Browsing Category

କରୋନା

ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ଆଉ ୫ ଜଣଙ୍କୁ କରୋନା, ତୃତୀୟ ଟି-୨୦ ମ୍ୟାଚ୍‌କୁ ନେଇ ବଢ଼ିଲା ଆଶଙ୍କା

କରାଚୀ(ପାକିସ୍ତାନ):ସଂପ୍ରତି ପାକିସ୍ତାନ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ ସୀମିତ ଓଭର କ୍ରିକେଟ ଦଳର ଆଉ ୩ ଖେଳାଳି ଓ ଦୁଇ କର୍ମକର୍ତ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ଚଳିତ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ…

ଦିଲ୍ଲୀରୁ ଆଉ ୪, କର୍ଣ୍ଣାଟକରୁ ୫ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୩ କୁ ବୃଦ୍ଧି

ନୂଆଦିଲ୍ଲୀ/ବେଙ୍ଗାଲୁରୁ: ଦେଶର ରାଜଧାନୀ ଦିଲ୍ଲୀରୁ ୪ ଜଣ ଓ କର୍ଣ୍ଣାଟକରୁ ୫ ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ଗୁରୁବାର ସୁଦ୍ଧା ମୋଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୮୩କୁ ବୃଦ୍ଧି…

ଓମିକ୍ରନ ଭାଇରସ୍ ଚିହ୍ନଟ ହେଲେ ସ୍କୁଲ ବନ୍ଦ କରିବା ସପକ୍ଷରେ ଅଭିଭାବକ: ସର୍ଭେ

ନୂଆଦିଲ୍ଲୀ : ସେହି ସମୟରେ ହିଁ ସ୍କୁଲ ବନ୍ଦ କରାଯାଉ ଯେତେବେଳେ ତାଙ୍କ ଜିଲ୍ଲା କିମ୍ବା ଆଖପାଖ ଅଞ୍ଚଳର ୨୫ କିଲୋମିଟର ଭିତରେ କରୋନା ଭାଇରସର ନୂତନ ସ୍ୱରୂପ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବ । ଏକ ନୂତନ ସର୍ବେକ୍ଷେଣ…

ଚୀନର ଉହାନ ଲ୍ୟାବରୁ ହିଁ ଲିକ୍ ହୋଇଥିଲା କରୋନା ଭାଇରସ୍ ? ହାଭାର୍ଡ ବୈଜ୍ଞାନିକଙ୍କ ବଡ ଖୁଲାସା

ନୂଆଦିଲ୍ଲୀ : କରୋନା ଭାଇରସର ଉତ୍ପତ୍ତିରେ ଚୀନର ରହିଛି ସବୁଠୁ ବଡ ହାତ । ଏଥିପାଇଁ ଡ୍ରାଗନ ଲଗାତାର ଉହାନ ଲ୍ୟାବ୍ ଲିକକୁ ଲୁଚାଇବାରେ ଲାଗି ପଡିଛି । ବ୍ରିଟେନ ସାଂସଦଙ୍କୁ ମିଳିଛି ଏହି ବିଷୟରେ ଗୁରୁତ୍ୱପୂର୍ଣ୍ଣ…

ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୯୭୪ କରୋନା ପଜିଟିଭ ଚିହ୍ନଟ, ୩୪୩ ଜଣଙ୍କ ପ୍ରାଣ ନେଲା କୋଭିଡ୍

ନୂଆଦିଲ୍ଲୀ :  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଇତିମଧ୍ୟରେ ୭୯୪୮ ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା…

ବିଶ୍ୱରେ ୭୭ଟି ରାଷ୍ଟ୍ରକୁ ସଂକ୍ରମିତ କଲାଣି ଓମିକ୍ରନ୍: ଆଫ୍ରିକାରେ ୮୩ ପ୍ରତିଶତ ବଢିଛି ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍ । କରୋନାର ଏହି ନୂତନ ଭାରିଆଣ୍ଟ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଦେଶକୁ ସଂକ୍ରମିତ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୭୭ଟି ରାଷ୍ଟ୍ର…

ଖୁସିଖବର: ଓମିକ୍ରନ ପାଇଁ ରାମବାଣ ହେବ କୋଭାକ୍ସିନର ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ । ଏହା ଗୋଟିଏ ପରେ ଗୋଟିଏ ଦେଶରେ ପଶି କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ…

ପଶ୍ଚିମବଙ୍ଗରୁ ଚିହ୍ନଟ ହେଲା ଓମିକ୍ରନ: ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୫,ଜାଣନ୍ତୁ କେଉଁ ରାଜ୍ୟରୁ କେତେ

ନୂଆଦିଲ୍ଳୀ: ପଶ୍ଚିମବଙ୍ଗ ଛୁଇଁଲା ଓମିକ୍ରନ । ଜଣେ ୭ ବର୍ଷର ବାଳକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଞ୍ଚିଛି । ଭାରତରେ ପ୍ରଥମେ କର୍ଣ୍ଣାଟକ, ଦିଲ୍ଲୀ ଏବଂ ଅନ୍ୟାନ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୧୮ ପଜିଟିଭ୍, ୨ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

୭୭ଟି ରାଷ୍ଟ୍ରକୁ ଛୁଇଁ ସାରିଲାଣି ଓମିକ୍ରନ, ସଂକ୍ରମଣକୁ ନେଇ ବଢ଼ିଲା WHOର ଆଶଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ୭୭ଟି ଦେଶକୁ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଛୁଇଁ ସାରିଲାଣି । ତେଣୁ ଆଗକୁ ଭୟଙ୍କର ଭାବେ ସଂକ୍ରମଣ ବଢ଼ିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର…