Browsing Category

ଜୀବନଚର୍ଯ୍ୟା

ରାଶିଫଳ(ରବିବାର,୨୩ ଏପ୍ରିଲ,୨୦୨୩)

ମେଷ - ନିଜର ମାତା ପିତା ଘର ଓ ବାହାରେ ଆଶାଜନକ ପରିବେଷ ରହିବ । କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ତାହା ବିଷୟରେ ବୁଝି ନିଅନ୍ତୁ । ଆବଶ୍ୟକ ଜିନିଷ ହଜି ପାରେ । ଚିନ୍ତାରେ ରହିବେ । ପରିବା ବ୍ୟାପାରରେ ଲାଭ ମିଳିବ ।…

ଦିନକୁ କେତେ ମାତ୍ରାରେ ‘ରିଫାଇନ ତେଲ’ ଖାଇବା ଉଚିତ୍ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ରନ୍ଧନ ତେଲରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଥାଏ। କିନ୍ତୁ ଆପଣ ଜାଣନ୍ତିକି ରନ୍ଧନ ତୈଳକୁ ଚର୍ବିର ଭଣ୍ଡାର ମଧ୍ୟ କୁହାଯାଏ। ତେଣୁ ଏହି ରନ୍ଧନ ତେଲ ଦୈନିକ କେତେ ପରିମାଣରେ ଖାଇବା ଉଚିତ୍ ସେ ସମ୍ପର୍କରେ ଆମେ ଆଲୋଚନା…

ଦମ୍ପତିଙ୍କ ମଧ୍ୟରେ ବୟସ ପାର୍ଥକ୍ୟ କେତେ ରହିବା ଉଚିତ୍ ? ଜାଣନ୍ତୁ କଣ କହୁଛି ବିଜ୍ଞାନ

ଦମ୍ପତିଙ୍କ ମଧ୍ୟରେ ଅଧିକ ବୟସ ପାର୍ଥକ୍ୟ ରହିବା ଉଚିତ୍ ନୁହେଁ, ନଚେତ୍ ସମ୍ପର୍କ ମଧ୍ୟରେ ମତଭେଦ, ତିକ୍ତତା ଆସିବାର ସମ୍ଭାବନା ଥାଏ। ଏହା ଆମେ ନୁହେଁ ବିଜ୍ଞାନ କହୁଛି। ଯଦିଓ ଅନେକ ସେଲିବ୍ରିଟି ଏହି ଜିନିଷକୁ ଭୁଲ୍…

ସ୍ଲିମ ହେବାକୁ ଚାହୁଁଥିଲେ ବଦଳାନ୍ତୁ ଏହି ଅଭ୍ୟାସ: ନଚେତ ମୋଟାପଣର ହୋଇଯିବେ ଶିକାର

ଲୋକମାନଙ୍କ ଖରାପ ଲାଇଫଷ୍ଟାଇଲ ଯୋଗୁଁ ସେମାନେ ମୋଟା ହେବାରେ ଲାଗିଛନ୍ତି । ଭାରତରେ ପିଲାଙ୍କଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋଟାପଣର ଶିକାର ହୋଇଛନ୍ତି । ଏଭଳି ପରିସ୍ଥିତିରେ ସମୟ ଆଗରୁ ଆପଣଙ୍କୁ ସତର୍କ…

ଶିକ୍ଷା ବିଭାଗରେ ଚାକିରି ପାଇବାର ଜବରଦସ୍ତ ସୁଯୋଗ: ଏହି ଡିଗ୍ରୀ ଥିଲେ ପାଇବେ ୫୭୦୦୦ ଟଙ୍କା ଦରମା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଲୋକସେବା ଆୟୋଗ (ଏମପିପିଏସସି) ଲାଇବ୍ରେରିଆନ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଏଥିପାଇଁ ଏମପିପିଏସସି ୨୫୫ ପଦବୀରେ ନିଯୁକ୍ତି ପାଇଁ ଆବେଦନ ବାହାର କରିଛି । ଏହି ପଦବୀ…

ମହିଳାମାନେ କାହିଁକି ଅଧିକାଂଶ ସମୟରେ ଥକ୍କା ଅନୁଭବ କରନ୍ତି: ଏକ୍ସପର୍ଟଙ୍କ ଠାରୁ ଜାଣନ୍ତୁ କାରଣ

ଆଜିର ମହିଳାମାନେ ଘରେ ଓ ବାହାରେ କାମ କରୁଛନ୍ତି । ବୃତ୍ତିଗତ ଜୀବନ ସହିତ ସେ ଘରର ଦାୟିତ୍ୱ ତୁଲାଉଛନ୍ତି ଏବଂ ବାହାରେ କାମ ମଧ୍ୟ କରୁଛନ୍ତି । ତାଙ୍କର ପୁରା ଦିନ ଏହି ସବୁ ପରିଚାଳନାରେ ଶେଷ ହେଉଛି । ଆମ ଚାରିପାଖରେ…

ବିବାହରେ ଅସୁବିଧା ଅଛି କି ? ତେବେ ଅକ୍ଷୟ ତୃତୀୟାରେ କରନ୍ତୁ ଏହି କାମ, ମିଳିବ ଶୁଭ ଫଳାଫଳ ଆଉ ସବୁ ଦୁଃଖ ହେବ ଦୂର

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟା ୨୨ ଏପ୍ରିଲ ୨୦୨୩ ଅର୍ଥାତ ଆଜିର ଦିନରେ ପଡୁଛି । ଦାମ୍ପତ୍ୟ ଜୀବନରେ ସୁଖ ଆଣିବା ଏବଂ ବିବାହରେ ବାଧା ଦୂର କରିବା ପାଇଁ ଅକ୍ଷୟ ତୃତୀୟା ଉପରେ କିଛି ବିଶେଷ ପଦକ୍ଷେପ କରି ସଫଳତା ହାସଲ ହୁଏ ।…

ରାଶିଫଳ(ଶନିବାର,୨୨ ଏପ୍ରିଲ,୨୦୨୩)

ମେଷ - ଆଜି ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି କାମ ନ କଲେ ଅପଦସ୍ଥ ହୋଇପାରନ୍ତି।ବନ୍ଧୁମାନଙ୍କ  କଥା ବାର୍ତ୍ତା  ଆପଣଙ୍କ ପାଇଁ ସମସ୍ୟାକୁ ବଢାଇ ଦେଇପାରେ । ନିର୍ଦ୍ଦିଷ୍ଟ ସମୟରେ କାମଟି ସମ୍ପୂର୍ଣ୍ଣ ନ ହେବା…

ବହୁତ ଚେଷ୍ଟା ପରେ ମଧ୍ୟ ମିଳୁନାହିଁ ସରକାରୀ ଚାକିରୀ, ବାସ ଆପଣାନ୍ତୁ ଏହି ଉପାୟ ଆଉ ଦେଖନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ: ଆଜିକାଲି, ସମୟରେ ଅନେକ ଘରୋଇ ଚାକିରୀ ମିଳୁଛି , କିନ୍ତୁ ସରକାରୀ ଚାକିରିର ଇଚ୍ଛା ବର୍ତ୍ତମାନ ସୁଦ୍ଧା ଲୋକ ମାନଙ୍କ ମନରୁ ହ୍ରାସ ପାଇନାହିଁ । ଯାହା ଆଜି ବି ଦେଶର ଯୁବକମାନେ ସରକାରୀ ଚାକିରି ପାଇବା ପାଇଁ…

ଦିନରାତି ଏସି ଲଗାଇଲେ ବି କମ୍ ଆସିବ ବିଦ୍ୟୁତ୍ ବିଲ୍: ଏହି ୪ ଜୁଗାଡ ଯୋଗୁଁ ଚାଲିଯିବ ସବୁ ଟେନସନ୍

ଗ୍ରୀଷ୍ମଋତୁ ଧିରେ ଧିରେ ପିକରେ ପହଞ୍ଚିବାରେ ଲାଗିଛି । ଦିନର ତାପମାତ୍ରା ୪୪ ଡିଗଅ୍ରୀ ସେଲସିୟସ୍ ଅତିକ୍ରମ କରିସାରିଥିବା ବେଳେ ଘରୁ ବାହାରିବା କଷ୍ଟକର ହୋଇପଡିଛି । ଏପରି ଖରାରେ ଘରେ ଏସିର ବ୍ୟବହାର ପୂର୍ବ ଅପେକ୍ଷା…