Browsing Category

Featured

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେଲ୍‌ ଅଧ୍ୟକ୍ଷା ସୋମା ମଣ୍ଡଳ

ଭୁବନେଶ୍ୱର,  ୩ ।୨  ;ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ଙ୍କୁ ଭେଟିଲେ ସେଲ୍‌ ଅଧ୍ୟକ୍ଷା ସୋମା ମଣ୍ଡଳ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କଲେ ସେଲ୍‌ ଅଧ୍ୟକ୍ଷା । ସେଲ୍‌ ଅଧ୍ୟକ୍ଷା ହେବା…

ଆନ୍ଧ୍ରର ବଡ ଷଡଯନ୍ତ୍ରର ଖୁଲାସା,୩ଟି ଗାଁର ନାମ ବଦଳାଇ ନିର୍ବାଚନ କରିବାକୁ ପ୍ରସ୍ତୁତି

କୋରାପୁଟ,୩ ।୨ :ପୁଣି ଥରେ ପଡୋଶୀ ରାଜ୍ୟ ଆନ୍ଧ୍ରର ବଡ ଷଡଯନ୍ତ୍ରର ଖୁଲାସା ହୋଇଛି । କୋଟିଆ ଅଞ୍ଚଳରେ ୩ଟି ଗାଁର ନାଁ ବଦଳାଇ ନିର୍ବାଚନ ପାଇଁ ଯୋଜନା କରୁଛି ଆନ୍ଧ୍ର । ଆନ୍ଧ୍ରପ୍ରଦେଶର ସାଲୁରୁ ବ୍ଲକ ନିର୍ବାଚନ ପକ୍ଷରୁ…

ନଡ଼ିଆ ବଢ଼ାଏ ରୋଗ ପ୍ରତିରୋଧ ଶକ୍ତି, ଜାଣନ୍ତୁ କେମିତି

ଅନେକ ଚମତ୍କାରୀ ଗୁଣରେ ଭରପୂର ହୋଇ ରହିଛି ନଡିଆ । ନଡ଼ିଆରେ ଭିଟାମିନ୍‌ , ମିନେରାଲ୍‌, କାର୍ବୋହାଇଡ୍ରେଡ୍‌ ଓ ପ୍ରୋଟିନ୍‌ ରହିଛି। ଏଥିରେ ଅଧିକ ମାତ୍ରାରେ ଜଳୀୟଅଂଶ ରହିଥିବାରୁ ଶରୀର ହାଇଡ୍ରେଟ୍‌ ରହିଥାଏ। ଏପରିକି…

ଦହି ପାଣି ପିଇବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ ଜାଣନ୍ତୁ

ଦହି ଖାଇବାକୁ ଲୋକମାନେ ବହୁତୁ ପସନ୍ଦ କରିଥାନ୍ତି। ଏହା ଶୁଭ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଏ। ଦହିକୁ ବିଭିନ୍ନ ତରକାରୀ ପ୍ରସ୍ତୁତ କଲା ବେଳେ ବ୍ୟବହାର କରାଯାଏ। ସାଲାଡ଼ରେ ଦହି ପକାଇଲେ ଏହାର ସ୍ୱାଦ ଦ୍ୱିଗୁଣିତ…

ବିଷାକ୍ତ ଖାଦ୍ୟ ଖାଇ ୬ ଅଙ୍ଗନବାଡି ଶିଶୁ ଗୁରୁତର

ମାଲକାନଗିରି,୩ ।୨: ମାଲକାନଗିରିର ଏକ ଅଙ୍ଗନବାଡି କେନ୍ଦ୍ରରେ ଅଘଟଣା ଘଟିଛି । ବିଷାକ୍ତ ଖାଦ୍ୟ ଖାଇ ୬ ଶିଶୁ ଗୁରୁତର ହୋଇଛନ୍ତି । ଝାଡାବାନ୍ତି ଯୋଗୁଁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ହଟିଲା ଅନ୍ଧାର: ପଳାଶୁଣି ଛକରୁ ଲିଙ୍ଗିପୁର ଛକ ଆଲୋକୀକରଣ

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): କଟକ -ପୁରୀ ବାଇପାସ୍ ରାସ୍ତାରୁ ହଟିଲା ଅନ୍ଧାର । ପଳାଶୁଣି ଛକରୁ ଲିଙ୍ଗିପୁର ଛକ ଯାଏ ୧୨ କିମି ରାସ୍ତାରୁ ଅନ୍ଧାର ହଟିଛି । ଏହି ଆଲୋକୀକରଣ ବ୍ୟବସ୍ଥାର ଆଜି ଉଦଘାଟନ କରିଛନ୍ତି…