fbpx
Browsing Category

ଜୀବନଚର୍ଯ୍ୟା

ଖୁସି ଖବର: କରୋନାର ପୁରୁଣା ରୋଗୀଙ୍କ ରକ୍ତରେ ନୂଆ ରୋଗୀଙ୍କ ସଫଳ ଚିକିତ୍ସା

କରୋନା ଭାଇରସର ଭୟଙ୍କର ସମୟରେ ଏକ ଆରାମଦାୟକ ଖବର ଆସିଛି । କରୋନାର ପୁରୁଣା ରୋଗୀଙ୍କ ରକ୍ତରେ ନୂଆ ୫ ରୋଗୀଙ୍କ ସଫଳ ଚିକିତ୍ସା କରାଯାଇଛି । ଏହି ଚିକିତ୍ସା ପଦ୍ଧତି ଚୀନର ଏକ ଡାକ୍ତରଖାନାରେ କରାଯାଇଛି । ୩ ଜଣ…

କରୋନା ଭାଇରସରେ ବିନାଶ ହେବ ବିଶ୍ୱର ଅର୍ଥନୀତି, କେବଳ ଭାରତ ଓ ଚୀନ ବଞ୍ଚିବ: UN

ନୂଆଦିଲ୍ଲୀ,୩୧ ।୩: କରୋନା ଭାଇରସ୍ ଯୋଗୁଁ ବିଶ୍ୱର ଆର୍ଥିକ ଅର୍ଥନୀତି ଦୁର୍ବଳ ହେବାକୁ ବସିଛି । ଏଥିରେ ବିଶ୍ୱ ଅର୍ଥନୀତିରେ ଅନେକ ଟ୍ରିଲିୟନ ଡଲାରର କ୍ଷତି ଘଟିବ ବୋଲି ଆକଳନ କରାଯାଇଛି । ଜାତିସଂଘର ସର୍ବଶେଷ ବାଣିଜ୍ୟ…

ସାଙ୍ଘାତିକ ଅବସ୍ଥାରେ କରୋନା: ଏବେ ଯୁବକ, ସୁସ୍ଥ ଓ ଫିଟ୍ ଲୋକେ ମରୁଛନ୍ତି

କରୋନା ଭାଇରସ୍ ଯୋଗୁଁ ଆମେରିକାରେ ୩୧୦୦ରୁ ଅଧିକ ଓ ବ୍ରିଟେନରୁ ୧୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏହି ଦେଶରେ କରୋନା ତୀବ୍ର ଭାବେ ବ୍ୟାପିବାରେ ଲାଗିଛି । ଏହା ସହ ଇଟାଲୀ ଓ ସ୍ପେନରେ କରୋନା ଦ୍ୱାରା ଖରାପ…

କରୋନା ଭୟ: ୨୦ ମହିଳାଙ୍କୁ ସାଥିରେ ନେଇ ଜର୍ମାନୀ ଫେରାର ହୋଇଗଲେ ଥାଇଲ୍ୟାଣ୍ଡର ରାଜା

କରୋନା ଭାଇରସ୍ ଭୟରେ ଥାଇଲ୍ୟାଣ୍ଡର ରାଜା ମହା ଭାଜିରାଲୋଙ୍ଗକୋର୍ନ ନିଜ ଲୋକଙ୍କୁ ଛାଡି ଦକ୍ଷିଣ ଜର୍ମାନୀ ପଳାଇଛନ୍ତି । ରାଜା ଦକ୍ଷିଣ ଜର୍ମାନୀରେ ଏକ ଗ୍ରାଣ୍ଡ ହୋଟେଲ ବୁକ୍ କରିଛନ୍ତି, ଯେଉଁଠାରେ ତାଙ୍କ ସହ ୨୦ ମହିଳା…

୨୧ଦିନର ଲକ୍-ଡାଉନ୍ ମଧ୍ୟରେ କରୋନାକୁ ନିୟନ୍ତ୍ରଣ କରିବା ଅସମ୍ଭବ

ଅଦୃଶ୍ୟ ଶତ୍ରୁ ବିରୋଧରେ ଯୁଦ୍ଧ ଲଢୁଛି ସାରା ବିଶ୍ୱ । ଅନୁସନ୍ଧାନକାରୀମାନେ ଦିନ ରାତି ଲାଗି କରୋନର ମୁକାବିଲା କରିବା ପାଇଁ ସମାଧାନ ଖୋଜୁଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନା ବହୁ ତୀବ୍ର ମାତ୍ରାରେ ସଂକ୍ରମିତ ହେଉଛି,…

ପ୍ରତି ୧୫ ମିନିଟରେ ପାଣି ପିଇଲେ ଦୂର ହେବ କି କରୋନା ଭାଇରସ?

କରୋନା ଭାଇରସକୁ ଏଡାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରତିଷେଧକ ପ୍ରଣାଳୀ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ସୋସିଆଲ ମିଡିଆରେ ମଧ୍ୟ କରୋନା ଜୀବାଣୁ ମୁକାବିଲା ପାଇଁ ଅନେକ ଟିପ୍ସ ଭାଇରାଲ ହେବାରେ ଲାଗିଛି । ଏହା…

ଆଜି ମକର ରାଶିକୁ ବୃହସ୍ପତି ଚଳନ,ଜାଣନ୍ତୁ କଣ ରହିବ ଆପଣଙ୍କ ରାଶିକୁ ଏହାର ପ୍ରଭାବ

ଆଜି ମକର ରାଶିକୁ ବୃହସ୍ପତି ଚଳିଛନ୍ତି ।ଏହାର ପ୍ରଭାବରେ ଜନ୍ମ ରାଶିଠାରୁ ୨,୫,୭,୯,୧୧ ରେ ପଡୁଥିବା ରାଶି ମାନଙ୍କର ଶୁଭ ସମୟ ଆରମ୍ଭ ହୋଇଛି । ଏହି ଅନୁସାରେ କନ୍ୟା,ମୀନ,ବୃଷ,କର୍କଟ ଓ ଧୁନ ରାଶିର ବ୍ୟକ୍ତିମାନେ…

କିଛିଦିନରେ ଫୁସଫୁସକୁ କିପରି ନଷ୍ଟ କରେ କରୋନା, ଦେଖନ୍ତୁ ଫଟୋ

ସାରା ବିଶ୍ୱରେ କରୋନାକୁ ହଇଚଇ ସୃଷ୍ଟି ହୋଇଛି । ମାତ୍ର କିଛି ଦିନ ମଧ୍ୟରେ ଫୁସଫୁସକୁ କିପରି କରୋନା ଭାଇରସ୍ ନଷ୍ଟ କରିଦିଏ, ତାହାକୁ ଏକ ଭର୍ଚୁଆଲ ରିଆଲିଟି ଭିଡିଓ ମାଧ୍ୟମରେ ଦେଖାଇଛନ୍ତି ଜଣେ ଡାକ୍ତର । ଆମେରିକାର ଏକ…

‘ଛିଙ୍କନ୍ତୁ ଓ ଭାଇରସ୍ ବିସ୍ତାର କରନ୍ତୁ’-ପୋଷ୍ଟ କରି ଗିରଫ ହେଲେ ଇନଫୋସିସ୍ କର୍ମଚାରୀ, ଚାକିରୀ ବି ଗଲା

କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ସଂକ୍ରମଣକୁ ରୋକିବା ପାଇଁ ମୋଦୀ ସରକାର ସମଗ୍ର ଦେଶକୁ ୨୧ ଦିନ ପର୍ଯ୍ୟନ୍ତ ଳକ୍-ଡାଉନ୍ କରିଛନ୍ତି । ଏହାରି ମଧ୍ୟରେ କରୋନା ଭାଇରସକୁ ନେଇ ବେଙ୍ଗାଲୁରୁର…

କରୋନା ଭାଇରସ୍: ୨୪ ଘଣ୍ଟା ମଧ୍ୟରେ ବାପ-ଝିଅଙ୍କ ମୃତ୍ୟୁ

ବ୍ରିଟେନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୭୫୦ ଅତିକ୍ରମ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୫୦୦ ଛୁଇଁଛି । ଏହି ସମୟରେ କରୋନା ଭାଇରସରେ ସଂକ୍ରମିତ ୨ ବାପ-ଝିଅଙ୍କ ମାତ୍ର ୨୪ ଘଣ୍ଟାରେ ମୃତ୍ୟୁ ହୋଇଛି ।…