Browsing Category

Featured

ରମାଦେବୀ ପାଇଁ ୧୮ କୋଟି

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର):ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୪ଟି ନବନିର୍ମିତ ବିଲଡିଂର ଲୋକାପର୍ଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩ କୋଟି ଟଙ୍କାରେ ଏହି ୪ଟି ବିଲ୍ଡିଂର ନିର୍ମାଣ କରାଯାଉଛି ।…

ପାଠକ ବାପ-ପୁଅଙ୍କ ନାଁରେ ପୁଣି ୩ଟି ମାମଲା

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର): ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ପାଇଁ ପୁଣି ବଢିଲା ଅଢୁଆ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଠକେଇ ମାମଲାରେ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଯୋଡ଼ିଛି ପୋଲିସ ।…

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ

ଜୟପୁର,୮ ।୨(ଓଡିଶା ଭାସ୍କର) : କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ୨ ସରପଞ୍ଜ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତଳଗଞ୍ଜେଇପଦର ଓ ଫଗୁଣସିନେରୀରେ ୨ ଜଣ ସରପଞ୍ଚ ପ୍ରାର୍ଥୀ…

ରାଜ୍ୟରେ ବଢିଲା ବସ୍ ଭଡା, ଜାଣନ୍ତୁ କେତେ?

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର): ବସ ଯାତ୍ରୀଙ୍କ ପାଇଁ ବଡ ଖବର । ରାଜ୍ୟରେ ବଢ଼ିଛି ବସ୍ ଭଡ଼ା । ସାଧାରଣ ବସ୍ ଭଡା କିଲୋମିଟର ପିଛା ୬ ପଇସା ବଢ଼ିଥିବା ଜଣାପଡିଛି । ସେହିପରି ଏକ୍ସପ୍ରେସ ଭଡ଼ା ୭ ପଇସା ବଢିଥିବା ବେଳେ…

ଭାଷା ଭିତ୍ତିକ ପ୍ରସଙ୍ଗକୁ ନେଇ ବୈଠକ ପରେ କ’ଣ କହିଲେ ସମୀର?

ଭୁବନେଶ୍ୱର,୮ ।୨: ସୀମା ବିବାଦ ଭିତରେ ଭାଷା ଭିତ୍ତିକ ପ୍ରସଙ୍ଗକୁ ନେଇ ବିଧାନସଭାରେ ଓଡିଶା-ଆନ୍ଧ୍ର ସରକାରଙ୍କ ମଧ୍ୟରେ ଆଲୋଚନା ସରିଛି । ଆଲୋଚନାରେ ଦୁଇ ରାଜ୍ୟର ଅନେକ ଅଧିକାରୀ ଉପସ୍ଥିତ ରହିଥିଲେ । ଆନ୍ଧ୍ର ପକ୍ଷରୁ…