Browsing Category

ପରମ୍ପରା

ଏଥର ହୋଲିରେ ଚନ୍ଦ୍ରଗ୍ରହଣ, କରନ୍ତୁନି ଏହି ଭୁଲ, ନଚେତ ପଡ଼ିବ ଖରାପ ପ୍ରଭାବ

ଓଡ଼ିଶା ଭାସ୍କର: ଖରାପ ଉପରେ ଭଲର ବିଜୟକୁ ହୋଲିର ସଂକେତ ବୋଲି ବିବେଚନା କରାଯାଏ। ହେଲେ ଚଳିତ ଥର ରଙ୍ଗର ଉତ୍ସବରେ ଚନ୍ଦ୍ରଗ୍ରହଣ ପଡୁଛି। ଏହା ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଏହି ସମୟରେ ଏଭଳି ଭୁଲ କାର୍ଯ୍ୟଠାରୁ…

Wedding Tradition: ଯେତେ ବି ଶତ୍ରୁ ହୋଇଥାନ୍ତୁ ବିବାହ ଦିନ କନ୍ୟାଘରକୁ ଦହି ହାଣ୍ଡି ପଠାନ୍ତି ପଡ଼ୋଶୀ

ବିବାହ କେବଳ ଏକ ଉତ୍ସବ ନୁହେଁ ବରଂ ଦୁଇ ଆତ୍ମାର ମିଳନ।  କୁହାଯାଏ, ବିବାହ ମଧ୍ୟ ଦୁଇଟି ପରିବାରର  ଏକ ସ୍ଥାୟୀ ବନ୍ଧନ।  ଏଭଳି ପରିସ୍ଥିତିରେ ଭାରତୀୟ ବିବାହ ଏତେ ରଙ୍ଗୀନ ଯେ, ଏହା ସମଗ୍ର ବିଶ୍ୱରେ ଲୋକଙ୍କ ଦୃଷ୍ଟି…

ଏମିତି ଗାଁ, ଯେଉଁଠି ବର୍ଷସାରା ଚାଲିଥାଏ ଭାଲେଣ୍ଟାଇନ୍ସ ଡେ’, ରହିଆସିଛି ଲଭ୍ ମ୍ୟାରେଜ ପରମ୍ପରା

ପ୍ରତିବର୍ଷ ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ' ପାଳନ କରାଯାଏ, କିନ୍ତୁ ସୁରଟର ଏକ ଛୋଟ ଗାଁ ଭାଟପୁରରେ ଭାଲେଣ୍ଟାଇନ୍ସ ଡେ' ବର୍ଷସାରା ଚାଲିଥାଏ । ଏଠାକାର ଲୋକମାନେ ଅନ୍ୟ କାହାକୁ ପସନ୍ଦ କରନ୍ତି ନାହିଁ ନିଜ ପସନ୍ଦ…

ଶ୍ରୀଲିଙ୍ଗରାଜ ମନ୍ଦିରରେ ବ୍ୟବହାର ହେବନି କୋହେନୁର ପଞ୍ଜିକା; ଜାଗର ଅମାବାସ୍ୟା ନେଇ ମନ୍ଦିର ପ୍ରଶାସନର ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ବ୍ୟବହାର ହେବନି କୋହେନୁର ପଞ୍ଜିକା। ମନ୍ଦିର ନୀତିକାନ୍ତିରେ ବ୍ୟବହାର ହେବନି କୋହେନୁର ପଞ୍ଜିକା। କୋହେନୁର ପଞ୍ଜିକା ବଦଳରେ ଖଡ଼ିରତ୍ନ ପଞ୍ଜିକା ପ୍ରଚଳନ ନିଷ୍ପତ୍ତି। ଜାଗର…

୨୦୨୫ର ପ୍ରଥମ ଚନ୍ଦ୍ରଗ୍ରହଣକୁ ଆଉ ମାତ୍ର କିଛି ଦିନ ବାକି, ଜାଣନ୍ତୁ କଣ ରହିବ ଫଳାଫଳ?

ଓଡ଼ିଶା ଭାସ୍କର: ହିନ୍ଦୁ ଓ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଓ ଚନ୍ଦ୍ରଗ୍ରହଣକୁ ଅଶୁଭ ବୋଲି ବିବେଚନା କରାଯାଏ। ଏହା ବିଶ୍ୱାସ କରାଯାଏ ଯେ ଗ୍ରହଣ ସମୟରେ ନକାରାତ୍ମକତା ବଢିଥାଏ । ତେଣୁ ଗ୍ରହଣ ସମୟରେ ପୂଜା ଓ କୌଣସି…

ଶ୍ମଶାନରେ ମହିଳାଙ୍କ ପ୍ରବେଶ କାହିଁକି ନିଷେଧ, ଜାଣନ୍ତୁ ଗରୁଡ଼ ପୁରାଣର ଗୁପ୍ତ ରହସ୍ୟ 

ଓଡ଼ିଶା ଭାସ୍କର: ସନାତନ ଧର୍ମରେ ସମୁଦାୟ ୧୬ଟି ସଂସ୍କାର ରହିଛି, ସେଥିମଧ୍ୟରୁ ଷୋଡ଼ଶ ସଂସ୍କାର ବା ଅନ୍ତିମ ସଂସ୍କାର ବ୍ୟକ୍ତିର ମୃତ୍ୟୁ ପରେ ହିନ୍ଦୁ ଧର୍ମରେ ପରମ୍ପରା  କରାଯାଏ। ଅନ୍ତିମ ସଂସ୍କାର ପାଇଁ ମୃତକଙ୍କ…

ଆଜି ବସନ୍ତ ପଞ୍ଚମୀ, ଜାଣନ୍ତୁ ବାଗଦେବୀଙ୍କ ପୂଜାର୍ଚ୍ଚନାର କ’ଣ ରହିଛି ମହତ୍ୱ

ଓଡ଼ିଶା ଭାସ୍କର: ବସନ୍ତ ପଞ୍ଚମୀ ପର୍ବ ବିଶେଷ ଭାବରେ ଜ୍ଞାନ, କଳା ଏବଂ ସଙ୍ଗୀତର ଦେବୀ ସରସ୍ୱତୀଙ୍କୁ ସମର୍ପିତ । ଏହି ଦିନ ଦେବୀ ସରସ୍ୱତୀଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ସମୃଦ୍ଧି ଏବଂ ଖୁସି ବୃଦ୍ଧି…

ଆଜି ହେବ ରଥକାଠ ଅନୁକୂଳ ପୂଜା, ରାଜନଅର ପକ୍ଷରୁ ବ୍ରାହ୍ମଣମାନେ କରିବେ ପୂଜାର୍ଚ୍ଚନା

ପୂରୀ: ଆଜି ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ଗାଁଠୁ ସହର। ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ହେଉ ବା କାର୍ଯ୍ୟାନୁଷ୍ଠାନ ସବୁଠି ମାଙ୍କ ଆବାହନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆଉ ସେପଟେ ଆଜି…

[Video] “ବାପା-ବୋଉ ମୁଁ ଆଜି ଯୋଗୀ ହୋଇ ଯାଉଛି, ମତେ ଦବ ନା ରଖିବ…”

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆମ ରାଜ୍ୟରେ ଅନେକ ପରମ୍ପରା ରହିଛି ଯାହା ବର୍ତ୍ତମାନ ଲୋପ ପାଇବାକୁ ବସିଲାଣି। ସେସବୁ ଭିତରେ ହେଉଛି ବାବାଜୀ-ଯୋଗୀ ହେବା ପରମ୍ପରା। ଆଧୁନିକତାର ଦ୍ୱାହି ଦେଇ ପରମ୍ପରା ସବୁ ଯେମିତି…

ଏହିଦିନ ପାଳନ ହେବ ସରସ୍ୱତୀ ପୂଜା, ଦ୍ୱନ୍ଦ୍ୱ ଦୂର କଲେ ଶ୍ରୀମନ୍ଦିର ପ୍ରଶାସନ

ଭୁବନେଶ୍ୱର: ସରସ୍ୱତୀ ପୂଜାକୁ ନେଇ ବର୍ତ୍ତମାନ ଦ୍ୱନ୍ଦ୍ୱ ଦୂର ହୋଇଛି। ସରସ୍ୱତୀ ପୂଜା ୨ ନା ୩ ତାରିଖରେ ହେବ ସେନେଇ ସମସ୍ତର ଦ୍ୱନ୍ଦ୍ୱ ଥିଲା, ଯାହା ବର୍ତ୍ତମାନ ଦୂର ହୋଇଛି। ସରସ୍ୱତୀ ପୂଜା ତାରିଖ ଧାର୍ଯ୍ୟ କଲେ…