Browsing Category

Featured

ରଥ ନିର୍ମାଣ ପ୍ରସଙ୍ଗ, କେନ୍ଦ୍ରଠୁ ଅନୁମତି ମାଗିଲା ରାଜ୍ୟ

ପୁରୀ, ୬ା୫(ଓଡ଼ିଶା ଭାସ୍କର): ମହାପ୍ରଭୁଙ୍କ ରଥ ନିର୍ମାଣରେ ବିଳମ୍ବ ହୋଇଛି । ଆଜି ଏହି ପ୍ରସଙ୍ଗରେ କେନ୍ଦ୍ରଠାରୁ ଅନୁମତି ମାଗିଛି ରାଜ୍ୟ । ଏହାସହ ଏହି ରଥଯାତ୍ରା ନିର୍ମାଣ ପ୍ରସଙ୍ଗରେ ନନ୍ଦିଘୋଷ ମୁଖ୍ୟ ମହାରଣା ବିଜୟ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୭୮କୁ ବୃଦ୍ଧି  

ଭୁବନେଶ୍ୱର, ୬ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୭୮କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ଜଣକ ବାଲେଶ୍ୱରର ବୋଲି ଜଣାପଡ଼ିଛି । ବାଲେଶ୍ୱରରେ…

ବାଣ ବିସ୍ଫୋରଣରେ ଚାଲିଗଲା ୨ ନିରୀହ ଶିଶୁଙ୍କ ଜୀବନ

କାମାକ୍ଷାନଗର, ୬ା୫(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ସ୍ଥିତ ତୁମୁସିଙ୍ଗା ଥାନା ଅର୍ନ୍ତଗତ ସୋଗର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସୋଗର ଗ୍ରାମର କାମାକ୍ଷାନଗରରେ ଅଗ୍ନିକାଣ୍ଡ ଘଟି ବାଣ ବିସ୍ପୋରଣ ଘଟିଛି । ସେଠାରେ…

ନୟାଗଡ଼ ଗସ୍ତରେ ୫ଟି ସଚିବ

ଭୁବନେଶ୍ୱର, ୬ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ରାଜ୍ୟର ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ।…

କରୋନା ମୁକାବିଲା, ଦୁଇ ବରିଷ୍ଠ ଅଧିକାରୀଙ୍କୁ ଗଞ୍ଜାମ ଦାୟିତ୍ୱ

ଭୁବନେଶ୍ୱର, ୬ା୫(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଗଞ୍ଜାମ ଜିଲ୍ଲାରେ ୪କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦୁଇ ବରିଷ୍ଠ ଅଧିକାରୀଙ୍କୁ ଗଞ୍ଜାମ ଦାୟିତ୍ୱ…

ଦେଶରେ କରେନା ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି

ନୂଆଦିଲ୍ଲୀ, ୬ା୫: ଦେଶରେ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି ପାଇଥିବା ବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯ହଜାର ୩୯୧ ରହିଛି । ବର୍ତ୍ତମାନ…