CHARIDHAM
Browsing Category

Featured

ପରୀ ହତ୍ୟା ମାମଲା: ଅଭିଯୁକ୍ତର ନାର୍କୋ ଟେଷ୍ଟ ଶୁଣାଣି ଆଜି

ନୟାଗଡ଼, ୮ା୧ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲା ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ ଶୁଣାଣି ହେବ । ଏନେଇ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ନାବାଳକକୁ ହାଜର କରିଛି ଏସଆଇଟି ।…

ରାଜ୍ୟରେ ଆଜି ୨୪୫ ପଜିଟିଭ୍ ଚିହ୍ନଟ, ୨ ମୃତ

ଭୁବନେଶ୍ୱର,୮।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୨୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…

ଆଜିଠାରୁ ଖୋଲିଲା ସ୍କୁଲ: ପରିଦର୍ଶନ କଲେ ମନ୍ତ୍ରୀ

ଭୁବନେଶ୍ୱର, ୮ା୧ (ଓଡିଶା ଭାସ୍କର): ଦୀର୍ଘଦିନର ପ୍ରତୀକ୍ଷା ପରେ ଆଜିଠାରୁ ଖୋଲିଛି ସ୍କୁଲ । ସ୍କୁଲ ଖୋଲିବା ନେଇ ସରକାରଙ୍କ ତରଫରୁ ଏକ ଗାଇଡଲାଇନ ପ୍ରସ୍ତୁତ କରାଯାଇଥିଲା । ପୂର୍ବରୁ ଏନେଇ ସ୍କୁଲ ଓ ଗଣଶିକ୍ଷା…

ରାଜଧାନୀରେ ‘ମୋ ଖତ’ର ଶୁଭାରମ୍ଭ

ଭୁବନେଶ୍ୱର,୮ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିଏମସି ଅଞ୍ଚଳର ପରିମଳରୁ ପ୍ରସ୍ତୁତ…

ଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ

ମାଲକାନଗିରି, ୮ା୧ (ଓଡିଶା ଭାସ୍କର): ମାଲକାନଗିରି ଦାନ୍ତେୱାଡ଼ାରେ ଆଜି ୧୪ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ମାଓବାଦୀଙ୍କ ମଧ୍ୟରୁ ଦୁଇଜଣ ବାମନ ମିଡ଼ିଆମି ଓ ରାଜୁ ମିଡ଼ିଆମିଙ୍କ ନାମରେ ଲକ୍ଷେ ଟଙ୍କାର…

୧୧ରେ ଖୋଲିବ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଇଞ୍ଜିନିୟରିଂ କଲେଜ

ଭୁବନେଶ୍ୱର, ୮ା୧ (ଓଡିଶା ଭାସ୍କର): ଆସନ୍ତା ୧୧ ତାରିଖରେ ରାଜ୍ୟରେ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଇଞ୍ଜିନିୟରିଂ କଲେଜକୁ ଖୋଲିବାକୁ ଅନୁମତି ମିଳିଛି । କୋଭିଡ ସଂକ୍ରମଣକୁ ବିଚାର କରି ଏପରି ନିଷ୍ପତ୍ତି ନିଆଯାଇଛି…

ଆରମ୍ଭ ହେଲା କରୋନା ଟିକାକରଣ ଡ୍ରାଏ ରନ୍

ଭୁବନେଶ୍ୱର, ୮ା୧ (ଓଡିଶା ଭାସ୍କର): ଆଜିଠାରୁ ସମଗ୍ର ଦେଶରେ ଆରମ୍ଭ ହୋଇଛି କରୋନା ଟିକାକରଣ ଡ୍ରାଏ ରନ । ଦେଶର ମୋଟ ୭୩୬ଟି ଜିଲ୍ଲାରେ ଡ୍ରାଏ ରନ ଆରମ୍ଭ ହୋଇଛି । ରାଜ୍ୟର ପ୍ରତି ଜିଲ୍ଲାର ୩ଟି ସ୍ଥାନରେ ରିହସସାଲ…

ଦେଶରେ ଦିନକରେ ୨୩୪ ମୃତ, ୧୮ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୮ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୩୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୦ ହଜାର ୫୭୦କୁ ବୃଦ୍ଧି ପାଇଛି । ଦିନକରେ ୧୮ ହଜାର ୧୩୯ ଜଣ ଆକ୍ରାନ୍ତ ହୋଇଥିବା…