fbpx
BSKY SKY
BSKY SKY
Browsing Category

Featured

ଚନ୍ଦ୍ରଗ୍ରହଣ ସମୟରେ ଭୁଲରେ କରନ୍ତୁ ନାହିଁ ଏହି କାମ

ଦେବାଭିଷେକ ପୂର୍ଣ୍ଣିମାରେ ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଆଜି ରାତି ୧୦ଟା ୩୭ମିନିଟରୁ ଆରମ୍ଭ ହୋଇ ୨ଟା ୪୨ ପର୍ଯ୍ୟନ୍ତ ରହିବ ଏହି ଚନ୍ଦ୍ରଗ୍ରହଣ । ଏହା ପୂର୍ଣ୍ଣଗ୍ରହଣ ନହୋଇ ଉପଛାୟା…

ମାର୍ଚ୍ଚ ୪ରେ ବଂଶଧାରା ମାମଲାର ଚୂଡ଼ାନ୍ତ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୦ା୧ : ଆନ୍ଧ୍ର-ଓଡ଼ିଶା ବଂଶଧାରା ଜଳ ବିବାଦକୁ ନେଇ ମାମଲା ହୋଇଥିଲା । ଆଜି ସୁପ୍ରିମକୋର୍ଟରେ ବଂଶଧାରା ଜଳ ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ପକ୍ଷ ରଖିବାକୁ ସମୟ ମାଗିଛନ୍ତି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ…

କେନ୍ଦ୍ରର ନୂଆ ସାମରିକ ବ୍ୟାପାର ବିଭାଗର ମୁଖ୍ୟ ହେବେ ବିପିନ ରାୱତ

ନୂଆଦିଲ୍ଲୀ, ୧୦ା୧: କେନ୍ଦ୍ରର ନୂଆ ସାମରିକ ବ୍ୟାପାର ବିଭାଗର ରୂପରେଖ ଆଜି ସ୍ପଷ୍ଟ ହୋଇଛି । ସେହି ବିଭାଗର ମୁଖ୍ୟ ଭାବେ ରହିବେ ନୂଆ ସିଡ଼ିଏସ ଜେନେରାଲ ବିପିନ ରାୱତ । ସିଡ଼ିଏସଙ୍କ ଅଧୀନରେ ୨ଜଣ ଯୁଗ୍ମ ସଚିବ ପାହ୍ୟାର…

ଜାମ୍ମୁକାଶ୍ମୀର ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ

ନୂଆଦିଲ୍ଲୀ, ୧୦ା୧: ଜାମ୍ମୁକାଶ୍ମୀର ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ୭ଦିନ ପରେ ୧୪୪ଧାରାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାରମ୍ବାର ୧୪୪ଧାରା…

ଗୁଳିକରି ୬ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

କଳାହାଣ୍ଡି,୧୦ା୧(ଓଡ଼ିଶା ଭାସ୍କର): କଳାହାଣ୍ଡି ଜୁନାଗଡ଼ରେ ବଡ଼ ଧରଣର ଲୁଟ ହୋଇଥିବା ସୂଚନା ମିଳିଛି । ସେଠାରେ ଭବାନୀପାଟଣାରେ ଥିବା ଏଚଡ଼ିଏଫସି ବ୍ୟାଙ୍କରୁ ବାପ ପୁଅ ମିସି ଟଙ୍କା ନେଇ ଆସୁଥିବା ବେଳେ ଦୁର୍ବୃତ୍ତ ଗୁଳି…

ଜିଲ୍ଲାପାଳଙ୍କ ଗିରଫ ଦାବିରେ ମାଲକାନଗିରି ବନ୍ଦ ପାଳନ

ମାଲକାନଗିରି, ୧୦ା୧(ଓଡ଼ିଶା ଭାସ୍କର): କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ ପାଳନ କରାଯାଇଛି । ଜିଲ୍ଲାପାଳଙ୍କ ଗିରଫ ଦାବିରେ ମାଲକାନଗିରିରେ ବନ୍ଦ ପାଳନ କରାଯାଇଛି । ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁ ଓ ବିଭିନ୍ନ…

ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।…

ସରକାରୀ କର୍ମଚାରୀଙ୍କ ପାଇଁ ଗଠନ ହେବ ପଦୋନ୍ନତି ଅଦାଲତ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ସରକାରୀ କର୍ମଚାରୀଙ୍କ ପଦୋନ୍ନତି ସମସ୍ୟାର ସମାଧାନ ପାଇଁ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ବରଗଡ ଆରଟିଓଙ୍କୁ ଜରିମାନା !

ବରଗଡ,୯ ।୧(ଓଡିଶା ଭାସ୍କର): ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବର ଆଜି ଦଶମ ଦିନ । ବରଗଡ ଆରଟିଓ ଅଫିସ ପରିଦର୍ଶନ କଲେ କଂସ ମହାରାଜା । ପୁରୁଣା ଗାଡି ଯାଞ୍ଚ କରି ପଦକ୍ଷେପ ନେବାକୁ ସେ ଆରଟିଓଙ୍କୁ ତାଗିଦ…