fbpx
Browsing Category

Featured

ଧନଶ୍ରୀଙ୍କୁ ଜୀବନସାଥୀ ଭାବେ ଗ୍ରହଣ କଲେ ଚହଲ

ନୂଆଦିଲ୍ଲୀ, ୨୩ା୧୨: ଭାରତୀୟ କ୍ରିକେଟ ଦଳର ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କର ଦୀର୍ଘଦିନର ପ୍ରେମିକା ଧନଶ୍ରୀ ବର୍ମାଙ୍କୁ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି । ଚହଲ ନିଜ…

୧୨ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର, ୨୩ା୧୨ (ଓଡିଶା ଭାସ୍କର): ରାଜ୍ୟରେ ଶୀତର ପ୍ରଭାବ ଜାରି ରହିଛି । ତେବେ ୧୨ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୪ ଡିଗ୍ରୀ ସହ ଫୁଲବାଣୀ ସହର ରାଜ୍ୟର ସବୁଠାରୁ ଥଣ୍ଡା ସହରର ମାନ୍ୟତା ପାଇଛି ।…

ଭିଜିଲାନ୍ସ ଜାଲରେ ଅଙ୍ଗନବାଡି କର୍ମୀ

ପୁରୀ,୨୩।୧୨(ଓଡିଶା ଭାସ୍କର) : ଅଙ୍ଗନବାଡ଼ି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପୁରୀ ବାସେଳିସାହି ଅକ୍ଷୟଧାମ ଅଙ୍ଗନବାଡି କର୍ମୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ…

ଆଜିଠାରୁ ଖୋଲିଲା ଶ୍ରୀମନ୍ଦିର

ପୁରୀ, ୨୩ା୧୨ (ଓଡିଶା ଭାସ୍କର): ଦୀର୍ଘ ୯ ମାସର ପ୍ରତୀକ୍ଷାର ଅନ୍ତ ଘଟିଛି । ପ୍ରଶାସନର ନିଷ୍ପତ୍ତି ଅନୁସାରେ ଆଜିଠାରୁ ଶ୍ରୀମନ୍ଦିର ଖୋଲିଛି । ତେବେ ଖୋଲିବାର ପ୍ରଥମ ତିନି ଦିନ ପର୍ଯ୍ୟନ୍ତ ସେବାୟତଙ୍କ ପରିବାର…

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୬ ହଜାର ୪୪୪କୁ ବୃଦ୍ଧି

ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ୧ ଲକ୍ଷ ୪୬ ହଜାର ୪୪୪ ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୩୩୩ ଆକ୍ରାନ୍ତଙ୍କ ମୃତ୍ୟୁ…

ରାଶିଫଳ (ବୁଧବାର, ୨୩ ଡିସେମ୍ବର ୨୦୨୦)

ମେଷ -ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ । ବୃଷ…

ଏହି ରାଜ୍ୟରେ କମିବ ତେଲ ଦର

କରୋନା କାଳ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ର ଦର ହୁ ହୁ ହେଇ ବଢ଼ିବାରେ ଲାଗିଛି । ସାଧାରଣ ଲୋକ ମାନେ ଏଥିପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏବେ ମଧ୍ୟପ୍ରଦେଶ ସରକାର ଏବେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କଲା ଭଳି…