Browsing Category

ଜୀବନଚର୍ଯ୍ୟା

ଶୀତ ଦିନେ ପିଅନ୍ତୁ ଏହି ସ୍ୱାସ୍ଥ୍ୟକର ପାନୀୟ, ଗର୍ଭରେ ସୁସ୍ଥ ରହିବ ଶିଶୁ

ଶୀତ ଦିନେ ତାପମାତ୍ରା ହ୍ରାସ ହେବା ସହ ବିଭିନ୍ନ ପ୍ରକାର ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଶରୀରରେ ରୋଗପ୍ରତିରୋଧକ ଶକ୍ତି କମିଯାଇଥାଏ ଯାହାଦ୍ୱାରା ସର୍ଦ୍ଦି, ଫ୍ଲୁ ଏବଂ ଅନ୍ୟ ଶ୍ୱାସ ସମ୍ବନ୍ଧୀୟ ରୋଗ ମାଡ଼ି…

କ୍ୟାରିୟରରେ ପ୍ରଗତି ପାଇଁ ବୁଧବାର କରନ୍ତୁ ଏହି ଉପାୟ, ମିଳିବ ସଫଳତା

ହିନ୍ଦୁ ଧର୍ମ ଅନୁଯାୟୀ, ସପ୍ତାହର ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ଦେବୀ ଦେବତାଙ୍କୁ ସମର୍ପିତ କରାଯାଇଥାଏ । ବୁଧବାର ଦିନକୁ ବିଘ୍ନହର୍ତ୍ତା ଶ୍ରୀ ଗଣେଶ ଏବଂ ଦେବୀ ଦୁର୍ଗାଙ୍କୁ ସମର୍ପିତ କରାଯାଇଛି । ଶ୍ରୀ ଗଣେଶଙ୍କ…

ହଳଦିଆ ହଟେଇ ପୁଣି ପୂର୍ବ ଭଳି ଚିକଚିକ୍ ଧଳା ଦାନ୍ତ ଫେରିପାଆନ୍ତୁ: କେବଳ ଘରୋଇ ଉପଚାର

ଓଡିଶା ଭାସ୍କର: କଥାରେ ଅଛି ମଣିଷର ହସ ହିଁ ମନର ଭାବନାକୁ ପ୍ରକାଶ କରିଥାଏ। ସମସ୍ତେ ହସ ହସ ମୁହଁକୁ ଭାରି ପସନ୍ଦ କରିଥା'ନ୍ତି। କିନ୍ତୁ ବେଳେ ବେଳେ କିଛି ଜଣଙ୍କୁ ହସ ଲାଗୁଥିଲେ ବି ସେମାନେ ଜାଣିଶୁଣି ନିଜ ହସରେ ଲଗାମ…

ଆପଣଙ୍କ ପାନ୍ କାର୍ଡ ଅସଲି ନା ନକଲି ତାହା ଜାଣିବେ କିପରି? ଅତି ସହଜରେ ଏପରି ଯାଞ୍ଚ କରନ୍ତୁ…

ନୂଆଦିଲ୍ଲୀ: ଲୋକ ମାନଙ୍କୁ ତାଙ୍କ ବ୍ୟବହାର ନିମନ୍ତେ କିଛି ଗୁରୁତ୍ୱପୂର୍ଣ୍ଣ ସରକାରୀ ଦଲିଲ ଦିଆଯାଇଥାଏ। ଏହି ଡକ୍ୟୁମେଣ୍ଟ୍ ମାଧ୍ୟମରେ ପରିଚୟ ଓ ବିଭିନ୍ନ କାର୍ୟ୍ୟ ସହଜ ହେଇଥାଏ। ଏହି ଡକ୍ୟୁମେଣ୍ଟଗୁଡିକରେ ପାନ୍…

ସକାଳୁ ଉଠିବା ପରେ କରନ୍ତୁ ନାହିଁ ଏହି କାମ, ହୃଦଘାତ ପାଇଁ ବଢ଼ିପାରେ ବିପଦ

ସାଧାରଣତଃ ଶୀତ ଦିନେ ହୃଦଘାତର ସମସ୍ୟା ବୃଦ୍ଧି ପାଇଥାଏ । ଶୀତ ଦିନେ ହୃଦଘାତକୁ ରୋକିବା ପାଇଁ କିଛି ବିଶେଷ କଥା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ପ୍ରତିଦିନ ଭୋଜନରେ କ'ଣ ଖାଇବା ଉଚିତ ଏବଂ କେଉଁ ଜିନିଷରୁ ଦୂରେଇ ରହିବା…

ବିବାହ ପୂର୍ବରୁ କରନ୍ତୁ ଏହି ପରୀକ୍ଷା: ଦାମ୍ପତ୍ୟ ଜୀବନ ହେବ ସୁଖମୟ, ପିଲା ରହିବେ ସୁସ୍ଥ

ଆରମ୍ଭ ହୋଇଗଲାଣି ବିବାହ ଋତୁ । ବର୍ତ୍ତମାନ ଘରେ ଘରେ ସାହାନାଇ ବାଜିବା ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଭେନ୍ୟୁ ବୁକିଂ ଠାରୁ ଆରମ୍ଭ କରି କ୍ୟାଟରିଂ, ଡିଜେ, ଟେଣ୍ଟ ହାଉସ, ଗହଣା, ଲୁଗାପଟା ସପିଙ୍ଗ, ଇତ୍ୟାଦି…

Tight Jeans ପିନ୍ଧିବା ହୋଇପାରେ ଅସୁବିଧାର କାରଣ: ହୋଇପାରେ ଏହି ଭଳି ସମସ୍ୟା

ଓଡ଼ିଶା ଭାସ୍କର: ମହିଳାମାନେ ଷ୍ଟାଇଲିସ ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣେଇଥାନ୍ତି । କେଶସଜ୍ଜା, ମେକ୍ଅପ୍, ପୋଷାକ ପରିଧାନ ଇତ୍ୟାଦି ଦ୍ୱାରା ନିଜକୁ ସୁନ୍ଦର କରିବା ପାଇଁ ସେମାନେ ପ୍ରୟାସ କରିଥାନ୍ତି ।…

ENT ଡାକ୍ତରଙ୍କ ଚେତାବନୀ: ଛିଙ୍କକୁ ରୋକିଲେ ମସ୍ତିଷ୍କର ଶିରା ଫାଟିବା ଆଶଙ୍କା ବଢ଼ିପାରେ, ନାକ ଓ ମୁହଁ ବନ୍ଦ କରି ଛିଙ୍କିବା ବିପଜ୍ଜନକ

ନୂଆଦିଲ୍ଲୀ: ବର୍ତ୍ତମାନ ଥଣ୍ଡା ସିଜିନ୍ ଚାଲିଥିବା ବେଳେ ଅଧିକାଂଶ ଲୋକଙ୍କ ଠାରେ କାଶ, ଛିଙ୍କ ଦେଖିବାକୁ ମିଳୁଛି । ତେବେ ଅନେକ ସମୟରେ ଆସୁଥିବା ଛିଙ୍କକୁ ରୋକିବା କିଛି ଲୋକଙ୍କର ଅଭ୍ୟାସ ଥାଏ । ତେବେ ଏହା ଆପଣଙ୍କ…

ପର୍ଯ୍ୟଟକଙ୍କ ପାଇଁ ଜରୁରୀ ଖବର: ଦେଶର ପାଞ୍ଚଟି ସ୍ଥାନରେ ତାପମାତ୍ରା ମାଇନସ୍ ଡିଗ୍ରୀ, ପିକନିକ୍ ଯିବା ପୂର୍ବରୁ ଶହେ ଥର ଭାବନ୍ତୁ

ଦେଶରେ ବର୍ତ୍ତମାନ ଥଣ୍ଡାର ରାଜୁତି ଚାଲିଥିବା ବେଳେ ଲୋକମାନେ ଏବେ ଶୀତବସ୍ତ୍ର ଉପରେ ଭରସା କରି ରହୁଛନ୍ତି । ଏଥିସହିତ ଆସନ୍ତା ମାସ ପହିଲାରୁ ଶୀତ ପୁଣି ବଢ଼ିବ ବୋଲି କୁହାଯାଇଛି । ତେବେ ଶୀତଦିନେ ବିଭିନ୍ନ ପର୍ଯ୍ୟଟନ…

ଶୀତ ଦିନ ପାଇଁ ବେଶ୍ ଉପକାରୀ ମେଥି: ଜାଣନ୍ତୁ ଶରୀରରେ କେଉଁ ଶକ୍ତି ବଢାଏ ଏହି ଶାଗ

ମେଥି ଶାଗ ପୋଷକ ତତ୍ତ୍ୱରେ ଭରି ହୋଇ ରହିଥାଏ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ବିଭିନ୍ନ ରୋଗରୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଶୀତଦିନେ ଦେଖା ଦେଉଥିବା ନାନା ରୋଗରୁ ମୁକ୍ତି ପାଇବା ପାଇଁ ଡାଏଟରେ ମେଥି…