Browsing Category
Featured
ପୁଣି ବଢିଲା ଜରିମାନା: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୩୧ ।୭(ଓଡିଶା ଭାସ୍କର): ଗୀତଗୋବିନ୍ଦ ସଦନରେ ଆଜି ରାଜ୍ୟର କରୋନା ଅପଡେଟ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ କହିଛନ୍ତି ଯେ, ଜୀବନ ବଞ୍ଚାଇବା ଓ ଭିତ୍ତିଭୂମି ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ…
ଅଗଷ୍ଟ ମାସରେ କିପରି ଚାଲିବ ସରକାରୀ ଅଫିସ? ଜାଣନ୍ତୁ କ’ଣ କହିଲେ ପ୍ରଶାସନ
ଭୁବନେଶ୍ୱର,୩୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମରୀ ବଢି ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ପ୍ରଶାସନ ପକ୍ଷରୁ ଆଗାମୀ ମାସ ଅର୍ଥାତ୍ ଅଗଷ୍ଟରେ ସରକାରୀ କାର୍ଯ୍ୟାଳୟଗୁଡିକର କାର୍ଯ୍ୟକାରିତା…
Ayodhya bhumi Pujan: PM to reach at 11.15AM
Ayodhya, 31/7: Prime Minister Narendra Modi will reach Ayodhya at 11.15 Am on 5th August for the Bhumi Pujan. PM Modi will visit Hanumangarhi and from there he will visit the venue…
ଭୁବନେଶ୍ୱରରେ ପୁଣି ବାହାରିଲେ ପଜିଟିଭ୍: ଆଜି ୧୨୮ ଚିହ୍ନଟ
ଭୁବନେଶ୍ୱର, ୩୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ ତୀବ୍ରଭାବେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ଆଜି ପୁଣି ରାଜଧାନୀ ଭୁବନେଶ୍ୱରୁ ୧୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୫…
କଟକ ସହରରୁ ଆଜି ୨୨ କରୋନା ଆକ୍ରାନ୍ତ ଚିହ୍ନଟ
କଟକ, ୩୧ା୭(ଓଡ଼ିଶା ଭାସ୍କର): କଟକ ସହରରୁ ଆଜି ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୭ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ…
ରାଉରକେଲାରେ ପ୍ଲାଜମା ଥେରାପି ଚିକିତ୍ସା ସେଣ୍ଟର ଉଦଘାଟିତ
ରାଉରକେଲା,୩୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ମାଡି ଚାଲିଥିବା ବେଳେ ପ୍ଲାଜମା ଥେରାପି ସଫଳ ରେଜଲ୍ଟ ଆଣିଛି । ଏନେଇ ଭୁବନେଶ୍ୱର ପରେ ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ଚିକିତ୍ସା ସେଣ୍ଟର…
ବର୍ଷା ଓ ବଜ୍ରପାତକୁ ନେଇ ଆଗାମୀ ୧୮ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୩୧ା୭(ଓଡ଼ିଶା ଭାସ୍କର): ଶ୍ରାବଣ ମାସ ହୋଇଥିଲେ ମଧ୍ୟ ବର୍ଷାର ଦେଖା ନାହିଁ । ଏହାସହ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି କିନ୍ତୁ ବର୍ଷା ହେବା ବଦଳରେ ପ୍ରଚଣ୍ଡ ଖରାକୁ ତାତି ବଢ଼ିବାରେ ଲାଗିଛି । ଏହାରି…
ରାଜ୍ୟର ଆଉ ଏକ ଜିଲ୍ଲାରେ ଅଗଷ୍ଟ ୩୧ ଯାଏଁ ଲାଗୁ ରହିବ କଟକଣା
ଅନୁଗୁଳ, ୩୧ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ରାଜ୍ୟର ସମସ୍ତ ଜିଲ୍ଲାରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି କଟକଣା ଲାଗୁ କରାଯାଉଛି । ସେହିପରି ଅନୁଗୁଳରେ…
Rhea Chakraborty a ‘supari killer, vishkanya’: Bihar Minister
Bihar MinisterMaheshwar Hazari has called the so-called girlfriend of the late actor Sushant Singh Rajput Rhea Chakraborty a " Supari killer, Vish Kanya". This development came…
ଘାଣ୍ଟୁଛି କ୍ରାଇମବ୍ରାଞ୍ଚ: ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଶ୍ରୀଙ୍କୁ ଜେରା, ଖୋଲିବ ଗୁମର
ଭୁବନେଶ୍ୱର,୩୧ ।୭(ଓଡିଶା ଭାସ୍କର): ସମାଜସେବୀ ଆଦିତ୍ୟ ସୁନ୍ଦର ଦାଶଙ୍କ ମୃତ୍ୟୁ ମାମଲା ଅନେକ ଦିନ ବିତି ଯାଇଥିଲେ ବି ତାହା ହତ୍ୟା ନା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇପାରୁନାହିଁ । ଅନ୍ୟପଟେ ଏହି ମାମଲାର…