ୩ ମୁକାବିଲା ହାରିବା ପରେ ଇତିହାସ ରଚିଲେ ମହିଳା ହକି ଦଳ, ଜାଣନ୍ତୁ ଅଲିମ୍ପିକରେ କେମିତି ଓଲଟିଲା ବାଜି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଇତିହାସ ରଚିଲେ ଭାରତୀୟ ମହିଳା ହକି ଦଳ। ପୁରୁଷ ହକି ଦଳ ପରେ ସେମିରେ ପ୍ରବେଶ କଲେ ମହିଳା ଦଳ। କ୍ଵାର୍ଟର ଫାଇନାଲରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଏହି ଐତିହାସିକ ସଫଳତା…