Browsing Category
Featured
CM Modiରୁ PM Modi ପର୍ଯ୍ୟନ୍ତ ଦୀର୍ଘ ଯାତ୍ରା: ଏହି ସଫଳତା ପଛର ଅସଲ ଚାଣକ୍ୟ ହେଉଛନ୍ତି ଅମିତ ଶାହ
ନୂଆଦିଲ୍ଲୀ: ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ଭାଜପା)ର କୋର କମିଟି ବୈଠକ ଚାଲିଥିଲା । ଏହି ବୈଠକରେ ଆଲୋଚନା ହୋଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରୁ ଗୋଟିଏ ଥିଲା ଗୁରୁତ୍ୱପୂର୍ଣ୍ଣ…
ଓଡ଼ିଶାର ୬୭ ଜଣଙ୍କୁ ମିଳିବ ସାହସିକତା ପୋଲିସ ମେଡାଲ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାର ସ୍ୱାଧୀନତା ଦିସବ ଅବସରରେ ଦିଆଯାଉଥିବା ସାହସିକତା ପୁରସ୍କାରର ଘୋଷଣା କରିଛନ୍ତି । ଏଥର ୬୬୨ ପୋଲିସ କର୍ମଚାରୀଙ୍କୁ ପୋଲିସ ପଦକ, ୬୨୫ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ,…
କ୍ଷମତା ବଦଳିବାରୁ ସ୍ୱର ବି ବଦଳିଲା, ନେପାଳ କହିଲା- ଭାରତ ସ୍ପେଶାଲ, ଚୀନ କେବେ ବି ଏହାର ସ୍ଥାନ ନେଇ ପାରିବ ନାହିଁ
ନୂଆଦିଲ୍ଲୀ : ନେପାଳରେ ବର୍ତ୍ତମାନ ନେପାଳି କଂଗ୍ରେସର ସରକାର । ଆଉ ଦେଶର ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତିି ଶେର ବାହାଦୂର ଦେଉବା । ପ୍ରଧାନମନ୍ତ୍ରୀ ପଦ ଦାୟିତ୍ୱ ଗ୍ରହଣ କରିବାରେ ତାଙ୍କୁ ଏକ ମାସ ହୋଇଗଲାଣି । ଏହା…
ଆଇସକ୍ରିମ୍ ଖାଇବା ପାଇଁ ସହର ଭିତରେ ହେଲିକ୍ୟାପ୍ଟରକୁ ଏର୍ମଜେନ୍ସି ଲ୍ୟାଣ୍ଡିଂ କରିଲେ ଓ ଫସିଲେ
ନୂଆଦିଲ୍ଲୀ: ଆମେ ସମସ୍ତଙ୍କୁ ଆଇସକ୍ରିମ୍ ଖୁବ୍ ଭଲ ଲାଗେ । ହେଲେ କାନାଡାର ଜଣେ ପାଇଲଟ୍ ଆଇସକ୍ରିମ୍ ଖାଇବା ପାଇଁ ସୀମା ଟପି ଯାଇଛନ୍ତି । ସେ ଆଇସକ୍ରିମ୍ ଖାଇବା ପାଈଁ ହେଲିକ୍ୟାପ୍ଟରକୁ ଗୋଟିଏ ସହର ଭିତରେ ଏମର୍ଜେନ୍ସି…
ଲର୍ଡ୍ସରେ ଭାରତୀୟ ଦଳ ଉପରେ ଭାରି ନପଡୁ ବିରାଟ କୋହଲିଙ୍କ ଏହି ନିଷ୍ପତ୍ତି, ପ୍ରଥମ ଇନିଂସରେ ଖୋଲିଲା ପୋଲ୍
ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି । ଖେଳର ଦ୍ୱିତୀୟ ଦିନରେ ଜେମ୍ସ ଆଣ୍ଡରସନଙ୍କ ଘାତକ ବୋଲିଂ ଦମରେ ଇଂଲଣ୍ଡ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଛି । ଏହା…
ମହାତ୍ମା ଗାନ୍ଧିଙ୍କୁ ଆମେରିକାରେ ମିଳିବ ସର୍ବୋଚ୍ଚ ନାଗରିକ ସମ୍ମାନ, ସଂସଦରେ ପଡ଼ିଲା ପ୍ରସ୍ତାବ
ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାରେ ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇପାରେ । ଏନେଇ ଆମେରିକା ସଂସଦରେ ପୁଣିଥରେ ପ୍ରସ୍ତାବ ଦିଆଯାଇଛି । ନ୍ୟୁୟର୍କର ଜଣେ ସାଂସଦ ଏହି ପ୍ରସ୍ତାବ ଦେଇଛନ୍ତି ।…
ପତ୍ନୀ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୂହେଁ: କୋର୍ଟ
ମୁମ୍ବାଇ: ପତ୍ନୀ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୂହେଁ ବା ଆଇନ ବିରୋଧୀ ନୂହେଁ । ଏହି ଭଳି ଏକ ଫଇସଲା ଶୁଣାଇଛି ମୁମ୍ବାଇ ସେସନ୍ କୋର୍ଟ । ପତ୍ନୀର ଇଚ୍ଛା ବିରୋଧରେ ଯାଇ ଶାରୀରିକ ସମ୍ବନ୍ଧ ରଖିବା…
ତାଲିବାନର ଭାରତକୁ ଖୋଲା ଚେତାବନୀ- ଆଫଗାନିସ୍ତାନକୁ ସେନା ପଠାଇଲେ କିଛି ଭଲ ହେବ ନାହିଁ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ପ୍ରାନ୍ତ ଦଖଲ କରି ଚାଲିଛି ତାଲିବାନ । ଏପରିକି ରାଜଧାନୀ କାବୁଲଠୁ ଆଉ କେଇ କିଲୋମିଟର ଦୂରରେ ଏହି ଆତଙ୍କୀ ଗୋଷ୍ଠୀ । ଏହା ମଧ୍ୟରେ ତାଲିବାନ ଭାରତକୁ ଦେଇଛି କଡା…
ଆପଣଙ୍କ ହ୍ୱାଟ୍ସଆପ୍ DP କିଏ ଲୁଚି-ଛପି ଦେଖୁଛି? ଜାଣିବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ
ନୁଆଦିଲ୍ଲୀ: ଦୁନିଆରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଚାଟିଂ ଆପ୍ ମଧ୍ୟରେ ହ୍ୱାଟ୍ସଆପ ନମ୍ବର ୧ । ଯଦି ଆପଣ ହ୍ୱାଟ୍ସଆପରେ ପ୍ରୋଫାଇଲ ଫଟୋ ବା DP ରଖିଛନ୍ତି ଓ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ DP କିଏ-କିଏ…
ଅଗଷ୍ଟ ୧୬ରେ RRB NTPC ରେଜଲ୍ଟ
ନୂଆଦିଲ୍ଲୀ: ରେଳ ନିଯୁକ୍ତି ବୋର୍ଡ (ଆରଆରବି) ପକ୍ଷରୁ ନନ୍ ଟେକ୍ନିକାଲ ପପୁଲାର କ୍ୟାଟେଗୋରି (ଏନଟିପିସି) ଆବେଦନକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ରେଳ ବିଭାଗ…