Browsing Category
ଜୀବନଚର୍ଯ୍ୟା
ଭୁଲରେ ବି ଏହି ସବୁ ଆପ୍ ଡାଉନଲୋଡ଼ କରନ୍ତୁନି, ଉପଭୋକ୍ତାଙ୍କୁ ସତର୍କ କରାଇଲା ଗୁଗଲ…
ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟ ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ଭଳି ସୁବିଧା ରହିଛି, ଯାହା ମାଧ୍ୟମରେ ଆପଣ ଘରେ ବସି ଟଙ୍କା ଟ୍ରାନ୍ସଫର କରିପାରୁଛନ୍ତି । ୟୁପିଆଇ ନିକଟ ଅତୀତରେ ବହୁଳ ଭାବରେ…
ପୂଜାପାଠ ବେଳେ ଏପରି ଘଟିଲେ ହୋଇଥାଏ ସର୍ବନାଶ: ଦିଅନ୍ତୁ ବିଶେଷ ଧ୍ୟାନ
ସନାତନ ଧର୍ମରେ ପୂଜାପାଠର ମହତ୍ତ୍ୱ ବେଶ ଅଧିକ । ଯେକୌଣସି ଶୁଭ କାର୍ଯ୍ୟ କରିବାକୁ ଶୁଭ ସମୟ ସହିତ ପୂଜାକୁ ନେଇ ଅନେକ ଦିଗ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ । ଏପରିକି କିଛି ଖରାପ ଘଟଣା ଘଟିଲେ ପୂଜା ତୁରନ୍ତ ଅଟକି…
ପରଟା ସହ ଦହି ଖାଉଛନ୍ତି କି? ଯଦି ହଁ ତେବେ ହୋଇଯାଆନ୍ତୁ ସାବଧାନ, ନଚେତ..
ସମସ୍ତେ ଶୀତଦିନେ ଗରମ ପରଟା ଖାଇବାକୁ ପସନ୍ଦ କରନ୍ତି। ଏହାର ଭିନ୍ନ ମଜା ଏବଂ ସ୍ୱାଦ ଅଛି। ଯେହେତୁ ଏହି ଋତୁରେ ନିଜକୁ ଶୀତରୁ ରକ୍ଷା କରିବା ପାଇଁ ଶରୀର ଯଥେଷ୍ଟ ଶକ୍ତି ଆବଶ୍ୟକ କରେ, ପରଟା ବହୁତ ଉପଯୋଗୀ। ଘରେ ଆଳୁ,…
ପ୍ରତିଦିନ ୩୦ ମିନିଟ ଜଗିଂ ପକାଇଥାଏ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଏପରି ପ୍ରଭାବ: ଦୂର ହୋଇଥାଏ ଏହି ସମସ୍ୟା
ସୁସ୍ଥ ରହିବା ପାଇଁ ଆମକୁ ସକାଳେ ବିଭିନ୍ନ ବ୍ୟାୟାମ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ତେବେ ଏଥିରେ ସେମାନେ ଜଗିଂକୁ ମଧ୍ୟ ଯୋଗ କରିଥାନ୍ତି । ଏଥିରେ ଆପଣଙ୍କୁ ଧୀର ଗତିରେ ଚାଲିବାକୁ ପଡ଼ିଥାଏ…
ନୂଆ ସପ୍ତାହରେ ଏହି ୩ ରାଶିର ଲୋକଙ୍କୁ ମିଳିବ ସଫଳତା: ଧନଲାଭ ହେବାର ସୁଯୋଗ
ନୂଆଦିଲ୍ଲୀ: ନଭେମ୍ବର ମାସର ଆଉ ଏକ ନୂଆ ତଥା ଶେଷ ସପ୍ତାହ ଆରମ୍ଭ ହୋଇଯାଇଛି । ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଜ୍ୟୋତିଶ ଶାସ୍ତ୍ର…
ଭାରୀ ଉପକାରୀ ମୁଗ ଡାଲି: ଶରୀରରେ ବ୍ଲଡ ପ୍ରେସରକୁ କରେ ନିୟନ୍ତ୍ରଣ
ନୂଆଦିଲ୍ଲୀ: ମୁଗଡାଲି ପ୍ରାୟତଃ ଘରେ ଏବଂ ବଜାରରେ ସହଜରେ ମିଳିଯାଏ । କିନ୍ତୁ ଜାଣନ୍ତି କି କେତେ ଉପକାରୀ ମୁଗଡାଲି । ଏଥିରେ ଭରପୂର ରହିଛି ଆଣ୍ଟିଅକ୍ସିଡାଣ୍ଟ । ପ୍ରତଦିନ ମୁଗ ଡାଲି ଖାଇବା ଦ୍ୱାରା ବ୍ଲଡ଼ପ୍ରେସର…
୩ ଶୁଭ ଯୋଗରେ ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା: ଏହି ସବୁ ଜିନିଷ କରନ୍ତୁ ଦାନ, ମିଳିବ ଅପାର ସଫଳତା
କାର୍ତ୍ତିକ ମାସର ଶୁକ୍ଲ ପକ୍ଷର ପୂର୍ଣ୍ଣିମାକୁ କାର୍ତ୍ତିକ ପୂର୍ଣ୍ଣିମା ଭାବରେ ପାଳନ କରାଯାଏ । ଏହି ଦିନ ଲୋକେ ଉପବାସ ପାଳନ କରି ପୂଜା କରନ୍ତି । ଏହା ସହିତ ନଦୀରେ ସ୍ନାନ କରି ଡଙ୍ଗା ଭସାଇବାର ପରମ୍ପରା ରହିଛି।…
ଭୟ ସମୟରେ ଶରୀର ଉପରେ ପଡ଼ିଥାଏ ଏହିସବୁ ପ୍ରଭାବ: ଜାଣନ୍ତୁ କ’ଣ କହୁଛି ବିଜ୍ଞାନ
ଭୟ ଏକ ପ୍ରାକୃତିକ ଅବସ୍ଥା ଯାହା ଆମର ମାନସିକ ଏବଂ ଶାରୀରିକ ଗଠନ ଉପରେ ପ୍ରଭାବ ପକାଇଥଏ । ଏହା ଏକ ସଙ୍କେତ ଯାହା କିଛି ବିପଦର ସମ୍ଭାବନା ବିଷୟରେ ଆମ ମନକୁ ସୂଚିତ କରେ । କିନ୍ତୁ ଅନ୍ୟପକ୍ଷରେ ବିଜ୍ଞାନ ଦର୍ଶାଏ ଯେ…
ବଲିଉଡ ବଦଳାଇଦେବ କୋଟି କୋଟି ଭାରତୀୟଙ୍କ ଜୀବନ: ୪ଟି ଫିଲ୍ମରୁ ଆପଣ ବହୁତ କିଛି ଶିଖି ପାରିବେ
ଜୀବନରେ ଉନ୍ନତି କରିବାକୁ ସମସ୍ତେ ଚାହାନ୍ତି, ମାତ୍ର ଖୁବ୍ କମ୍ ଲୋକ ଏ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି । ତେବେ ଆପଣମାନେ ଚାହିଁଲେ ଜୀବନରେ ବହୁତ କିଛି ଉନ୍ନତି କରିପାରିବେ । ସାଧାରଣ ଭାବେ ଆଜିକାଲି ଅଧିକାଂଶ…
ମସ୍ତିଷ୍କକୁ କମଜୋର କରିଦିଏ ଆପଣଙ୍କର ଏହି ୫ଟି ଅଭ୍ୟାସ: ହୋଇଯାଆନ୍ତୁ ସାବଧାନ୍
ଓଡ଼ିଶା ଭାସ୍କର: ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ମସ୍ତିଷ୍କ । ଏହା ଆମର ଶାରୀରିକ, ମାନସିକ ଏବଂ ଭାବନାତ୍ମକ ବିକାଶ କରିଥାଏ । ତେଣୁ ମସ୍ତିଷ୍କର ଯତ୍ନ ନେବା ଆମ ପାଇଁ ଖୁବ ଜରୁରୀ ହୋଇଥାଏ । କାରଣ…