fbpx
BJD
BJD SKY
BJD SKY
Browsing Category

ପରମ୍ପରା

ପୂଜାଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ୍ ଘରେ ନକାରାତ୍ମକତା ବୃଦ୍ଧି ପାଇବା ସହ ବଢ଼ିବ ଅସୁବିଧା

ପୂଜାପାଠ ପାଇଁ ସମସ୍ତଙ୍କ ଘରେ ସ୍ୱତନ୍ତ୍ର ପୂଜାଘର ରହିଥାଏ  । ବିଶ୍ୱାସ କରାଯାଏ ଯେ ପ୍ରତିଦିନ ପୂଜା କରିବା ଦ୍ୱାରା ଗୃହକୁ ସକରାତ୍ମକ ଶକ୍ତି ଆସିବା ସହିତ ପ୍ରଗତିର ପଥ ଖୋଲିଥାଏ  । କିନ୍ତୁ ପୂଜାସ୍ଥଳିରେ କିଛି…

୩ ମହାରଣାଙ୍କ ସମେତ ୮ ସେବାୟତ କରୋନା ପଜିଟିଭ୍

ପୁରୀ(ଓଡ଼ିଶା ଭାସ୍କର): ମହାମାରୀ କରୋନା କବଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବକ ଆକ୍ରାନ୍ତ ହୋଇଛନ୍ତି । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ସେଥିରେ…

ପୁରୀରେ ଚନ୍ଦନ ଯାତ୍ରା ଏବଂ ରଥ ନିର୍ମାଣ କାର୍ଯ୍ୟ ପାଇଁ ଲାଗୁ ହେବ ୧୪୪ ଧାରା

ପୁରୀ, ୧୧/୫: ସମସ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ୧୪୪ ଧାରା ମଧ୍ୟରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାର୍ଷିକ ଚନ୍ଦନ ଯାତ୍ରା ପୁରୀର ନରେନ୍ଦ୍ର ପୁଷ୍କରିଣୀ ଅନୁଷ୍ଠିତ ହେବ ।  ମଙ୍ଗଳବାର ଏନେଇ ଛତିଶା ନିଯୋଗ ସହ ବୈଠକ ପରେ…

ଆସନ୍ତାକାଲି ରୁକୁଣା ରଥଯାତ୍ରା, ମୁତୟନ ହେବେ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ

ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର)  : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ରାଜ୍ୟ ସରକାର କଟକଣାକୁ କଡାକଡି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବିନା ଭକ୍ତରେ…

ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ଭୁବନେଶ୍ୱର ୧୭ ।୪ (ଓଡିଶା ଭାସ୍କର) : ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ଆସନ୍ତା ୨୦ ତାରିଖ ଅଶୋକାଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ରଥ ଟଣା ଯିବ ।…

ଭକ୍ତଶୂନ୍ୟ ହେବ ରୁକୁଣା ରଥଯାତ୍ରା, ଏସଓପି ଜାରି କଲା ବିଏମସି

ଭୁବନେଶ୍ୱର,୯ା୪ (ଓଡିଶା ଭାସ୍କର) : ରୁକୁଣା ରଥଯାତ୍ରାକୁ ନେଇ ବିଏମସି ଆଜି ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନେଇଛି । ବିଏମସି ପକ୍ଷରୁ ରଥଯାତ୍ରାକୁ ନେଇ ଏସଓପି ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ…

ରୁକୁଣା ରଥଯାତ୍ରା ପାଇଁ BMC ପକ୍ଷରୁ ବୈଠକ ଶେଷ

ଭୁବନେଶ୍ୱର ୮|୪ (ଓଡିଶା ଭାସ୍କର) :  ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ BMC ପକ୍ଷରୁ ବୈଠକ ଶେଷ ହୋଇଛି । ବିନା ଭକ୍ତରେ ରୁକୁଣା ରଥଯାତ୍ରାକୁ ଶେଷ କରିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।…

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବୌଦ୍ଧରୁ ଆସିବ କାଠ

ପୁରୀ, ୨ା୩ (ଓଡିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥଯାତ୍ରା ପାଇଁ ରଥକାଠ ବୌଦ୍ଧରୁ ଅଣାଯିବ । ତେଣୁ ଗଛ ଚିହ୍ନଟ ପାଇଁ ଆଜ୍ଞାମାଳ ନେଇ ଆଜି…