Browsing Category

ସ୍ୱାସ୍ଥ୍ୟ

ଆପଣ ନକଲି ସାଗୁ ଖାଉ ନାହାନ୍ତି ତ? ଉପବାସ ସମୟରେ ଖାଇବା ପୂର୍ବରୁ ଯାଞ୍ଚ କରନ୍ତୁ ଏହାର ଶୁଦ୍ଧତା

ନବରାତ୍ରର ପର୍ବ ଚାଲିଛି ଏବଂ ଏହି ସମୟରେ ଲୋକମାନେ ଉପବାସ କରି ସାଗୁ ପରି ଅନେକ ଜିନିଷ ପ୍ରସ୍ତୁତ କରି ଖାଉଛନ୍ତି। ବାସ୍ତବରେ, ଉପବାସ ସମୟରେ ଲୋକମାନେ ସାଗୁ କ୍ଷୀରି, ଖିଚିଡି ଏବଂ ଟିକ୍କି ପ୍ରସ୍ତୁତ କରି ଖାଆନ୍ତି।…

ICMRକୁ ମିଳିଲା ବଡ଼ ସଫଳତା: ଏଣିକି ପୁରୁଷମାନେ ମଧ୍ୟ ଗର୍ଭନିରୋଧକ ନେଇ ପାରିବେ, କୌଣସି ଖରାପ ପ୍ରଭାବ ପଡ଼ିବନି

ନୂଆଦିଲ୍ଲୀ: ସାଧାରଣ ଭାବେ ମହିଳାଙ୍କ ପାଇଁ ବଜାରରେ ଗର୍ଭନିରୋଧକ ମେଡିସିନ ଉପଲବ୍ଧ ରହିଥାଏ । ମାତ୍ର ପୁରୁଷଙ୍କ ପାଇଁ ଏପରି କୌଣସି ସୁବିଧା ଉପଲବ୍ଧ ନଥାଏ । ତେଣୁ ପରିବାର ନିୟୋଜନ ପାଇଁ ପୁରୁଷମାନେ ନିରୋଧ ବା କଣ୍ଡୋମ…

ମୁଡ୍ ଭଲ ନଥିଲେ କ’ଣ ଖାଇବେ ଜାଣନ୍ତୁ, ଯେଉଁଥିରେ ଆପଣ ତୁରନ୍ତ ହୋଇଯିବେ ଠିକ୍

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଚାପ, ଚିନ୍ତା ଏବଂ ଉଦାସୀନତା ସାଧାରଣ ହୋଇଗଲାଣି। ଅନେକ ଥର ଆମ ମନ ଦୁଖୀ ଏବଂ କ୍ରୋଧିତ ରହିଥାଏ। ଏପରି ପରିସ୍ଥିତିରେ, ଆମେ କିଛି ବିଶେଷ ଜିନିଷ ଖାଇ ଆମର ମନୋବଳକୁ ଉନ୍ନତ କରିପାରିବା।…

ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ : ପୁଣି ଦିନକରେ ୧୧ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼ : କାୟା ବିସ୍ତାର କରୁଛି ସ୍କ୍ରବ ଟାଇଫସ । ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ନଲାଗିବାରୁ ଚିନ୍ତାରେ ସୁନ୍ଦରଗଡ଼ ବାସିନ୍ଦା । ଗତକାଲି ୧୪ଟି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୧ଜଣ ଆକ୍ରାନ୍ତ…

ଖାଦ୍ୟ ଖାଇବା ସମୟରେ ମୋବାଇଲ୍ କିମ୍ବା ଟିଭି ଦେଖୁଛନ୍ତି କି ? ଭୋଗିପାରନ୍ତି ଏହି ସମସ୍ୟା

ପିଲାଠୁ ବୁଢା ପର୍ଯ୍ୟନ୍ତ ଆଜିକାଲି ସମସ୍ତଙ୍କ ପାଖରେ ମୋବାଇଲ ଫୋନ ଅଛି । ଖାଇବା ସମୟରେ ମୋବାଇଲ୍‌ ଦେଖି ଦେଖି ଖାଦ୍ୟ ଖାଇବା ଆଜିକାଲିର ଫ୍ୟାସନ୍‌ ପାଲଟିଗଲାଣି । ଫୋନ୍‌ ଦେଖି ଖାଇବା ଦ୍ୱାରା ଆପଣଙ୍କ ଓଜନ…

କେଉଁ ସମୟରେ କେତେ ପାଣି ପିଇବା ଶରୀର ପାଇଁ ସର୍ବୋତ୍ତମ ? ଜାଣନ୍ତୁ

ସକାଳୁ ଉଠିବା ପରେ ଏକ ଗ୍ଲାସ୍ ନଖଉଷୁମ ପାଣି ପିଇବା ଉଚିତ । ପାଣି ପିଇବା ପାଇଁ ଏହା ହେଉଛି ସବୁଠାରୁ ଉତ୍ତମ ସମୟ। ଶୋଇବା ପରଠାରୁ ଉଠିବା ପର୍ଯ୍ୟନ୍ତ ୮ ଘଣ୍ଟା ସମୟ ଭିତରେ ଶରୀରର ଜଳୀୟ ଅଂଶ ହ୍ରାସ ହୋଇଯାଏ। ସକାଳେ…

VIMSARରେ ଆରମ୍ଭ ହେଲା ନୂଆ ଅଧ୍ୟାୟ: ହୃଦରୋଗୀଙ୍କୁ ସୁରକ୍ଷା ଯୋଗାଇବ ‘ଷ୍ଟେମି ପ୍ରକ୍ରିୟା’, ରୋଗୀଙ୍କୁ ମିଳିବ ଶୀଘ୍ର ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ହୃଦରୋଗ ଏକ ଭୟଙ୍କର ବିମାରୀ ଭାବେ ଉଭା ହୋଇଛି । ସମାଜର ବିଭିନ୍ନ ବୟସର ଲୋକମାନେ ଏଥିରେ ସଂକ୍ରମିତ ହୋଇ ଅକାଳରେ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ…

ସୋସିଆଲ ମିଡିଆ କବଜାରେ ପିଲା : ଏହି ରିପୋର୍ଟ ଆପଣଙ୍କୁ ମଧ୍ୟ କରିବ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବିଶ୍ୱର ମୋଟ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୯୩% ଲୋକେ ଇଣ୍ଟରନେଟ୍ ସେବା ସହିତ ଜଡ଼ିତ ଏବଂ ଏଥିରୁ ପ୍ରାୟ ୬୦% ଅର୍ଥାତ୍ ୪.୮ ବିଲିୟନ ଲୋକ ସୋସିଆଲ୍ ମିଡିଆରେ ସକ୍ରିୟ ଅଛନ୍ତି । ସୋସିଆଲ ମିଡିଆର ବ୍ୟବହାର ଦିନକୁ…

ଥମୁନି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା : ପୁଣି ଦିନ କରେ ୧୪ ପଜିଟିଭ

ସୁନ୍ଦରଗଡ଼ : ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡ଼ ବାସିଙ୍କର ଭୟ ବଢାଉଛି ଏହି ରୋଗ । ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ଦିନରେ ପୁଣି ୧୪ଟି ପଜିଟିଭ ଚିହ୍ନଟ…

ରିସର୍ଚ୍ଚରୁ ମହା ଖୁଲାସା! ମସ୍ତିଷ୍କରେ ଲୁଚି ରହୁଛି ଭୟଙ୍କର ସ୍ମୃତି: ଶାରୀରିକ-ମାନସିକ ରୋଗର ସୃଷ୍ଟି କରୁଛି

ନୂଆଦିଲ୍ଲୀ: ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଏକ ଦୁର୍ଲ୍ଲଭ ତଥା ବିରଳ ଜୀବ । ମଣିଷକୁ ନେଇ ବୈଜ୍ଞାନିକମାନେ ସର୍ବଦା ଗବେଷଣା ଜାରି ରଖିଥିବା ବେଳେ ଅନେକ ସମୟରେ ଏନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ନିକଟରେ…