fbpx
Browsing Category

Featured

ନିର୍ଭୟା ମାମଲା:୨୪ ଜାନୁଆରୀରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲ,୧୯ ।୧୨: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ପବନ କୁମାର ଗୁପ୍ତାର ଆବେଦନ ଉପରେ ଶୁଣାଣି ଘୁଞ୍ଚିଲା । ଦିଲ୍ଲୀ ହାଇକୋର୍ଟରେ ଆସନ୍ତା ୨୪ ଜାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପବନର ଓକିଲ ଏପୀ…

ବଢିଲା ଟ୍ରମ୍ପଙ୍କ ଅଢୁଆ : ହାଉସ୍ ଅଫ୍ ରିପ୍ରେଜେଣ୍ଟଟିଭରେ ପାସ୍ ହେଲା ମହାଭିଯୋଗ ପ୍ରସ୍ତାବ

ୱାସିଂଟନ,୧୯ ।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ ଝଟକା । ହାଉସ୍ ଅଫ୍ ରିପ୍ରେଜେଣ୍ଟଟିଭରେ ଟ୍ରମ୍ପଙ୍କ ବିରୋଧରେ ପାସ୍ ହୋଇଛି ମହାଭିଯୋଗ ପ୍ରସ୍ତାବ । ବହୁ ତର୍କ ବିତର୍କ ପରେ ମତଦାନ…

ବିଡିଓଙ୍କ ବଦଳି ଦାବିରେ ଖଇରପୁଟ ବନ୍ଦ

ମାଲକାନଗିରି,୧୯ ।୧୨(ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲା ଖଇରପୁଟ ବିଡିଓଙ୍କ ବଦଳି ଦାବିରେ ଖଇରପୁଟ ବ୍ଲକ ବନ୍ଦ କଲେ ଅଞ୍ଚଳବାସୀ । ବିଡିଓଙ୍କ ନାମ ବିଶ୍ୱଜିତ୍ ବର୍ମନ ହୋଇଥିବା ବେଳେ ସେ ବିଭିନ୍ନ କାମ ପାଇଁ ଲାଞ୍ଚ…

ଆଜି ଓଡିଶା ଆସିବେ ଖେଳାଳି, ଟିକେଟ୍ ପାଇଁ ଲମ୍ବା ଲାଇନ୍

କଟକ,୧୯ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ୍ ଆସନ୍ତା ୨୨ରେ ହେବାକୁ ଥିବା ବେଳେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଯିବେ ସମସ୍ତ ଖେଳାଳି । ସ୍ୱତନ୍ତ୍ର ବିମାନ…

ହରଦୀପଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,୧୮ ।୧୨(ଓଡିଶା ଭାସ୍କର): କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଦାବି…

ସିଏଏ ଓ ଏନଆରସିକୁ ବିରୋଧ କଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ଭୁବନେଶ୍ୱର,୧୮ ।୧୨(ଓଡିଶା ଭାସ୍କର): ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ସେଥିରୁ ବାଦ ପଡିନି ଓଡିଶା । ଭୁବନେଶ୍ୱରର ବାଣୀବିହାର ସ୍ଥିତ ଉତ୍କଳ…

୫-ଟିକୁ UNDP ର ପ୍ରଶଂସା

ଭୁବନେଶ୍ୱର,୧୮ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି UNDPର ଭାରତ ପ୍ରତିନିଧି ଶୋକୋ ନୋଦା । ପ୍ରଗତି ପାଇଁ ୫-ଟିର ଧାରଣା ଏକ ପ୍ରେରଣା ବୋଲି ସେ କହିଛନ୍ତି । ଏହା ସହ…