fbpx
Browsing Category

Featured

ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । କାଲି ସ୍କୁଲ ବନ୍ଦ ସମ୍ପର୍କିତ ପ୍ରସ୍ତାବ ଆଣିବେ ସରକାରୀ ଦଳ ମୁଖ୍ୟ ସଚେତକ । ଏହି ପ୍ରସ୍ତାବ…

ଭୁବନେଶ୍ୱରରୁ ଆଜି ପୁଣି ୪୬ ପଜିଟିଭ, ୬୮ ସୁସ୍ଥ

ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୪୬ କରୋନା ପଜିଟିଭ୍‌…

ରାଜ୍ୟରେ ୨ ଦିନ ମଧ୍ୟମ ଧରଣର ବର୍ଷା! ଜାଣନ୍ତୁ କେଉଁ ଜିଲ୍ଲା ଭିଜିବ

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ଆଗାମୀ ୨ ଦିନ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ…

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ଋତୁରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ଜଣାଇଛନ୍ତି ଧନ୍ୟବାଦ ।…

ଗୃହ ଆରମ୍ଭରୁ ହୋହଲ୍ଲା, ମୁଣ୍ଡ ପିଟିଲେ ତାରା

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ବିଧାନସଭା ଅପରାହ୍ନ ଅଧିବେଶନ ଆରମ୍ଭରୁ ହୋହଲ୍ଲା ଆରମ୍ଭ ହୋଇଯାଇଛି । ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ବିଜେପି, କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଛନ୍ତି । ଅନ୍ୟପଟେ…

ଇମରାନ ଖାନଙ୍କୁ ଫେସବୁକ, ଗୁଗୁଲ ଓ ଟ୍ୱିଟର ଚେତାବନୀ- ‘ଆଇନ ପରିବର୍ତ୍ତନ ନକଲେ ଛାଡିଦବୁ ପାକିସ୍ତାନ’

ଇସଲାମାବାଦ,୨୧ ।୧୧: ନୂଆ ଡିଜିଟାଲ ଆଇନ ଆଣିବା ପରେ ବଡ ଅଡୁଆରେ ଫସିଛି ପାକିସ୍ତାନ । ଇଣ୍ଟରନେଟ ଓ ଟେକ୍ନୋଲୋଜିର ବଡ ବଡ କମ୍ପାନୀଗୁଡିକ ପାକିସ୍ତାନକୁ ଧମକ ଦେଇଛନ୍ତି ଯେ, ଯଦି ଏହି ଆଇନ ପରିବର୍ତ୍ତନ ନହୁଏ ତେବେ…

କୋଭାକ୍ସିନ ଟିକା ସଂରକ୍ଷଣକୁ ନେଇ ଡାକ୍ତରଙ୍କ ସୂଚନା

ନୂଆଦିଲ୍ଲ.୨୧ ।୧୧: ଭାରତରେ ପ୍ରସ୍ତୁତ ହେଉଥିବା କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ସଂରକ୍ଷଣ ପ୍ରସଙ୍ଗରେ ଟିକା ମାନବ ପରୀକ୍ଷଣ ମୁଖ୍ୟ ଡାକ୍ତର ଇ.ଭେଙ୍କଟ ରାଓ ସୂଚନା ଦେଇଛନ୍ତି । ସେ…