Browsing Category

Featured

ଶରୀରର ବହୁ ରୋଗକୁ ଦୂର କରିଥାଏ ଦହି

ଆମ ଶରୀର ପାଇଁ ଦହି ଅତ୍ୟନ୍ତ ଗୁଣକାରୀ ଭାବେ ପ୍ରମାଣିତ ହୋଇଛି । କିନ୍ତୁ ଏଥିରେ ଯଦି କିଛି ଜିନିଷକୁ ମିଶ୍ରଣ କରି ସେବନ କରାଯାଏ, ତେବେ ତାହା ବହୁ ରୋଗରୁ ଆମକୁ ବଞ୍ଚାଇବାରେ ସାହାର୍ଯ୍ୟ କରିଥାଏ । ଏଥିରେ ଥିବା…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲାର ବରି ବ୍ଲକର…

ସଚିବାଳୟ କର୍ମଚାରୀଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ତେଣୁ କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭାଗ ଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରିଥିଲେ । କ୍ରିଟିକାଲ ଓ ପାର୍ସିଆଲି…

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ସୁସ୍ତ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ରାଜ୍ୟର କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

ଓଡ଼ିଆଙ୍କୁ ସସମ୍ମାନେ ଓ ସୁରକ୍ଷିତ ଫେରାଇ ଆଣିବା ପାଇଁ ଅପରେସନ ଶୁଭଯାତ୍ରା

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ବିରୋଧୀ ଲଢ଼େଇରେ ଏହି ସବୁ ନୀତିକୁ ରାଜ୍ୟ ସରକାର ଆପଣେଇଛନ୍ତି । ଯାହା ବି କରନ୍ତୁ ମାନବିକତା…

ମଦ ଦୋକାନୀ ସଂଘର ଦାବି :ଖୋଲା ନ ଯାଉ ମଦ ଦୋକାନ!

 ଭୁବନେଶ୍ୱର :୨ l ୫ (ଓଡିଶା ଭାସ୍କର ): ଦେଢ଼ମାସ ହେବ ଦୋକାନ ବନ୍ଦ l ଚୋରା ରେ ମିଳୁଛି ହେଲେ ତିନିଗୁଣ ଦାମ l ଯାହା ମଦୁଆଙ୍କ ମୁଣ୍ଡ କୁ ପିତ୍ତ ଚଢାଇ ଦେଇଥିଲା l ଏମିତିକା ଅବସ୍ଥାରେ ଆସନ୍ତା ଚାରି ତରିଖରୁ…

କୋଟି କୋଟି ଲୋକଙ୍କ ଖାତାକୁ ପଠାଯିବ ୫୦୦ ଟଙ୍କା, ଜାଣନ୍ତୁ କେବେ ଓ କିପରି ଉଠାଇବେ?

କରୋନା ସଙ୍କଟ ବଢୁଥିବାରୁ ଲକ୍-ଡାଉନ୍ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏଥିରେ ଗରୀବମାନେ ବେଶୀ ପ୍ରଭାବିତ ହେଉଥିବାର ଦେଖିବାକୁ ମିଳୁଛି । ଏନେଇ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଗରୀବ ମହିଳାଙ୍କ…

ସଂଜୀବ ଚୋପ୍ରାଙ୍କୁ ମିଳିଲା ନୋଡ଼ାଲ ଅଫିସରର ଦାୟିତ୍ୱ

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ନୋଡ଼ାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ନୋଡ଼ାଲ ଅଫିସର ଭାବେ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…