Browsing Category
କରୋନା
ଓଡ଼ିଶାରୁ ହଟିବ ତାଲାବନ୍ଦ! ୧୨ଟି ଜିଲ୍ଲା ଅନଲକ୍ ହେବା ନେଇ ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେବେ ହେବ କୋହଳ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି…
କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ: ୭ ଦିନରେ ହେଉଛି ଘାତକ, ନେଉଛି ଭୟଙ୍କର ରୂପ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ କୋରୋନାର ଦ୍ୱିତୀୟ ଲହରର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହି ସମୟ ମଧ୍ୟରେ ଏକ ନୂଆ ଆତଙ୍କ ସାମନାକୁ ଆସିଛି । ପୁଣେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୬୨ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୬୨ ହଜାର ୨୭୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୪୭ ଲକ୍ଷ ୩୧…
ନୂଆ ଟିକାକରଣ ଗାଇଡ୍ଲାଇନ୍ ଜାରି କଲେ କେନ୍ଦ୍ର ସରକାର ,ଏଣିକି ଜନସଂଖ୍ୟା ଅନୁପାତରେ ରାଜ୍ୟଙ୍କୁ ଯୋଗାଇ ଦିଆଯିବ ଡୋଜ୍
ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ରାଜ୍ୟଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ ବୋଲି ସୋମବାର ଘୋଷଣା
କରିଥିଲେ । ଏହାର ଗୋଟିଏ ଦିନ ପରେ ଅର୍ଥାତ ମଙ୍ଗଳବାର କେନ୍ଦ୍ର…
କରୋନାରୁ ସୁସ୍ଥ ହେବା ପରେ ଶୁଙ୍ଘିବା ଶକ୍ତି ବଢାଇବାକୁ କରନ୍ତୁ ଏହି ଉପାୟ…
କରୋନା ମହାମାରୀର ପ୍ରମୁଖ ଲକ୍ଷଣ ହେଉଛି ଗନ୍ଧ ଏବଂ ସ୍ୱାଦ ଶକ୍ତି ହରାଇବା । ଗନ୍ଧ କିମ୍ବା ସ୍ୱାଦ ହରାଇବା ଚିନ୍ତାଜନକ ହୋଇପାରେ ଓ ଏହି ଲକ୍ଷଣ ସୁସ୍ଥ ହେବା ପରେ ବି ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ । ଯଦି ଆପଣ କରୋନାରୁ…
ସହକର୍ମୀଙ୍କ ଦୁଃଖ ବୁଝିଲେ, ବାଣ୍ଟିଲେ ରନ୍ଧା ଖାଦ୍ୟ
କଟକ(ଓଡ଼ିଶା ଭାସ୍କର): ସବୁଠି କରୋନାର ଭୟ । କରୋନାକୁ ନେଇ ଚିନ୍ତା । ସେଥିଲାଗି ନାହିଁନଥିବା ହଟହଟା । କଡ଼ା କଟକଣା ଓ ଲକଡାଉନ୍ ଯୋଗୁ ଅନେକ ଲୋକ କାମଧନ୍ଦା ନପାଇ ଭୋକ ଉପାସରେ ରହୁଛନ୍ତି । ଏଭଳି ସଂକଟ ସ୍ଥିତିରେ ନିଜ…
ଖୁସି ଖବର: ଓଡ଼ିଶାରୁ ଆଜି ୮,୮୩୬ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮ ହଜାର ୮୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭…
ସରକାରୀ ହସ୍ପିଟାଲରେ ପଜିଟିଭ୍, ପ୍ରାଇଭେଟରେ ନେଗେଟିଭ୍, କେଉଁଟା ଠିକ୍? କରୋନାର ଭୁଲ୍ ରିପୋର୍ଟ ଯୋଗୁଁ ପେଶି ହେଉଛନ୍ତି ଜନସାଧାରଣ
ଭୁବନେଶ୍ୱର, (ଓଡିଶା ଭାସ୍କର): ଓଡ଼ିଶାରେ ବର୍ତ୍ତମାନ କୋଭିଡ୍ କଟକଣା ଜାରି ରହିଛି । ତେବେ କିଛିଦିନର କଟକଣା ପରେ ଏବେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଅପରପକ୍ଷେ କରୋନା ରୋଗୀଙ୍କ ଦୈନିକ…
ଓଡ଼ିଶାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି, ଅପରପକ୍ଷେ ସଂକ୍ରମଣ କମୁଛି, କ’ଣ ହୋଇପାରେ ଏହା ପଛର ପ୍ରକୃତ କାରଣ
ଭୁବନେଶ୍ୱର, (ଓଡିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ ଲକଡାଉନ୍ ସହ ସପ୍ତାହାନ୍ତ ସଟଡାଉନ୍ ଜାରି ରହିଛି । ତେବେ କିଛିଦିନ ଧରି କରୋନା କଟକଣା ଜାରି ରହିବା ପରେ ରାଜ୍ୟରେ ବର୍ତ୍ତମାନ ପରିସ୍ଥିତି ସାମାନ୍ୟ ସୁଧୁରିଛି ।…
ବିଏମସି ପକ୍ଷରୁ ହେଲା ସ୍ୱତନ୍ତ୍ର ଟେଷ୍ଟିଂ କ୍ୟାମ୍ପ୍, କୋଉଠି ଜାଣନ୍ତୁ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପୂରା ଦମ୍ରେ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଏନେଇ ବ୍ୟାପକ ସଚେତନତା କରାଯାଇ ଆସୁଛି । ଏପରିକି ଟିକାକରଣ ଓ…