fbpx
Browsing Category

Featured

କରୋନାରେ ୪ ମୃତ, ୩୦୩ ଆକ୍ରାନ୍ତ

ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ରାଜ୍ୟରେ କରୋନାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୩୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୨ ସଙ୍ଗରୋଧରୁ ଓ ୧୩୧ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…

ମର୍ମନ୍ତୁଦ ବସ୍ ଦୁର୍ଘଟଣା: ୨ ମୃତ, ୬ ଗୁରୁତର, ୧୦ ଆହତ

ରାଉରକେଲା, ୨୭ା୧୨ (ଓଡିଶା ଭାସ୍କର): ରାଉରକେଲାରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଗୁରତର ଓ ୧୦ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ,…

ବିଦାୟ ବର୍ଷର ଅନ୍ତିମ ମନ କୀ ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି

ନୂଆଦିଲ୍ଲୀ, ୨୭ା୧୨: ୨୦୨୦ ବର୍ଷକୁ ବିଦାୟ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ କୀ ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବର୍ଷର ଶେଷ ତଥା ୭୨ତମ…

ବିଏମସି ଓ ସ୍ମାର୍ଟ ସିଟି ପକ୍ଷରୁ ଭୁବନେଶ୍ବରରେ ସାଇକ୍ଲୋଥନ

ଭୁବନେଶ୍ବର, ୨୭ା୧୨ (ଓଡିଶା ଭାସ୍କର) : ବିଏମସି ଓ ସ୍ମାର୍ଟ ସିଟି ପକ୍ଷରୁ ଆୟୋଜିତ ହୋଇଯାଇଛି ଭୁବନେଶ୍ବରରେ ସାଇକ୍ଲୋଥନ । ଫିଟ ଇଣ୍ଡିଆ ମୁଭମେଣ୍ଟର ଏକ ଅଂଶବିଶେଷ ଭାବେ ଏହି ସାଇକ୍ଲୋଥନ ଆୟୋଜନ କରାଯଇଅଥିଲା ।…

୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ୧୧ ସହର

ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ଥଣ୍ଡାର ପ୍ରକୋପ ରାଜ୍ୟର ବିଭିନ୍ନ ସହରରେ ପୂର୍ବପରି ଜାରି ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି ।…

ବାଇକ ଚାଳକଙ୍କୁ ୨୨ ହଜାର ଫାଇନ

ସୁନ୍ଦରଗଡ଼, ୨୭ା୧୨ (ଓଡିଶା ଭାସ୍କର): ଟ୍ରାଫିକ ନିୟମ ଉଲ୍ଲଂଘନ କରି ଜଣେ ବାଇକ ଚାଳକ ୨୨ ହଜାର ଟଙ୍କା ଫାଇନ ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି । ରାଜଗାଙ୍ଗପୁରରେ ଚେକିଂ ସମୟରେ ବାଇକ ଆରୋହୀ…