Browsing Category

Featured

କରୋନାରେ ଜଣେ ମୃତ, ୧୮୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୮୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦୬ ଓ ସ୍ଥାନୀୟ ଅଞ୍ଚଳରୁ…

ଟିକା ବଢ଼ାଇଲା ଟେନସନ: ଟିକାକରଣ ପରେ ୫୧ ଅସୁସ୍ଥ, ଜଣେ ଗୁରୁତର

ନୂଆଦିଲ୍ଲୀ, ୧୭ା୧: ଗତକାଲିଠାରୁ ସମଗ୍ର ଦେଶରେ ଟିକାକରଣର ଶୁଭାରମ୍ଭ ହୋଇଛି । ସମଗ୍ର ଭାରତବର୍ଷରେ ଟିକାକରଣର ସଫଳତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଥିଲେ ମଧ୍ୟ ଏନେଇ ଏକ ଖବର ସାମନାକୁ ଆସିଛି ।…

ଖୁସିଖବର : ଏଣିକି ଲିପଷ୍ଟିକ୍ ଦେବ ଯୁବତୀଙ୍କୁ ସୁରକ୍ଷା

ଦେଶରେ ମହିଳାଙ୍କ ଉପରେ ହେଉଥିବା ଯୌନ ଶୋଷଣକୁ ରୋକିବା ପାଇଁ ଉତ୍ତରପ୍ରଦେଶର ବାରାଣାସୀର ଜଣେ ଯୁବକ ଏକ ସ୍ୱତନ୍ତ୍ର ଲିପଷ୍ଟିକ୍ ପ୍ରସ୍ତୁତ କରିଛନ୍ତି । ଏହା ସାଧାରଣ ଲିପଷ୍ଟିକ୍ ନୁହେଁ, ବରଂ ଏଥିରେ ରହିଛି…

ଆସନ୍ତାକାଲିଠାରୁ ପୁଣି ଚାଲିବ କୋଭିଡ ଟିକାକରଣ

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ଗତକାଲିଠାରୁ କୋଭିଡ ଟିକାକରଣର ଶୁଭାରମ୍ଭ ହୋଇଛି । ତେବେ ଆଜି ରବିବାର ଥିବାରୁ ଟିକାକରଣକୁ ବନ୍ଦ ରଖାଯାଇଛି । ଆସନ୍ତାକାଲିଠାରୁ ପୁଣି ଟିକାକରଣ କାର୍ଯ୍ୟ ଆରମ୍ଭ ହେବ । ଏନେଇ…

ବଢ଼ିଲା ପ୍ରଦୀପଙ୍କ ସମସ୍ୟା: ଦାୟର ହେଲା ଆଉ ଏକ ମାମଲା

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ବେଆଇନ ଅର୍ଥ ଠୁଳ ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପିଛା ଛାଡ଼ୁନାହିଁ ବିବାଦ । ପ୍ରଦୀପଙ୍କ ନାମରେ ଆଉ ଏକ…

ନିଲମ୍ବିତ ହେଲେ ଦୁଇ ପୋଲିସ ଅଧିକାରୀ

ପୁରୀ, ୧୭ା୧ (ଓଡିଶା ଭାସ୍କର): ପୁରୀ ସଦର ଥାନା ମହିଳା ଏସଆଇ ଅତଶି ଜେନାଙ୍କୁ ନିଲମ୍ବିତ କରାଯାଇଛି । ଜୁଆ ଆଡ୍ଡାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ସେହିପରି…