Browsing Category
ପରମ୍ପରା
‘ହେଲିକପ୍ଟର ମ୍ୟାଡାମ୍’ ଧରିବେ ଝାଡ଼ଖଣ୍ଡ ମଙ୍ଗ! ବାରିପଦାର ଝିଅ କଳ୍ପନା ସୋରେନଙ୍କୁ ନେଇ ବଡ଼ ଚର୍ଚ୍ଚା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ କଂଗ୍ରେସ ମେଣ୍ଟ ସରକାର ଗଢ଼ିବାକୁ ଯାଉଛି । ରାଜ୍ୟରେ ସରକାର ଗଠନ କରିବା ପାଇଁ ହେମନ୍ତ ସୋରେନ ରାଜ୍ୟପାଳଙ୍କ…
ମା’ଙ୍କ ନାଁରେ ରହିଛି ବିଚିତ୍ର ଶକ୍ତି, ଝରଣା ଜଳ ପାନ କଲେ ଭଲହୁଏ ଚର୍ମ ରୋଗ, ପୀଠରେ ସର୍ବଦା ଲାଗିରହିଥାଏ ଭକ୍ତଙ୍କ ଭିଡ଼
ଢେଙ୍କାନାଳ: ମା'ଙ୍କ ନାଁ ଧରିଲେ ଭଲ ହୁଏ ଦୁରାରୋଗ୍ୟ, ଖାଲି ଏତିକି ନୁହେଁ ଏଠିକାର ବୃକ୍ଷରୁ ନିଃସୃତ ଝରଣା ଜଳ ପାନ କଲେ ଭଲ ହେଉଛି ଚର୍ମ ଓ ପେଟ ରୋଗ । ଓଡ଼ିଶାର କୋଣ ଅନୁକୋଣରେ ଭରି ରହିଛି କଳା, ସଂସ୍କୃତି,…
କାହିଁକି ପ୍ରଥମ ସନ୍ତାନ ପାଇଁ ପାଳନ ହୁଏ ପ୍ରଥମାଷ୍ଟମୀ ପର୍ବ, ଏହା ପଛରେ କ’ଣ ରହିଛି ପରମ୍ପରା ?
ଭୁବନେଶ୍ୱର: ଓଡ଼ିଆମାନଙ୍କର ବାର ମାସରେ ତେର ପର୍ବ । ଓଡ଼ିଆ ପାଞ୍ଜି ଅନୁସାରେ ମାର୍ଗଶୀର ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପର୍ବ ପାଳନ ହୋଇଥାଏ । ଏହି ଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ…
ରାତି ପାହିଲେ ପ୍ରଥମାଷ୍ଟମୀ; ଏଣ୍ଡୁରୀ ପିଠା ପାଇଁ ହଳଦୀ ପତ୍ର ବୋହି ନେଇଗଲେ ଲୋକେ, ସନ୍ଧ୍ୟା ପୂର୍ବରୁ ବଜାର ଖାଁ ଖାଁ…
ଭୁବନେଶ୍ୱର: ବଦଳିଛି ସମୟ, ବଦଳି ଯାଇଛି ରାଜଧାନୀର ଚିତ୍ର । ଭୁବନେଶ୍ୱର ଆଉ ଆଗ ଭଳି ନାହିଁ । କିନ୍ତୁ ଏସବୁ ମଧ୍ୟରେ ବଦଳି ନି ଆମ ପରମ୍ପରା ରୀତିନୀତି ତଥା ଆମ ଓଡ଼ିଆ ପିଠା ପଣାର ସ୍ୱାଦ । ସେଥିପାଇଁ ତ ପ୍ରଥମାଷ୍ଟମୀ…
ଏଣିକି ବର୍ଷ ତମାମ ଚାଲିବ ବାଲିଯାତ୍ରା: ୧୨ ମାସ କମ୍ପିବ ମହାନଦୀ ପଠା: ଉନ୍ନୟନ ମନ୍ତ୍ରୀ
କଟକ: ସାରା ଓଡ଼ିଶାବାସୀଙ୍କ ପାଇଁ ଆସିଲା ଖୁସିର ଖବର । ଐତିହାସିକ ବାଲିଯାତ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଣିକି ବର୍ଷକ ଯାକ ହସିବ ମହାନଦୀ ପଠା, ସବୁଦିନ ଲାଗିବ…
ଆଜି ମାଣବସା ଗୁରୁବାର, ମା’ ଲକ୍ଷ୍ମୀଙ୍କ ପୂଜା: ଘରେ ଘରେ ପୂଜା ପାଉଛନ୍ତି ଧନଦାତ୍ରୀ
ଓଡ଼ିଶା ଭାସ୍କର: ମହାଲକ୍ଷ୍ମୀ ଧନ ଓ ଐଶ୍ୱର୍ୟ୍ୟର ଅଧିଷ୍ଠାତ୍ରୀ ଦେବୀ । ମାର୍ଗଶୀର ମାସ ଗୁରୁବାର ଧାନ୍ୟଲକ୍ଷ୍ମୀଙ୍କ ଉପାସନା କରାଯାଇଥାଏ । ଏହାକୁ ମାଣବସା ଗୁରୁବାର ଓଷା କୁହାଯାଏ । ଦେବୀ ଧାନ୍ୟ ଲକ୍ଷ୍ମୀଙ୍କ ପ୍ରତୀକ…
(Video) କଟକ ବାଲିଯାତ୍ରା ପଡ଼ିଆରେ ଉତ୍ପାତ କରୁଛନ୍ତି ଭୂତ! ପାଖକୁ ମାଡ଼ି ଆସୁଛି ପିଶାଚ, ପର୍ଯ୍ୟଟକଙ୍କୁ ଘାରିଛି ସଇତାନ ଭୟ…
କଟକ: ସିଲଭର ସିଟି କଟକରେ ଜମୁଛି ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣମୀ ଦିନରୁ ବାଲିଯାତ୍ରା ପଡ଼ିଆରେ ଧୁମଧାମରେ ପାଳନ ହେଉଛି ଏହି ମେଳା । ଦୂର ଦୂରାନ୍ତରୁ ହଜାର ହଜାର ଲୋକ ଏଠାକୁ ଆସି ଏହି ମେଳାର ମଜା ନେଉଛନ୍ତି ।…
ଭାତଟେ ହବ, ଚିକେନ୍ ଟେ ହବ… ଛାଡ଼ଖାଇରେ କମ୍ପିବ ଆମିଷ ବଜାର: ସୂର୍ଯ୍ୟ ଉଦୟକୁ ଅପେକ୍ଷା
ଭୁବନେଶ୍ୱର: ମାସେ ହେଲା ପାଟିରେ ଆମିଷ ବାଜିନଥିଲା। ଲୋକେ ଛାଡ଼ଖାଇକୁ ଅନାଇ ରହିଥିଲେ। କେମିତି କାର୍ତ୍ତିକ ମାସ ସରିଲେ ବଢିଆ ଛାଡଖାଇଟେ ହେବ। ମାସ ଯାକ ଲୋକେ ଧର୍ମ ମନାସୀ ନିରାମିଷ ଭକ୍ଷଣ କରିଥାନ୍ତି। ଏହି ଦିନ ଶେଷ…
ଛାଡ଼ଖାଇରେ ବିଚିତ୍ର ସଂଯୋଗ: ‘ବିଛା ସଂକ୍ରାନ୍ତି’ କାରଣରୁ ହଜାର ହଜାର ଛେଳି, କୁକୁଡ଼ା, ମାଛଙ୍କର ଆୟୁଷ ଗୋଟିଏ ଦିନ ବଢ଼ିଗଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଏହି ମାସର ଶେଷ ପାଞ୍ଚ ଦିନ କାର୍ତ୍ତିକ ଶୁକ୍ଲ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପଞ୍ଚୁକ ଭାବେ ପାଳନ କରାଯାଇଥାଏ । ଅନେକ ଲୋକ କାର୍ତ୍ତିକ…
ମାର୍ଗଶିର ମାସରେ ଶ୍ରୀ କୃଷ୍ଣଙ୍କ କୃପା ପାଇବାକୁ ଚାହୁଁଛନ୍ତି ଯଦି କରନ୍ତୁ ଏହି କାମ…
(ଓଡ଼ିଶା ଭାସ୍କର ): ହିନ୍ଦୁ ଧର୍ମରେ ୧୨ ମାସର ମହତ୍ୱ ଭିନ୍ନ । ପ୍ରତ୍ୟେକ ମାସ ନିର୍ଦ୍ଦିଷ୍ଟ ଦେବା ଦେବୀଙ୍କୁ ସମର୍ପିତ ଥାଏ । ନଭେମ୍ବର ୧୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ପରେ ପରେ ଆରମ୍ଭ ହୋଇଯାଇଛି ମାର୍ଗଶିର…