Browsing Category

Featured

ଜୁଲାଇ ୩ରେ ହେବ JEE ଆଡଭାନ୍ସଡ

ନୂଆଦିଲ୍ଲୀ,୭ ।୧: ଆସନ୍ତା ଜୁଲାଇ ୩ ତାରିଖରେ ହେବାକୁ ଯାଉଛି JEE ଆଡଭାନ୍ସଡ । ପରୀକ୍ଷାର ପରିଚାଳନା କରିବ ଆଇଆଇଟି ଖଡଗପୁର । ଚଳିତବର୍ଷରେ ବି ପରୀକ୍ଷା ନିୟମ ହୋକଳ ହୋଇଛି । +୨ରେ ୭୫ ପ୍ରତିଶତ ନମ୍ବର ବାଧ୍ୟତାମୂଳକ…

କଟକଣା ସହ ରାଜ୍ୟରେ ପାଳିତ ହେବ ଗଣତନ୍ତ୍ର ଦିବସ

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଅନେକ ଦିଗରେ କଟକଣା ମଧ୍ୟ ହଟାଯାଉଛି । ଏହାରି ମଧ୍ୟରେ ରାଜ୍ୟରେ କୋଭିଡ ନିର୍ଦ୍ଦେଶାବଳୀ ସହ ଗଣତନ୍ତ୍ର ଦିବସ ପାଳିତ ହେବାକୁ ଯାଉଛି ।…

ମଦୁଆ ଙ୍କ ପାଇଁ ଖୁସି ଖବର!ରାଜ୍ୟରେ ଖୋଲିବ ବାର, ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର):  ମଦୁଆ ମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ମଦ ପିଇବା ପାଇଁ ଆଉ ହନ୍ତସନ୍ତ ହେବାକୁ ପଡିବ ନାହିଁ । କରୋନା ମହାମାରୀ ହେତୁ ପାଖାପାଖି ୯ ମାସ ବନ୍ଦ ରହିବା ପରେ ରାଜ୍ୟ ରେ ଖୋଲିବାକୁ…

ନଡ଼ିଆ ବଢ଼ାଏ ରୋଗ ପ୍ରତିରୋଧ ଶକ୍ତି, ଜାଣନ୍ତୁ କେମିତି

ଅନେକ ଚମତ୍କାରୀ ଗୁଣରେ ଭରପୂର ହୋଇ ରହିଛି ନଡିଆ । ନଡ଼ିଆରେ ଭିଟାମିନ୍‌ , ମିନେରାଲ୍‌, କାର୍ବୋହାଇଡ୍ରେଡ୍‌ ଓ ପ୍ରୋଟିନ୍‌ ରହିଛି। ଏଥିରେ ଅଧିକ ମାତ୍ରାରେ ଜଳୀୟଅଂଶ ରହିଥିବାରୁ ଶରୀର ହାଇଡ୍ରେଟ୍‌ ରହିଥାଏ। ଏପରିକି…

ବାର୍ଡ ଫ୍ଲୁ ଆଶଙ୍କା ନେଇ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ବାର୍ଡ ଫ୍ଲୁ ଆଶଙ୍କା ନେଇ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍‌ ଗଠିତ ହୋଇଛି । ଅସ୍ବାଭାବିକ ଭାବେ ପକ୍ଷୀ ମୃତ୍ୟୁ ହେଲେ ଏହା ମାଧ୍ୟମରେ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଜାରି ହୋଇଥିବା…

କାଲି ୧୦ଟାରୁ ଟିକାକରଣ ଡ୍ରାଏ ରନ୍

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): କାଲି ଦିନ ୧୦ଟାରେ କୋଭିଡ ଟିକାକରଣ ପାଇଁ ଅଭ୍ୟାସ ହେବ । ସବୁ ଜିଲ୍ଲା ଓ ପୌର ନିଗମରେ ୨ ଘଣ୍ଟା ପାଇଁ ଚାଲିବ ଡ୍ରାଏ ରନ୍ । ଏଥିପାଇଁ ସବୁ ଜିଲ୍ଲାପାଳ ଓ କମିସନରଙ୍କୁ ସ୍ୱାସ୍ଥ୍ୟ…