Browsing Category

Featured

୧୬ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୪/୮(ଓଡିଶା ଭାସ୍କର): ନକ୍ସଲମାନଙ୍କ ସହିଦ୍ ସପ୍ତାହ ପାଳନ ହେବାର ସପ୍ତାହେ ନ ପୁରୁଣୁ ୧୬ଜଣ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏଭଳି ଘଟଣା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼…

ଧନପ୍ରାପ୍ତି ପାଇଁ ଶୁକ୍ରବାର ରାତି ୧୨ ଟା ପରେ ଗୁଜୁରାତିର ଏପରି କରନ୍ତୁ ବ୍ୟବହାର

ଧନପ୍ରାପ୍ତ କରିବାକୁ କିଏ ବା ନଚାହେଁ । ଆସନ୍ତୁ ଜାଣିବା ଗୁଜୁରାତିର ଏକ ସରଳ ଉପାୟ, ଯାହାଦ୍ୱାରା ଆପଣଙ୍କୁ ଧନ-ସମ୍ପତ୍ତି ମିଳିବା ସହ ଆପଣଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ ହେବ । ମନେରଖନ୍ତୁ ଯେ ଏହି ଉପାୟ ଆପଣ ଶୁକ୍ରବାର…

କେଉଁ ବୟସରେ କେତେ ଓଜନ ରହିବା ଆବଶ୍ୟକ ଜାଣନ୍ତୁ

ସୁସ୍ଥ ଓ ନିଜର ଓଜନ ଠିକ ରଖିବା ପାଇଁ ମଣିଷକୁ ସଠିକ୍ ଖାଦ୍ୟପେୟ କରିବାକୁ ପଡିଥାଏ। କାରଣ ଓଜନ ଠିକ ନଥିଲେ ବହୁ ପ୍ରକାର ରୋଗ ହୋଇଥାଏ। ଶରୀରର ଓଜନ କହିଥାଏ ଆପଣ ସୁସ୍ଥ ଅଛନ୍ତି କି ଅସୁସ୍ଥ। ଯଦି ଆପଣଙ୍କ ଓଜନ ବୟସ…

ଜାଣନ୍ତୁ, ଆଜି କଣ ରହିଛି ଆପଣଙ୍କ ରାଶିରେ (ଶୁକ୍ରବାର, ୧୪ା୮ା୨୦୨୦)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି…

ଖୁସି ଖବର: ରାଜ୍ୟରେ ଆଜି ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୩/୮ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୭୯୦୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

କର୍କଟ ପୀଡ଼ିତା ମେଧାବୀ ଛାତ୍ରୀଙ୍କୁ ସହାୟତା ଯୋଗାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୮ (ଓଡ଼ିଶା ଭାସ୍କର): କର୍କଟ ପୀଡ଼ିତା ଛାତ୍ରୀ ମୋନାଲିସାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ…

ସ୍କୁଲରେ କିପରି ପାଳନ ହେବ ଅଗଷ୍ଟ ୧୫, ଆସିଲା ଗାଇଡ଼ଲାଇନ

ଭୁବନେଶ୍ୱର, ୧୩ା୮ (ଓଡ଼ିଶା ଭାସ୍କର): କରୋନା ପାଇଁ ସ୍କୁଲରେ ସ୍ୱାଧୀନତା ଦିବସ କିପରି ପାଳନ ହେବ ସେନେଇ ଗାଇଡ଼ଲାଇନ ଜାରି ହୋଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଗାଇଡ଼ଲାଇନ ଜାରି ହୋଇଥିବା ସୂଚନା ମିଳିଛି ।…

ଭୁବନେଶ୍ୱରରେ ସ୍ଥିତି ସଙ୍ଗୀନ! ଆଜି ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଭୁବନେଶ୍ୱର, ୧୩ା୮ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ପ୍ରତିଦିନ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି…