fbpx
Browsing Category

କରୋନା

ମହାରାଷ୍ଟ୍ରରେ ପୁଣି ବଢ଼ିଲା ଲକଡାଉନ୍

ମୁମ୍ବାଇ: ରାଜ୍ୟରେ କୋଭିଡ୍ ସଂକ୍ରମଣ ପୂର୍ବ ପରି ଜାରି ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ପୁଣି ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଆଗାମୀ ଜୁନ୍ ୧୫ ପର୍ଯ୍ୟନ୍ତ ଏହି ଲକଡାଉନ୍ ଜାରି ରହିବ ବୋଲି…

ଆଜି ସରୁଛି ଲକ୍‌ଡାଉନ୍‌ର ୨.୦: ଜୁନ୍‌ ପହିଲାରୁ ଲାଗୁ ହେବ ଲକ୍‌ଡାଉନ୍ ୩.୦, ୧୭ ଯାଏଁ ବଳବତ୍ତର ରହିବ କଟକଣା

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣକୁ କମାଇବା ପାଇଁ ପୁଣି ଥରେ ରାଜ୍ୟସରକାର ଲକଡାଉନ ଅବଧିକୁ ବଢାଇଛନ୍ତି । ଏହି କଟକଣାକୁ ଜୁନ୍‌ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ରବିବାର…

ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲରେ ହଠାତ୍ ପହଞ୍ଚିଗଲେ ମୁଖ୍ୟମନ୍ତ୍ରୀ, କରୋନା ଯୋଦ୍ଧା ଓ ରୋଗୀଙ୍କ ବଢ଼ାଇଲେ ମନୋବଳ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଦ୍ବିତୀୟ ଲହରର ପ୍ରକୋପରେ ସମଗ୍ର ଦେଶରେ ହାହାକାର ସ୍ଥିତି ଉପୁଜିଛି। ଯଦିଓ ସଂକ୍ରମଣ ହାର ସାମାନ୍ୟ ହ୍ରାସ ପାଇଛି ତଥାପି ଅନେକ ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ରହିଛି।…

ଦେଶରେ ଦିଆଗଲାଣି ୨୧ କୋଟିରୁ ଅଧିକ ଡୋଜ୍‌ ଟିକା: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତରେ ଏର୍ପ୍ୟନ୍ତ ୨୧ କୋଟି ୨୦ ଲକ୍ଷ ରୁ ଅଧିକ କରୋନା ଭ୍ୟାକ୍ସିନ ଦିଆଯାଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମିଶାଇ…

ଲକ୍‌ଡାଉନ୍‌ରେ ‘ଅଙ୍ଗୁରି ଭାବୀ’ କନ୍‌ଷ୍ଟ୍ରକ୍ସନ୍ ସାଇଟ୍‌ରେ… କଣ କରୁଛନ୍ତି ଜାଣିଲେ ମୁଣ୍ଡରେ ଦେବେ ହାତ!

ଭୁବନେଶ୍ଵର: ଭାବିଜୀ ଘର୍‌ ପର୍‌ ହୈ? ଆପଣଙ୍କୁ କଣ ଲାଗୁଛି! ସେ ଘରେ ଅଛନ୍ତି? ନା, ସତରେ ସେ ଘରେ ନାହାନ୍ତି। ତେବେ କୋଉଠି ଅଛନ୍ତି ଭାବିଜୀ? ଆପଣ ଜାଣିଲେ ମଧ୍ୟ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ସତକଥା ହେଲା ଏଇ…

SBIରୁ ଟଙ୍କା ଉଠାଇବାକୁ ଚାହୁଛନ୍ତି କି? ତେବେ ଜାଣନ୍ତୁ ବଢ଼ିଆ ଖବର…

ଭୁବନେଶ୍ଵର(ଓଡ଼ିଶା ଭାସ୍କର): କରୋନା ମହାମାରୀରେ ଦେଶ କଲବଲ ହେଉଥିବାବେଳେ ଜରୁରିକାଳୀନ କ୍ଷେତ୍ରରେ ଲୋକେ ଏଟିଏମ୍‌ ବା ବ୍ୟାଙ୍କରୁ ଟଙ୍କା ଉଠାଇବା ନେଇ କେତେକ ସମସ୍ୟା ଦେଖାଯାଉଥିଲା। ତବେ ଏଣିକି ଆଉ ସେଭଳି ସମସ୍ୟା…

ଜୁନ୍‌ ୭ ଯାଏ ବଢ଼ିଲା ଲକ୍‌ଡାଉନ, ଘୋଷଣା କଲେ ହରିୟାଣା ସରକାର

ଭୁବନେଶ୍ଵର: ଦେଶରେ କରୋନା ସଂକ୍ରମଣ ତୁଳନାତ୍ମକ ଭାବେ କମ୍‌ ରହିଥିବା ଜଣାପଡ଼ିଥିଲେ ମଧ୍ୟ ଭୟ କମିନି। ଏହାକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକ୍‌ଡାଉନ୍‌ ଅବଧି ବଢ଼ାଇବାରେ ଲାଗିଛନ୍ତି। ଏହିକ୍ରମରେ ଆଉ ଏକ…

‘ଏତିକି ଦିନ ଭିତରେ ଭ୍ୟାକ୍ସିନ ଲଗାଇ ପ୍ରମାଣପତ୍ର ଦାଖଲ କରନ୍ତୁ, ନଚେତ୍ ମିଳିବନି ଦରମା’, କରୋନା ଦମନ ପାଇଁ ଜିଲ୍ଲାପାଳ ଆପଣାଇଲେ ନୂଆ ତରିକା

ଫିରୋଜାବାଦ: ରାଜ୍ୟକୁ କରୋନା ମୁକ୍ତ କରିବା ପାଇଁ ଉତ୍ତରପ୍ରଦେଶ ସରକାର ସଂକଳ୍ପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ଟିକାକରଣ ପାଇଁ ଆସନ୍ତା ଜୁନ୍ ପହିଲାରୁ ମହାଅଭିଯାନ ଆରମ୍ଭ କରିବେ । ସେପଟେ…

ମହାମାରୀରେ ମରିଗଲା ମାନବିକତା: କରୋନା ସଂକ୍ରମିତ ମୃତଦେହକୁ ନଦୀରେ ଫିଙ୍ଗି ଚାଲିଗଲେ ପରିଜନ

ବଲରାମପୁର : କରୋନା କାଳରେ ଦେଶରେ ଅନେକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କେତେ ବେଳେ ଗଙ୍ଗାରେ ମୃତଦେହ ଭାସୁଛି ତ ଆଉ କେଉଁଠି ବାଲିରେ ମୃତଦେହ ପୋତି ଦିଆଯାଉଛି । ଲୋକଙ୍କଠାରେ ମାନବିକତା ମରି ଯାଉଥିବା ଦେଖିବାକୁ…

ଚୀନରୁ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ୍ ସିଲିଣ୍ଡର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୀନରୁ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ୍ ସିଲିଣ୍ଡର । ଦେଶକୁ ପ୍ରଥମ ଥର ପାଇଁ ଚୀନରୁ ଅକ୍ସିଜେନ୍ ଆସିଛି । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍…