
Browsing Category
ସ୍ୱାସ୍ଥ୍ୟ
ରାତିରେ କ୍ଷୀର ପିଇ କାହିଁକି ଶୋଇବା ଉଚିତ୍ ନୁହେଁ, ଜାଣନ୍ତୁ ସାଇଡ ଇଫେକ୍ଟ
ନୂଆଦିଲ୍ଲୀ: ପୋଷକ ତତ୍ତ୍ୱରେ ଭରପୁର କ୍ଷୀର ଆପଣଙ୍କ ଶରୀର ପାଇଁ ଲାଭଦାୟକ। ଆପଣ ଏହାକୁ ସଠିକ୍ ମାତ୍ରାରେ ସେବନ କରିବା ଆବଶ୍ୟକ। କିଛି ଲୋକେ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଅନ୍ତି, ହେଲେ ରାତିରେ କ୍ଷୀର ପିଇବା…
ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 30କୁ ବୃଦ୍ଧି
ଓଡିଶା ଭାସ୍କର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପୁଣି ଚିହ୍ନଟ ହୋଇଛନ୍ତି 7 ନୂଆ କରୋନା ପଜିଟିଭ। ପୂର୍ବରୁ ଏହା ତାର କରାଳ ରୂପ ଦେଖାଇ ସାରିଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ…
ସକାଳୁ ଉଠିବା ମାତ୍ରେ ଥକ୍କାପଣ, ଦୁର୍ବଳତା ଓ ମୁଣ୍ଡବ୍ୟଥା ଅନୁଭବ ହେଉଛି? ଥରେ କରନ୍ତୁ ଏହି ଭିଟାମିନର ପରୀକ୍ଷା, ହୋଇପାରେ ଗମ୍ଭୀର ଅଭାବ
ଯଦି ଆପଣ ସକାଳୁ ଉଠିବା ମାତ୍ରେ ଥକ୍କାପଣ, ଦୁର୍ବଳତା ଓ ମୁଣ୍ଡବ୍ୟଥା ଅନୁଭବ କରୁଛନ୍ତି, ତେବେ ଏହା ଆପଣଙ୍କ ଶରୀରରେ ଭିଟାମିନର ଅଭାବର ସଙ୍କେତ ହୋଇପାରେ। ବିଶେଷଜ୍ଞମାନେ କହୁଛନ୍ତି ଯେ ଏପରି ଲକ୍ଷଣ ସାଧାରଣତଃ ଭିଟାମିନ…
ନିଃଶ୍ୱାସ ନେବାରେ ଅସୁବିଧା ହେଉଛି କି? ଖାଦ୍ୟରେ ସାମିଲ୍ କରନ୍ତୁ ଏହି ଖାଦ୍ୟ
ନୂଆଦିଲ୍ଲୀ: ଯଦି ନିଃଶ୍ବାସ ନେବାରେ ସମସ୍ୟା ହେଉଛି ତାହେଲେ ଡାଏଟ୍ ଯୋଜନାରେ କିଛି ପୁଷ୍ଟିକର ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ । ପ୍ରକୃତରେ ଏହି ଖାଦ୍ୟ ସାମଗ୍ରୀ ନିୟମିତ ଭାବରେ ଖାଇବା ଦ୍ୱାରା, ଆପଣ ଆପଣଙ୍କର…
ନର୍ମାଲ ଡେଲିଭରୀ ପରେ ଶାରୀରିକ ସମ୍ପର୍କ: କେତେ ଦିନ ଅପେକ୍ଷା କରିବା ଉଚିତ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ
ସାଧାରଣ ପ୍ରସବ (ନର୍ମାଲ ଡେଲିଭରୀ) ପରେ ଶାରୀରିକ ସମ୍ପର୍କ ଆରମ୍ଭ କରିବା ନେଇ ଅନେକ ଦମ୍ପତିଙ୍କ ମନରେ ପ୍ରଶ୍ନ ଉଠିଥାଏ। ବିଶେଷଜ୍ଞଙ୍କ ମତ ଅନୁସାରେ, ଏହା ମାତାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ।…
ସାବଧାନ! ଗର୍ଭବତୀଙ୍କୁ ଭୟଭୀତ କରିପାରେ ଅଧ୍ୟୟନ, ଏହି କାରଣ ପାଇଁ ସମୟ ପୂର୍ବରୁ ଜନ୍ମ ହୁଏ ଶିଶୁ
ନୂଆଦିଲ୍ଲୀ: ଯେତେବେଳେ ଗର୍ଭବତୀ ମହିଳାମାନେ ପ୍ରଦୂଷିତ ବାୟୁରେ ଥିବା ଛୋଟ ଛୋଟ ବିଷାକ୍ତ କଣିକାକୁ ନିଶ୍ୱାସ ନିଅନ୍ତି, ସେମାନଙ୍କ ଶରୀରର ମେଟାବୋଲିଜିମ୍ ପ୍ରକ୍ରିୟା ପ୍ରଭାବିତ ହୁଏ । ଏହା ଶରୀରର ଅନେକ…
ଖାଦ୍ୟରେ ଆଲର୍ଜି ହେଉଛି ବୋଲି କିପରି ଜାଣିବେ ଓ ଏହାର ଲକ୍ଷଣ କ’ଣ? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ
ଖାଦ୍ୟ ଆଲର୍ଜି ଏକ ଏପରି ସ୍ୱାସ୍ଥ୍ୟ ସମସ୍ୟା, ଯେଉଁଥିରେ ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ପରେ ଶରୀରରେ ଅସ୍ୱାଭାବିକ ପ୍ରତିକ୍ରିୟା ଦେଖାଯାଏ। ଏହା ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତିର ଅତ୍ୟଧିକ ସକ୍ରିୟତା ଯୋଗୁଁ ହୁଏ।…
ଦେଶରେ ବେକାବୁ କୋରୋନା, ଗତ 24 ଘଣ୍ଟାରେ ଗଲାଣି 7 ଜୀବନ
ନୂଆଦିଲ୍ଲୀ: ସାରା ଦେଶରେ ପୁଣି ମୁଣ୍ଡ ଟେକିଛି କୋରୋନା । କୋରୋନା ସଂକ୍ରମିତ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏପର୍ଯନ୍ତ ସାରା ଦେଶରେ 4 ହଜାରରୁ ଅଧିକ ସକ୍ରିୟ ମାମଲା ରିପୋର୍ଟ ଆସିଛି। ଗତ 24 ଘଣ୍ଟା…
Researchର ବଡ଼ ଖୁଲାସା: ଚର୍ବି ଏବଂ ମିଠା ମସ୍ତିଷ୍କକୁ କରେ ବିକଳାଙ୍ଗ
ଓଡିଶା ଭାସ୍କର: ଗବେଷଣାରୁ ଜଣାପଡିଛି ଯେ ଅତ୍ୟଧିକ ଚର୍ବି ଏବଂ ମିଠା ଖାଦ୍ୟ ଖାଇବା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଏକ ଗବେଷଣାରେ, ସିଡନୀ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କରିଥିଲେ ଯେ…
ଅବିବାହିତ ଝିଅଙ୍କ ଗର୍ଭାଶୟ ଶରୀର ବାହାରକୁ ଚାଲିଆସେ, ଜାଣନ୍ତୁ ଏହାର ଲକ୍ଷଣ
ଓଡିଶା ଭାସ୍କର: ଯେକୌଣସି ମହିଳାଙ୍କ ପାଇଁ ଗର୍ଭାଶୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଗର୍ଭାଶୟରେ ଭ୍ରୁଣ ବିକଶିତ ହୁଏ ଏବଂ ଶିଶୁକୁ 9 ମାସ ପର୍ଯ୍ୟନ୍ତ ଗର୍ଭାଶୟରେ ପୋଷଣ କରାଯାଏ। ଯଦି ଗର୍ଭାଶୟରେ କୌଣସି ସମସ୍ୟା…