Browsing Category
ଜୀବନଚର୍ଯ୍ୟା
ଜାଣନ୍ତୁ କାହିଁକି ହୁଏ ହାର୍ଟ ଆଟାକ୍, ଏଥିରୁ କେମିତି ପାଇବେ ରକ୍ଷା
ହାଟ୍ ଆଟାକ୍ ବା ହୃଦଘାତ ଆଜିକାଲି ପ୍ରାୟ ସମସ୍ତଙ୍କୁ ହେଉଥିବାର ଲକ୍ଷ୍ୟ କରାଯାଉଛି। ହାର୍ଟ ଆଟାକ୍ ଯାହାକୁ ଆକ୍ୟୁଟୋ ମାଇଓକାର୍ଡିଆଲ ଇସେମିଆ(ଏଏମଇ) କୁହାଯାଏ, ତାହା ହୃଦ୍ଯନ୍ତ୍ରର ମାଂସପେଶୀକୁ ରକ୍ତ ସଞ୍ଚାଳନ…
ପେଟରେ ଟ୍ୟୁମର ହୋଇଥିଲେ ଦେଖାଦିଏ ଏସବୁ ଲକ୍ଷଣ, ଜମା ବି କରିବେନି ହେଳା
ଟ୍ୟୁମରଟି ପେଟର ଯେକୌଣସି ଅଂଶରେ ହୋଇପାରେ। ଯେପରିକି ଏହା ଅନ୍ତନଳୀ କିମ୍ବା ପେଟର ଅନ୍ୟାନ୍ୟ ଅଙ୍ଗରେ ବଢ଼ିପାରେ। ପେଟ ଟ୍ୟୁମର କର୍କଟ ରୋଗ କିମ୍ବା ଅଣକର୍କଟ ରୋଗ ହୋଇପାରେ। ଯେତେବେଳେ ପେଟରେ ଅସ୍ବାଭାବିକ ଫୁଲା…
ଏହି ସମୟ ପରେ ଟିକେଟ୍ ଚେକ୍ କରିପାରିବେନି TTE, ୯୯% ଲୋକ ଜାଣି ନାହାଁନ୍ତ ରେଳବାଇର ଏହି ନିୟମ !
ଭାରତୀୟ ରେଳ ନିୟମ: ଲମ୍ବା ଦୃଷ୍ଟିରୁ ଭାରତୀୟ ରେଳ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । କିନ୍ତୁ ଯେତେବେଳେ ପ୍ରତିଦିନ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା କଥା ଆସେ, ଭାରତୀୟ ରେଳ ବିଶ୍ୱରେ ପ୍ରଥମ ସ୍ଥାନରେ…
ଭାଗ୍ୟଦୋଷ ଦୂରେଇବା ପାଇଁ ଶସ୍ତା-ସହଜ ଉପାୟ
ଓଡ଼ିଶା ଭାସ୍କର: ଚୀନ ବାସ୍ତୁଶାସ୍ତ୍ରରେ ‘ଫେଙ୍ଗ୍ଶୁଇ’ର ବହୁତ ମହତ୍ୱ ରହିଛି। ଏହା ଘରୁ ନକାରାତ୍ମକ ଶକ୍ତିକୁ ଦୂରେଇଥାଏ ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ।
ଚୀନବାସୀଙ୍କ ମାନ୍ୟତା ଅନୁଯାୟୀ ଫେଙ୍ଗଶୁଇ ଉପାୟ…
କେଶ ଝଡ଼ିବା କମ୍ କରିଥାଏ କଫି, ଜାଣନ୍ତୁ କିପରି କରିବେ ବ୍ୟବହାର
ଓଡ଼ିଶା ଭାସ୍କର: ସାଧାରଣତଃ ଆମେ କଫି ପିଇଥାଉ । କିନ୍ତୁ ଏହା କେଶର ସୁନ୍ଦରତା ବୃଦ୍ଧି ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ ।
କେଶକୁ ମଜବୁତ ରଖିବା ସହ ଏହାର ବିକାଶରେ ଭିଟାମିନ୍ ‘ସି’ ଗୁରୁତ୍ୱପୂର୍ଣ୍ଣ ଅଟେ ।…
ଭାରତରେ କେଉଁ ଧର୍ମର ଲୋକ ଅଧିକ ନେଉଛନ୍ତି ଛାଡ଼ପତ୍ର? ଥରେ ନଜର ପକାନ୍ତୁ ଏହି ଲିଷ୍ଟ ଉପରେ…
ଆଜିକାଲି ଅନେକ ଛାଡ଼ପତ୍ର ଖବର ଜାଣିବାକୁ ମିଳୁଛି । ଏଥିରେ ଯୋଡ଼ି ହୋଇଥିବା ନୂଆ ନାଁ ହେଉଛି ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା, ଉଭୟଙ୍କ ମଧ୍ୟରେ ସମ୍ପର୍କ ସୁଧୁରିବ ନାହିଁ ଏବଂ…
ବ୍ୟବସାୟ ପାଇଁ ବାସ୍ତୁ ଟିପ୍ସ; ଏହାସହ ଜାଣନ୍ତୁ କେଉଁ ଦିଗରେ ବସିବେ ଦୋକାନ ମାଲିକ?
ଓଡ଼ିଶା ଭାସ୍କର: ଯଦି ଆପଣଙ୍କ ବ୍ୟବସାୟରେ ବୃଦ୍ଧି ଘଟୁନାହିଁ ଏବଂ ମାନ୍ଦା ହୋଇଯାଇଛି, ତେବେ ଏହି ଟିପ୍ସ୍ ଆପଣଙ୍କ ପାଇଁ ଉପଯୋଗୀ ଅଟେ ।
ଆଜି ବାସ୍ତୁଶାସ୍ତ୍ର ଅନୁସାରେ ଆମେ ଆପଣଙ୍କୁ ଏମିତି କିଛି ଉପଚାର କହିବାକୁ…
Parenting Tips: ପିଲାଙ୍କ ପାଇଁ କେଉଁ Play School ଭଲ କିପରି ଜାଣିବେ? ଆଡିମିଶନ ପୂର୍ବରୁ ମାତା ପିତା ଧ୍ୟାନ ଦିଅନ୍ତୁ ଏହି କଥା
ଓଡ଼ିଶା ଭାସ୍କର: ବାଲ୍ୟକାଳ ହେଉଛି ଜୀବନର ଏକ ଗରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ଏହି ସମୟରେ ପିଲାଙ୍କ ମନ କୋମଳ ଥିବାରୁ ସେମାନଙ୍କ ମଧ୍ୟରେ ଉତ୍ତମ ସଂସ୍କାର ଅଙ୍କୁର ରୋପଣ କରିବା ସହଜ ହୋଇଥାଏ ।
ଏହି ସମୟରେ ପିଲାଙ୍କ…
ଶୀତଦିନେ କାହାକୁ ଛୁଇଁଦେଲେ ଲାଗୁଛି କି ବିଦ୍ୟୁତ୍ ଆଘାତ? କ’ଣ ରହିଛି କାରଣ?
ଓଡ଼ିଶା ଭାସ୍କର: ଶୀତଦିନେ କାହାକୁ ଛୁଇଁଲେ କିମ୍ୱା ହାତ ମିଳାଇଲେ ମାରୁଛି କରେଣ୍ଟ। ଏପରି ଘଟଣା ଅନେକଙ୍କ କ୍ଷେତ୍ରରେ ଘଟୁଥିବା ଦେଖିବାକୁ ମିଳୁଛି। ଏହା ଅନ୍ୟ କୌଣସି ଋତୁରେ ଘଟେନାହିଁ।
ନିର୍ଦ୍ଦିଷ୍ଟ ଭାବରେ…
ଲେଟ୍ ନାଇଟ ଯାଏଁ ପାଠ ପଢୁଥିଲେ ହୋଇପାରେ ଏହି ସମସ୍ୟା, ବଢିପାରେ ହାଇ ବ୍ଲଡପ୍ରେସର
ପିଲାମାନେ ନିଜ ପରୀକ୍ଷାକୁ ନଜରରେ ରଖି ବିଳମ୍ବିତ ରାତି ଯାଏଁ ପାଠ ପଢିଥାନ୍ତି । ଏଥିସହ ନିଦ ନଆସିବା ପାଇଁ ଚା କଫିର ସାହାଯ୍ୟ ନେଇଥାନ୍ତି । ଜାଣନ୍ତି କି ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହିବା ଏବଂ କଫିନଯୁକ୍ତ ଚା’,…