Browsing Category

Featured

ଅବପାତ ରୂପ ନେଲା ଲଘୁଚାପ

ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ରୂପ ନେଇଛି ଲଗୁଚାପ । ପାରାଦୀପ ଠାରୁ ଦକ୍ଷିଣରେ ୧୧୦୦ କିମି ଦୂରରେ ରହିଛି । ଦୀଘାଠାରୁ ୧୨୫୦ କିମି ଦୂରରେ ଅବସ୍ଥିତ ରହିଛି । ସନ୍ଧ୍ୟା…

ଏଣିକି ଘରେ ହେବ କ୍ୟାସ୍ ଡେଲିଭରୀ

କରୋନା ଭାଇରସରୁ ରକ୍ଷାପାଇବା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଜାରି ରହିଛି । ତୃତୀୟ ପର୍ଯ୍ୟାୟ ଲକ୍-ଡାଉନ ମେ ୧୭ରେ ଶେଷ ହେବା ସହ ୧୮ରୁ ଚତୁର୍ଥ ପର୍ଯ୍ୟାୟ ଲକ୍-ଡାଉନ୍ ଆରମ୍ଭ ହେବ । କିନ୍ତୁ ଏହା ତୃତୀୟ ପର୍ଯ୍ୟାୟ…

କରୋନା ଯୁଦ୍ଧ ଜିତିଲେ ୪୨ ବିଏସଏଫ୍ ଯବାନ୍, ଭାଇରାଲ ହେଉଛି ତାଙ୍କର ଜବରଦସ୍ତ ଡ୍ୟାନ୍ସ

ଦିଲ୍ଲୀରେ ଡ୍ୟୁଟି ଦେବା ସମୟରେ କରୋନା କବଜାରେ ଆସିଥିବା ବିଏସଏଫ ଯବାନ ଏହି ଯୁଦ୍ଧରେ ବି ବାଜିମାର କରିଛନ୍ତି । ଯବାନମାନେ କୋଭିଡ୍-୧୯କୁ ହରାଇଦେଇଛନ୍ତି । ରାଜସ୍ଥାନ ଯୋଧପୁର ଏମ୍ସରେ ଚିକିତ୍ସିତ ହେଉଥିବା ୪୨ ଜଣ…

ଚିହ୍ନଟ ହୋଇଥିବା ନୂଆ ୬୫ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୬୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ନୂଆ ୬୫କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିବା ୪ପଜିଟିଭ…

କ୍ୱାରେଣ୍ଟାଇନରେ ସାପ କାମୁଡିବାରୁ ଚାଲିଗଲା ଜୀବନ

ଲକ୍-ଡାଉନରେ ସବୁଠାରୁ ଅଧିକ କ୍ଷତି ପଡୁଛନ୍ତି ପ୍ରବାସୀ ଶ୍ରମିକ । ଚାଲି ଚାଲି ଘରକୁ ଫେରୁଥିବା ବେଳେ ଗାଡି ମାଡିଯାଉଛି ତ କ୍ୱାରେଣ୍ଟାଇନରେ କାହାର ଜୀବନ ଚାଲିଯାଉଛି । ସେହିପରି ଉତ୍ତରପ୍ରଦେଶ ବଜୀରଗଞ୍ଜ ଅଞ୍ଚଳର…

ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୬।୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାସହ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଛି।  ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ  ଯାଜପୁର - ୩୧,…

ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ  ରୂପ ସହ ୧୫୦କିମି ବେଗରେ ବହିପାରେ ପବନ!

ଭୁବନେଶ୍ୱର,୧୬।୫(ଓଡ଼ିଶା ଭାସ୍କର):   ଆଜି ବାତ୍ୟାର ରୂପ ନେବାର ସମ୍ଭାବନା ରହିିିଛି ସାମୁଦ୍ରିକ ଝଡ 'ଅମ୍ଫାନ୍' । ପାଣିପାଗ ସଂସ୍ଥା ମାନଙ୍କ ଆକଳନ ଅନୁସାରେ  ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ  ରୂପ ସହ ୧୫୦କିମି…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୩ ପ୍ରବାସୀ ଶ୍ରମିକ ମୃତ, ୧୫ ଆହତ

ଉତ୍ତରପ୍ରଦେଶ,୧୬।୫: ଉତ୍ତରପ୍ରଦେଶ ଔରେୟା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇ ୨୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହାସହ ଦୁର୍ଘଟଣାରେ ୧୫ ପ୍ରବାସୀ ଶ୍ରମିକ ଗୁରୁତର ଭାବେ ଆହତ…