Browsing Category

Featured

ଭୁବନେଶ୍ୱରରୁ ଆଜି ୫ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର, ୧୬ା୬(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ୧୦୮ ପଜିଟିଭ୍ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ କରୋନା ଆକ୍ରାନ୍ତ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ୩ଜଣ…

ଆସନ୍ତା ୧୮ରେ ରଥଯାତ୍ରା ଶୁଣାଣି

ପୁରୀ, ୧୬ା୬(ଓଡ଼ିଶା ଭାସ୍କର): ଆସନ୍ତା ଜୁନ ୨୩ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ସଂକ୍ରମଣ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରଥଯାତ୍ରା ହେବ କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ…

କାହିକିଁ ଆତ୍ମହତ୍ୟା କରିଥିଲେ ସୁଶାନ୍ତ? ମରିବାର କିଛି ଘଣ୍ଟା ପୂର୍ବରୁ ନିଜେ କହିଥିଲେ କାରଣ

ବଲିଉଡ ଜଗତର ସଫଳ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ୧୪ ଜୁନରେ ବାନ୍ଦ୍ରାସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । କିନ୍ତୁ ମୃତ୍ୟୁ ପଛର ପ୍ରକୃତ କାରଣ…

ଭାରତ-ଚୀନ୍ ସୀମାରେ ଉତ୍ତେଜନା: ୩ ଯବାନ ସହିଦ

ଭାରତ ଓ ଚୀନ୍ ମଧ୍ୟରେ ସୀମାକୁ ନେଇ ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଲଦାଖର ଗଲୱାନ ଉପତ୍ୟକାରେ ଭାରତ-ଚୀନ୍ ଯବାନ୍ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ଭାରତର ଜଣେ ଅଦିକାରୀ ଓ ୨ ଯବାନ ସହିଦ ହୋଇଛନ୍ତି…

ରାଜ୍ୟରେ ବଢ଼ିଲା ବସ୍ ଭଡ଼ା, ଜାଣନ୍ତୁ କେଉଁ ବସ୍ ପିଛା କେତେ

ଭୁବନେଶ୍ୱର, ୧୬ା୬(ଓଡ଼ିଶା ଭାସ୍କର): ଦିନକୁ ଦିନ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ତୈଳଦର ବୃଦ୍ଧି ହେବା ପରେ ରାଜ୍ୟରେ ଘରୋଇ ବସର ଭଡ଼ା ବଢ଼ିଛି । ସାଧାରଣ ବସ୍ ଭଡ଼ା ୩ ପଇସା ଲେଖାଏଁ ବଢ଼ି କିଲୋମିଟର ପିଛା ୭୦ ପଇସା…

କରୋନାକୁ ନେଇ ୧୩ ବର୍ଷ ପୂର୍ବେ ବୈଜ୍ଞାନିକଙ୍କ ଚେତାବନୀ: କହିଥିଲେ – ବିଶ୍ୱ ପାଇଁ ଚୀନ୍ ପାଖରେ ରହିଛି ‘ଟାଇମ୍ ବମ୍’

ସୁରକ୍ଷାକୁ ନେଇ ଦିଆଯାଇଥିବା ଅନେକ ଚେତାବନୀକୁ ଲୋକମାନେ ଫୁ କରି ଉଡାଇଦିଅନ୍ତି । କିନ୍ତୁ ସେପରି କିଛି ଘଟିବା ପରେ ସମସ୍ତଙ୍କ ମୁଣ୍ଡରେ ଚେତା ପଶିଥାଏ ଓ ସେହି ଘଟଣା ଉପରକୁ ସମସ୍ତଙ୍କ ନଜର ଯାଇଥାଏ । ଆପଣ ଜାଣି…

ରଥ ନୀତି ପାଇଁ ଅନୁମତି ପତ୍ର

ପୁରୀ, ୧୬ା୬(ଓଡ଼ିଶା ଭାସ୍କର): ଆସନ୍ତା ଜୁନ ୨୩ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ହେବ କି ନାହିଁ ସେନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ଏହାରି ମଧ୍ୟରେ ଆଜି ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ…