Browsing Category

ବିଦେଶ

ବିଶ୍ୱର ସର୍ବାଧିକ ମୃତ୍ୟୁଦଣ୍ଡ ଦେଉଥିବା ଦେଶ ତାଲିକାରେ ପାକିସ୍ତାନ ଆଗୁଆ, ସାଉଦୀକୁ ପଛରେ ପକାଇଲା

ନୂଆଦିଲ୍ଲୀ: ପାକିସ୍ତାନ ବିଶ୍ୱର ସବୁଠୁ ଅଧିକ ମୃତ୍ୟୁଦଣ୍ଡ ଦେଉଥିବା ଦେଶରେ ସାମିଲ ହେଲା। ବିଶ୍ୱ ସ୍ତରରେ ମୃତ୍ୟୁର ଦଣ୍ଡ ସାମ୍ନା କରୁଥିବା କଏଦୀରେ ୨୬ ପ୍ରତିଶତ ପାକିସ୍ତାନ ଅଟେ। ଏକ ଅଣ ସରକାରୀ ସଂଗଠନ ଦ୍ୱାରା…

ଲେବାନନ ଉପରେ ଇସ୍ରାଏଲର ରକେଟ ମାଡ, 22 ମୃତ 117 ଆହତ

ନୂଆଦିଲ୍ଲୀ: ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ । ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ ହୋଇଥିବା ସୂଚନା ମିଳିଛି । ତେବେ ଏହି ଏୟାର ଷ୍ଟ୍ରାଇକରେ 22ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି ।…

ଏସୀୟ ଟେବୁଲ ଟେନିସ ଚାମ୍ପିୟନଶିପ୍: କାଂସ୍ୟ ପଦକ ଜିତିଲା ଭାରତ

ନୂଆଦିଲ୍ଲୀ: ଏସିଆନ୍ ଟେବୁଲ୍ ଟେନିସ୍ ଚାମ୍ପିୟନଶିପ୍ ସେମିଫାଇନାଲ୍ ରେ ଭାରତ ଚାଇନିଜ୍ ତାଇପେଠାରୁ ୦-୩ ଗୋଲ୍ ରେ ପରାସ୍ତ ହୋଇଛି । କାଜାଖସ୍ତାନର ଆସ୍ତାନାଠାରେ ଚାଲିଥିବା ଏସୀୟ ଟେବୁଲ ଟେନିସ ଚାମ୍ପିୟନଶିପରେ ଭାରତକୁ…

ଫ୍ଲୋରିଡାରେ ‘ମିଲ୍ଟନ୍’ର ତାଣ୍ଡବ; ଉଡ଼େଇନେଲା ୩୦ ଲକ୍ଷ ଘର, ଅନ୍ଧାରରେ ଲୋକ

ନୂଆଦିଲ୍ଲୀ: ଫ୍ଲୋରିଡାରେ ବାତ୍ୟା ମିଲ୍ଟନ୍ ସ୍ଥଳଭାଗ ଛୁଇଁବା ପରେ ୩୦ ଲକ୍ଷରୁ ଅଧିକ ଘର ଓ ଦୋକାନ ରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ରାଜ୍ୟର ସେଣ୍ଟ ଲୁସିଆରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଫ୍ଲୋରିଡାର ସେଣ୍ଟ…

ଗାଜାର ଏକ ସ୍କୁଲରେ ଏୟାର ଷ୍ଟ୍ରାଇକ୍, ୨୮ ମୃତ: ପାଲେଷ୍ଟାଇନ୍ ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: ପାଲେଷ୍ଟାଇନ ରେଡ୍ କ୍ରିସେଣ୍ଟ୍ କହିଛି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ରେ କେନ୍ଦ୍ରୀୟ ଗାଜାର ଡେଇର୍ ଅଲ୍ ବାଲାହ ଅଞ୍ଚଳର ଏକ ସ୍କୁଲରେ ୨୮ ଜଣ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ସେନା ଏ ନେଇ କିଛି କହିନଥିବା…

(Video): ଅଧାରେ କନସର୍ଟ ଅଟକାଇଲେ ଦିଲଜିତ୍‌, ରତନ ଟାଟାଙ୍କୁ ନେଇ ଷ୍ଟେଜରେ ହେଲେ ଭାବୁକ

ମୁମ୍ବାଇ: ପଞ୍ଜାବି ଲୋକପ୍ରିୟ ଗାୟକ ଦିଲଜିତ୍ ଦୋସାଞ୍ଜ । ବର୍ତ୍ତମାନ ସେ Dil-Luminati ଗସ୍ତରେ ଅଛନ୍ତି । ଏହି ସମୟରେ ସେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ କନସର୍ଟ କରୁଛନ୍ତି । ନିକଟରେ ସେ ଜର୍ମାନୀର ଏକ କନସର୍ଟରେ…

ଇସରାଏଲ- ଇରାନ୍ ଯୁଦ୍ଧ: ହଜାର ହଜାର ସଂଖ୍ୟାରେ ଲେବାନନ୍ ଛାଡ଼ି ଯାଉଛନ୍ତି ଲୋକେ, ବେରୁତକୁ ବିମାନ ଉଡ଼ାଣ ରଦ୍ଦ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଜାରି ରହିଥିବା ଇରାନ୍ ଓ ଇସରାଏଲ ଯୁଦ୍ଧ ବର୍ତ୍ତମାନ ଭୟଙ୍କର ହେବାରେ ଲାଗିଛି । ଚାରିଆଡ଼େ ଲୋକଙ୍କ ହାହାକାର । ଏହି ଯୁଦ୍ଧରେ ଅନେକ ଧନ, ସମ୍ପତ୍ତି ଓ ଜୀବନହାନୀ ହୋଇଛି । ଅନେକ ଦେଶ…

ଇରାନରେ ପରମାଣୁ ପରୀକ୍ଷଣ ଯୋଗୁଁ ଭୂମିକମ୍ପ? ଜାଣନ୍ତୁ କେତେ ଶକ୍ତିଶାଳୀ ଏହି ପରୀକ୍ଷା

ନୂଆଦିଲ୍ଲୀ: ନିକଟରେ ଇରାନରେ ହୋଇଥିବା ଭୂମିକମ୍ପ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ଏହି ଭୂମିକମ୍ପକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । କିଛି ଲୋକ ବିଶ୍ୱାସ କରନ୍ତି ଯେ ଏହି ଭୂମିକମ୍ପ କୌଣସି ପ୍ରାକୃତିକ…

ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ଘୋଷଣା ହେଲା ତିନି ବୈଜ୍ଞାନିକଙ୍କ ନାମ

ନୂଆଦିଲ୍ଲୀ: ରସାୟନ ବିଜ୍ଞାନରେ ୨୦୨୪ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା। ରସାୟନ ବିଜ୍ଞାନରେ ୨୦୨୪ ର ନୋବେଲ ପୁରସ୍କାର ଡେଭିଡ୍ ବେକର, ଡେମିସ୍ ହାସାବିସ୍ ଏବଂ ଜନ୍ ଏମ୍ ଜମ୍ପରଙ୍କୁ ପ୍ରଦାନ କରାଯାଇଛି ବୋଲି…